Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶ୍ରୀକାନ୍ତ ସିଂହ ପ୍ରାଚୀ, କେବଳ ଓଡ଼ିଶା ନୁହେଁ ଭାରତର ଦୃଶ୍ୟମାନ ସରସ୍ବତୀ କହିଲେ ଅତ୍ୟୁକ୍ତି ହେବନାହିଁ l ଏହାର ଉତ୍ପତ୍ତିସ୍ଥଳ ଯେଉଁଠାରୁ ହେଉ ନା କାହିଁକି, ନିଆଳିବଜାର ଠାରୁ ଅଳ୍ପ ଦୂରରେ ଥିବା କପିଳେଶ୍ଵର ମହାଦେବ ନିକଟରୁ ପ୍ରାଚୀନଦୀ ନାମ ବହନ କରିଥିବା କଥା ପ୍ରାଚୀନ ବ୍ରହ୍ମପୁରାଣରେ ଉଲ୍ଲେଖ ରହିଛି l ଏହି ପ୍ରାଚୀନ…

ଲେଖା: ଶ୍ରୀକାନ୍ତ ସିଂହ ପବିତ୍ର ପ୍ରାଚୀନଦୀ, ଓଡ଼ିଶାର ଗଙ୍ଗା କୁହା ଯାଇପାରେ ବା ସରସ୍ବତୀ; ମହାନଦୀର ଏହି ପବିତ୍ର ଶାଖାନଦୀର ଅବବାହିକାରେ ଅନେକ ପ୍ରାଚୀନ ମନ୍ଦିର ତଥା ଐତିହାସିକ କୀର୍ତ୍ତିରାଜି ଗଢ଼ି ଉଠିଥିଲା l ସମୟର ସ୍ରୋତ ଓ କାଳର କଷାଘାତରେ ସେଥି ମଧ୍ୟରୁ ଅନେକ ଆଜି ନିଶ୍ଚିହ୍ନ ଓ ବିବର୍ଣ୍ଣ ଆଉ ଯେଉଁ କେତୋଟି…

ଲେଖା: ମିହିର ପଟ୍ଟନାୟକ ଶାସ୍ତ୍ରୀୟମତେ ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ନାମ ହେଉଛି ପୁରୁଷୋତ୍ତମ, ହେଲେ ସାଧାରଣ ଭାବେ ଯଦି ମହାପ୍ରଭୁଙ୍କ ପ୍ରଥମ ନାମ ସମ୍ପର୍କରେ କାହାକୁ ପଚରାଯାଏ ତେବେ ସେ ନିଶ୍ଚିତ କହିବ ନୀଳମାଧବ, ନ ହେଲେ ମାଧବ । ଏହି ନାଁଟି ହିଁ ଶାବରୀୟ ସଭ୍ୟତା ଓ ଆର୍ଯ୍ୟ ସନାତନୀ ସଭ୍ୟତାର ସମନ୍ୱୟ ସେତୁ।…

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆପୁଅ ଜୟଦେବ ~ “ଲଳିତଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ ମଧୁକରନିକର କରଂବିତ କୋକିଳ କୂଜିତ କୁଞ୍ଜକୁଟୀରେ, ବିହରତି ହରିରିହ ସରସ ବସନ୍ତେ, ନୃତ୍ୟତି ଯୁବତୀଜନେନ ସମଂ ସଖି ବିରହିଜନସ୍ୟ ଦୁରନ୍ତେ।” ଲଳିତ ଶବ୍ଦ ପ୍ରୟୋଗ ଓ ପଦବିନ୍ୟାସରେ ବିଶ୍ୱବାସୀଙ୍କୁ ଚକିତ କରିପାରିଥିବା ମହାନ୍ ସଂସ୍କୃତ କବି, ‘ଗୀତଗୋବିନ୍ଦ‘ର ରଚୟିତା…

ଲେଖା: ନିରଞ୍ଜନ ସାହୁ “କି ହେଲାରେ, କହିତ ନୁହଇ ଭାରତୀରେ କାଲି ଯା ଦୂରରୁ ଦେଖି, କଳନା କଲା ମୋ ଆଖି, କଳା ଇନ୍ଦ୍ରୀବର ଆରତି ରେ “ କାହ୍ନୁରେ . . ଏ ଗୀତ ସିନା ରାଧିକାଙ୍କ ଉକ୍ତି ଥିଲା ଲଳିତାଙ୍କ ପ୍ରତି କବିସୂର୍ଯ୍ୟଙ୍କ ଲେଖନୀରେ, ହେଲେ ମତେ ଲାଗୁଚି ଏ ଯେମିତି ସଭିଙ୍କ…