Search Results for କଳିଙ୍ଗ ସ୍ଥାପତ୍ୟ ଶୈଳୀ

ବୀରଭଦ୍ରେଶ୍ୱର ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ବୀରଭଦ୍ରେଶ୍ୱର ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ…

କୁଶଳେଶ୍ୱର

ଲେଖା: ବିକ୍ରମ କୁମାର ନାୟକ ~ କୁଶଳେଶ୍ୱର ଶୈବପୀଠ ~ ଓଡିଶାର ଶୈବ ଉପାସନା ବହୁ ପ୍ରାଚୀନ l ପ୍ରଦେଶର କୋଣ ଅନୁକୋଣର ଗାଁଠୁ ସହର ପର୍ଯ୍ୟନ୍ତ ରହିଛି ଶୈବ ଉପାସନାର ପୀଠସ୍ଥଳୀ l କେଉଁଠି ବିଶାଳ ମନ୍ଦିର ତ କେଉଁଠି ଗଛମୂଳ ପୂଜା ପାଉଛନ୍ତି ମହେଶ୍ୱର l ମନ୍ଦିର ଗୁଡ଼ିକର ସୁକ୍ଷ୍ମ କାରୁକାର୍ଯ୍ୟ କଳିଙ୍ଗ…

ନୃସିଂହନାଥ

ଲେଖା: ତ୍ରିଲୋଚନ ସ୍ୱାଇଁ ~ ନୃସିଂହନାଥ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ…

ଶ୍ରୀଗୋପୀନାଥ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀଗୋପୀନାଥ ମନ୍ଦିର ~ ଓଡ଼ିଶାରେ ଗଙ୍ଗବଂଶୀ ଶାସକଙ୍କ ଶାସନ ସମୟକୁ ସୁବର୍ଣ୍ଣଯୁଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ l ଗଙ୍ଗବଂଶୀ ଶାସନ ସମୟରେ ଓଡ଼ିଶାରେ ବା ତତ୍କାଳୀନ ଉତ୍କଳ ପ୍ରଦେଶରେ ବୈଷ୍ଣବୀୟ ଧର୍ମଧାରା ତଥା ସଂସ୍କୃତିର ପ୍ରଚାର ଓ ପ୍ରସାର ଚରମ ଶିଖରରେ ପହଞ୍ଚି ପାରିଥିଲା l ସମୟକ୍ରମେ…

କୁରୁମବେଡ଼ା

ଲେଖା: ଅମ୍ବିକା ପଟ୍ଟନାୟକ ~ ଗଗନେଶ୍ୱର ଓ କୁରୁମବେଡ଼ା : ଅତୀତ ଐତିହ୍ୟ ~ ହିନ୍ଦୀରେ ଗୋଟିଏ ଢଗ ଅଛି “ସମୟ ସେ ପେହେଲେ ଔର ଭାଗ୍ୟ କେ ଆଗେ କୁଛ ନହିଁ ମିଲତା” l ଖଡ଼ଗପୁରରୁ ମାତ୍ର ୨୪ କିଲୋମିଟର ଦୂରେ ଐତିହାସିକ “କୁରୁମବେଡ଼ା” ଦୁର୍ଗ l ଦୁଇ ବର୍ଷ ଧରି ଯିବି ଯିବି…

ଗୋପୀନାଥ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ  ~ ଗୋପୀନାଥ ମନ୍ଦିର ~ ପିପିଲି ବଜାର ଠାରୁ ଜଟଣୀ ରାସ୍ତାରେ ମାତ୍ର ସାତ କିଲୋମିଟର ଦୂର ଯିବା ପରେ, ମୁଖ୍ୟ ରାସ୍ତାର ଦକ୍ଷିଣ ଦିଗରେ ପ୍ରାୟ ଦୁଇଶହ ମିଟର ଦୂରରେ ରହିଛି ସୁନ୍ଦର ଏକ ପ୍ରାଚୀନ ମନ୍ଦିର ଶ୍ରୀ ଗୋପୀନାଥ ମନ୍ଦିର l ଦୟାନଦୀର ପୂର୍ଵ ତଟରେ ଥିବା କାକୁଡ଼ିଆ…

ରାମେଶ୍ୱର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ରାମେଶ୍ୱର ମନ୍ଦିର ~ ପୌରାଣିକ କଥାବସ୍ତୁ ଅନୁଯାୟୀ ତ୍ରେତୟା ଯୁଗରେ ରାବଣ ନିହତ ହେବା ପରେ ଭଗବାନ ରାମଚନ୍ଦ୍ର ପତ୍ନୀ ସୀତା ଓ ଭାଈ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଥାନ୍ତି l ଏହି ସମୟରେ ବୈଦେହୀଙ୍କ ମନରେ ରୁଦ୍ର ଆରାଧନା ନିମନ୍ତେ ଜିଜ୍ଞାସା ଜାତ ହୁଏ l ଲଙ୍କାଗଡ଼ର…

ଜଳେଶ୍ବର ମନ୍ଦିର

~ ଜଳେଶ୍ବର ମନ୍ଦିର ~ ଲେଖା: ଅମୃତେଶ ଖଟୁଆ  ସେହି #ସ୍ଵର୍ଣ୍ଣାଦ୍ରି_କ୍ଷେତ୍ର ! ଯାହାକୁ ‘ସାରଳା ମହାଭାରତ’ରେ ବର୍ଣ୍ଣନା କରାଯାଏ ଯେ କୀର୍ତ୍ତି ଓ ବାସଙ୍କ ଦ୍ଵାରା କୁବେରଙ୍କ ସୁବର୍ଣ୍ଣ ଭଣ୍ଡାରକୁ ଏଠାରେ ଠୁଳ କରି ଦେଇଥିଲେ । ଯେଉଁଠି ଦିନେ #ଗନ୍ଧବତୀ ନଦୀ ଧରେ ସ୍ଫୁଟ ସ୍ଥଳପଦ୍ମ ! ଆନତ ଦେଉଳମାନଙ୍କ ବେଢାଙ୍କ ସ୍ମିତହାସ୍ୟ…

ତୃତୀୟଦେବ ଜଗନ୍ନାଥ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ତୃତୀୟଦେବ ଜଗନ୍ନାଥ ମନ୍ଦିର ~ ଓଡ଼ିଶାର ଗୌରବୋଜ୍ବଳ ଇତିହାସକୁ ଦୃଷ୍ଟି ଦେଲେ, ତଥା ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ, ଓଡ଼ିଶାରେ ଗଙ୍ଗବଂଶୀ ଶାସକଙ୍କ ଶାସନ କାଳକୁ “ସୁବର୍ଣ୍ଣଯୁଗ” କହିଲେ ଅତ୍ୟୁକ୍ତି ହେବ ନାହିଁ l ଗଙ୍ଗବଂଶୀ ଶାସକଙ୍କ ରାଜତ୍ୱ ସମୟରେ ହିଁ ଓଡ଼ିଶାରେ ଅନେକ ଗୁଡ଼ିଏ କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିରମାନ…

ଦକ୍ଷପ୍ରଜାପତି ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର ~ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ସମସାମୟିକ ଆଉ ଏକ ଚମତ୍କାର କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିର ହେଉଛି ଦକ୍ଷେଶ୍ୱର ମନ୍ଦିର ବା ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର l କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏହା ଯେ ଏକ ଶ୍ରେଷ୍ଠନିର୍ମାଣ ଏଥିରେ ଦ୍ବିମତ ନାହିଁ l ବାଣପୁର ଭଗବତୀ…