Search Results for ମେଳଣ

ଉଛବ ମଳିକ (ନିମାପଡ଼ା ଗୁଳିକାଣ୍ଡ)

ଲେଖା: ନିରଞ୍ଜନ ସାହୁ ଏହା ଥିଲା ୧୯୪୨ ମସିହା ସେପ୍ଟେମ୍ବର ମାସ ୧୬ ତାରିଖ ଦିନ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଏକ ବିୟୋଗାନ୍ତକ ନାଟକରେ ଅଭିନୀତ ଗୋଟିଏ ହୃଦୟବିଦାରକ ଦୃଶ୍ୟ । ଏହି ଦୃଶ୍ୟରେ ଉଛବ ମଳିକ (Uchhaba Malika) ନାମରେ ନିମାପଡ଼ା ଅଞ୍ଚଳର ଜଣେ ନିଃସ୍ଵ ହରିଜନ ଯୁବକ ପୋଲିସ ଗୁଳିରେ ସହିଦ…

ମନେପଡେ ଦୋଳଯାତ୍ରା କଥା

ଦାଣ୍ଡ ଲିପା ହୋଇଥିବ ଗୋବରରେ, ଚିତ୍ର ହୋଇଥିବ ନାନାବର୍ଣ୍ଣୀ ମୁରୁଜରେ । ସେଇ ମୁରୁଜଅଙ୍କା ଚିତ୍ର ଉପରେ ବିରାଜମାନ ହେବେ ରାଧାକୃଷ୍ଣ, ବିମାନରେ ବିଜେ କରି । ଘର ଘର ବୁଲି ଭୋଗ ଖାଇ ଯିବେ ପ୍ରଭୁ । ଫଗୁରେ ଚହଟିବ ସଭିଙ୍କ ମସ୍ତକ । ଡାଲାରେ ସଜାଯାଇଥିବ, ଦୁବ, ଅରୁଆ ଚାଉଳ, ଆମ୍ବଡ଼ାଳ, ନଡ଼ିଆ । ପୂର୍ଣ୍ଣକଳସ ବସିଥିବ, ଚଣାଲଡୁର ଭୋଗ ପ୍ରସ୍ତୁତ ହୋଇଥିବ । ପେଡ଼ିରେ ସାଇତା କର୍ପୁର ଦିଆ ସଫାଲୁଗା ପିନ୍ଧି ସଜ ହୋଇଥାନ୍ତି ବୋଉ, ବଡ଼ବୋଉ . .

ଓଡ଼ିଆ ଭାଗବତ 

ଉପସ୍ଥାପନା: ଦେଵ ତ୍ରିପାଠୀ ଗଭୀର ବୈଷ୍ଣବତତ୍ତ୍ଵ ସମ୍ବଳିତ ଗ୍ରନ୍ଥ ଆମରି ଓଡ଼ିଆ ଭାଗବତ । ସମାଜରେ ସଂହତି, ସମନ୍ୱୟ ରକ୍ଷାରେ ଏହାଠାରୁ ବଳି ବଡ଼ ସାଧନ ଅତୀତ କାଳରେ କିଛି ନ ଥିଲା । ବ୍ୟାସଦେବକୃତ ସଂସ୍କୃତ ବ୍ୟତୀତ ପୂର୍ବରୁ ଅର୍ଥାତ୍ ଷୋଡ଼ଶଶତାବ୍ଦୀ ପୂର୍ବରୁ, ଅନ୍ୟଭାଷାରେ ଭାଗବତ ନ ଥିଲା । ସଂସ୍କୃତ ଭାଷାର ଭାଗବତ…

ଖାନନଗର

ଲେଖା: ଓଁ ଅଭିଜ୍ଞାନ ସାହୁ ବାଉନୁ ବଜ଼ାର ତେପନ ଗଳିର ସହର ହେଲା ଏଇ କଟକ । ଆଗରେ କ ପଛରେ କ । ଯିଏ ଏହାର ଭେଦ ପାଇଛି ସେ ବର୍ତ୍ତିଯାଇଛି । ଆଜିବି ବେଶି  ଇଂଲିଶ ଝାଡୁଥିବା ଲୋକଙ୍କୁ ରାସ୍ତାରେ ଦେଖିଲେ ଲୋକେ ଥଟ୍ଟାରେ କହନ୍ତି ସ୍ୱାଧୀନତା ପୂର୍ବରୁ ଏ ଇଂରେଜ କଟକ…

ଆମ ଓଡ଼ିଆ ମିଠା ଛେନାଝିଲି

ଲେଖା: ଦେଵ ତ୍ରିପାଠୀ ପ୍ରାୟ ୬୦ ବର୍ଷ ପୂର୍ବର କଥା । ଭାରତ-ଚୀନ ଯୁଦ୍ଧ ସରିଛି, ଭାରତ ପାକିସ୍ଥାନ ଯୁଦ୍ଧ ବି ହୋଇଛି । ନିମାପଡା ବଜାରରେ ଚିନିର ଅଭାବ, ନିକଟ ବନମାଳୀପୁର କିମ୍ବା ପିପିଲିରେ ଚିନିର କଳାବଜାରୀ । ସେଥିପାଇଁ ସୁଦୂର କଟକ ମାଲଗୋଦାମରୁ ଯାଇ ଚିନି ଆଣିବାକୁ ପଡୁଥିଲା । ଚୈତ୍ରର ଜହ୍ନ…