Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶ୍ରୀକାନ୍ତ ସିଂହ ~ ଅମଙ୍ଗେଇକୁଦ ପଶ୍ଚିମେଶ୍ବର ମନ୍ଦିର, ବ୍ଲକ ଆଠଗଡ଼, ଜିଲ୍ଲା କଟକ, ଓଡ଼ିଶା ~ ଯଶସ୍ବୀ ଭାରତ ଆମ ଯଶସ୍ବୀ ଉତ୍କଳ l ଅସୁମାରୀ କଳା, ଭାସ୍କର୍ଯ୍ୟ ତଥା ଐତିହାସିକ କୀର୍ତ୍ତିରାଜିରେ ସୁସମୃଦ୍ଧ ଆମ ଏ ରାଜ୍ୟ ଉତ୍କୃଷ୍ଟ କଳାର ଦେଶ ଉତ୍କଳ ପ୍ରଦେଶ l ଅଜସ୍ର ସୃଷ୍ଟି ସମ୍ଭାର, ପୁଣି ସୁକ୍ଷ୍ମ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ କୁଆଲୋ ଅଷ୍ଟଶମ୍ଭୁ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ କୁଣ୍ଡେଶ୍ୱରର ଶ୍ରୀ ତ୍ରିଲୋଚନେଶ୍ୱର ମନ୍ଦିର ~ ଝଙ୍କଡ଼ର ଶାରଳା ଓ ଗୋରଖନାଥଙ୍କ ପୀଠ ବ୍ୟତୀତ ଜଗତସିଂହପୁର ଜିଲ୍ଲାରେ ଆଉ କେତୋଟି ପ୍ରାଚୀନ ପୀଠ ରହିଛି l ସେଥିମଧ୍ୟରୁ ବାଲିଆ ଗୋପୀନାଥପୁରର ଭଗବତୀ ପୀଠ ବା ଭୁବନେଶ୍ୱର ମହାଦେବ ମନ୍ଦିର ଏବଂ ବାଲିକୁଦା ବ୍ଲକ୍ ଅନ୍ତର୍ଗତ କୁନ୍ଦଗ୍ରାମ ବା କୁଣ୍ଡେଶ୍ୱରର ଶ୍ରୀ…

ଲେଖା: ଶ୍ରୀକାନ୍ତ ସିଂହ ଅତୁଳନୀୟ ପ୍ରାକୃତିକ ବିଭବରେ ଭରା ବୌଦ୍ଧ ଅଞ୍ଚଳ l ଘନ ଜଙ୍ଗଲର ସୁନ୍ଦର ସବୁଜିମା ସହ ଶାଳ, ପିଆଶାଳ ଓ ମହୁଲ ଫୁଲର ମହୁଲି ବାସ୍ନା, ମହାନଦୀର ସ୍ୱଚ୍ଛ ଜଳରାଶି, ଅନେକ ବୌଦ୍ଧ କୀର୍ତ୍ତିରାଜୀ, ପ୍ରାଚୀନ ମନ୍ଦିର, ମୂର୍ତ୍ତି ଓ ରାଜବାଟୀକୁ ନେଇ ସୁସମୃଦ୍ଧ ଏକ ଛୋଟିଆ ଐତିହାସିକ ସହର ବୌଦ୍ଧ…

ଲେଖା: ରବୀନ୍ଦ୍ର କୁମାର ରଣା ପ୍ରାଚୀନଦୀ ସହିତ ଦୀର୍ଘ ୨୦୦୦ ବର୍ଷରୁ ଅଧିକ ସମୟର ଇତିହାସ ଜଡ଼ିତ। ପ୍ରାଚୀନ କଳିଙ୍ଗ ଐତିହ୍ୟର ମୂକସାକ୍ଷୀ ଏଇ ପ୍ରାଚୀ ଉପତ୍ୟକାରେରେ ରହିଛି ଶହ ଶହ ପ୍ରାଚୀନ କିର୍ତ୍ତିରାଜି। ତେବେ ‘ପ୍ରାଚୀ ମାହାତ୍ମ୍ୟ‘ରେ ପ୍ରାଚୀତଟର ଦ୍ଵାଦଶଶମ୍ଭୁ ପୀଠ ଅତି ପ୍ରାଚୀନ। ପୀଠଗୁଡି଼କୁ ଦେଖିଲେ ଜଣାପଡ଼େ, ପ୍ରାୟ ସମସ୍ତ ମନ୍ଦିର କେତେଥର…

ଲେଖା: ଶ୍ରୀକାନ୍ତ ସିଂହ ହିରଣ୍ୟଗର୍ଭା ଆମ କଳିଙ୍ଗ-ଉତ୍କଳ, ଆମ ଓଡିଶାର କୋଣ ଅନୁକୋଣରେ ଅନେକ ଐତିହ୍ୟ, ଅନେକ କୀର୍ତ୍ତିରାଜି l ସେଥି ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ସର୍ଵ ପୁରାତନ ଶୈବ ପୀଠ ହେଉଛି କୁଣ୍ଡେଶ୍ୱର ଗ୍ରାମରେ ଥିବା ଅଷ୍ଟମ ଶତାବ୍ଦୀରେ ନିର୍ମିତ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର (Trilochaneswar Temple) l ଏହି ମନ୍ଦିରଟି ଲିଙ୍ଗରାଜ ମନ୍ଦିର…

ଲେଖା: କୁଳମଣି ଷଡ଼ଙ୍ଗୀ ମହାନଦୀକୁ ‘ଉତ୍କଳଗଙ୍ଗା’ ନାମରେ ନାମିତ କରିବାର ଯଥାର୍ଥତା ଅଛି। ଅମର କଣ୍ଟକରୁ ବାହାରି, ବହୁ ଦୀର୍ଘପଥ ଅତିକ୍ରମକରି ସିନ୍ଧୁରେ ବିଲୀନ ହେବା ଆଗରୁ ଉତ୍କଳ ଭୂଇଁ ଛୁଇଁ ଏହା ତିନୋଟି କାରଣରୁ ପବିତ୍ର ହୋଇଯାଇଛି । ପ୍ରଥମତଃ ସୁବର୍ଣ୍ଣପୁର ଠାରେ “ସୁବର୍ଣ୍ଣାକ୍ଷ ମହାଦେବ”ଙ୍କର ପଦଧୌତକରି ପବିତ୍ର ହେବାପରେ, ମହାନଦୀ କଣ୍ଟିଲୋ ଠାରେ…

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦେଉଳରୁ ପ୍ରାୟ ଏକ କିଲୋମିଟର ଦୂରରେ ଓ ମୁକ୍ତେଶ୍ଵର ଦେଉଳର ଠିକ୍ ପାର୍ଶ୍ୱରେ ସିଦ୍ଧେଶ୍ୱର ଦେଉଳ ଅବସ୍ଥିତ। ଜଗନ୍ନାଥ ସଡକର ଦକ୍ଷିଣ ପଟକୁ ଲାଗି ଏହି ସ୍ଥାନ। କେଦାରେଶ୍ବର, ଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ଦେଉଳକୁ ଲୋକ ଯେମିତି ଜାଣନ୍ତି ପ୍ରାୟ ସମସ୍ତେ ଏହାଙ୍କୁ ସେମିତି ଜାଣନ୍ତି…

ଲେଖା: ନିରଞ୍ଜନ ସାହୁ ୧୯୧୨ ମସିହାର କଥା । ଗୋଟିଏ ଓଡ଼ିଆ ପିଲା କଲିକତା ବିଶ୍ୱବିଦ୍ୟାଳୟରେ ସମସ୍ତ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ସଂସ୍କୃତ ଭାଷାରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ଓ ବଙ୍ଗଳାର ଶିକ୍ଷିତ ମହଲରେ ଚହଳ ସୃଷ୍ଟି କରିଦେଲେ । ତାହାର କାରଣ ଓଡ଼ିଶାରେ ଶିକ୍ଷିତ ସଂଖ୍ୟା କମ ଏବଂ ବଙ୍ଗଳାର ସାଧାରଣ ଲୋକଙ୍କ…

ଲେଖା: ଦେଵ ତ୍ରିପାଠୀ ରସାୟନ ବିଜ୍ଞାନର ଅଧ୍ୟାପକ ଭାବରେ ସେ ହୃଦୟଙ୍ଗମ କରିପାରିଥିଲେ ଯେ ଏଇ ବିଜ୍ଞାନର ଉର୍ଦ୍ଧ୍ବରେ ଅନେକ କିଛି ଅଛି ଯାହା ଏହି ବିଜ୍ଞାନ କେବେ ଦେଇପାରିବ ନାହିଁ । ଏଇ ବିଜ୍ଞାନ କେବେ ଆତ୍ମାକୁ ଛୁଇଁ ପାରିବ ନାହିଁ । ଆତ୍ମାକୁ ଛୁଇଁବାର କ୍ଷମତା ଅଛି କେବଳ ସାହିତ୍ୟର ! ତେଣୁ…