Category ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ

ସପ୍ତପୁରୀ ଅମାବାସ୍ୟା

ଲେଖା: ଶିବାଶିଷ ମ‌ହାପାତ୍ର ଓଡ଼ିଶାରେ ପାଳନ କରାଯାଏ ବାର ମାସରେ ତେର ପର୍ବ ଏବଂ ଏହା ବ୍ୟତୀତ ଥାଏ ଅନେକ ଗୁଡିଏ ନୀତିକାନ୍ତି । ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ ପାଳିତ ହୁଏ । ଏସବୁ ପାର୍ବଣ ଦିନ ମାନଙ୍କରେ ହୋଇଥାଏ ସ୍ବତନ୍ତ୍ର ନୀତି ନିୟମ ଶ୍ରୀମନ୍ଦିରରେ । ଭିନ୍ନ ଭିନ୍ନ…

ଚୈତ୍ର ଶୁକ୍ଳ ପ୍ରତିପଦ ଓ ବାସନ୍ତୀ ଦୁର୍ଗାପୂଜା

ଲେଖା: ଅରବିନ୍ଦ ମହାନ୍ତି ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦ ସନାତନ ନବବର୍ଷ ଓ ବାସନ୍ତୀ ଦୁର୍ଗା ପୂଜାର ପ୍ରଥମ ଦିନ ହିସାବରେ ବିଶେଷ ଭାବରେ ପରିଚିତ। ସତ୍ୟ ଯୁଗର ପ୍ରାରମ୍ଭରେ ଏହି ଦିନୁ ବ୍ରହ୍ମା ସୃଷ୍ଟି ସର୍ଜ୍ଜନା କାର୍ଯ୍ୟ ଆରମ୍ଭ କରିଥିଲେ ତେଣୁ ଏହା ସୃଷ୍ଟାରମ୍ଭ ଦିବସ ଭାବେ ଜଣାଯାଏ। ତ୍ରେତୟା ଯୁଗରେ ପୁରୁଷୋତ୍ତମ ଶ୍ରୀରାମଙ୍କ ରାଜ୍ୟାଭିଷେକ…

ଜନ୍ମାଷ୍ଟମୀ (Janmastami)

ଲେଖା:ବନ୍ଧନ ଦଳାଇ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମତିଥି। ଏହିଦିନ ନିଶାର୍ଦ୍ଧରେ ମଥୁରା ନଗରୀର କଂସ ବନ୍ଦୀଶାଳାରେ, ରୋହିଣୀ ନକ୍ଷତ୍ରର ଉଦୟ କାଳରେ, ଚାରିମେଘଙ୍କର ରଣତାଣ୍ଡବ ବେଳେ ଚତୁର୍ଭୁଜ ନାରାୟଣ ମାତା ଦେବକୀଙ୍କ କୋଳ ମଣ୍ଡନ କରି ଧରାପୃଷ୍ଠରେ ଅବତରଣ କରିଥିଲେ। ଶ୍ରୀମଦ୍ଭାଗବତ ଗୀତାର ୪ର୍ଥ ଅଧ୍ୟାୟ, ୭ମ ଶ୍ଲୋକରେ ନିଜେ…

ବୁଧେଇ ଓଷା (Budhei Osha)

ଲେଖା: ବନ୍ଧନ ଦଳାଇ ଓଡିଆଙ୍କ ଘରେ “ବାରମାସରେ ତେରପର୍ବ” ଭାଦ୍ରବ ମାସରେ ପାଳନୀୟ ଅନେକ ଓଷାବ୍ରତ ମଧ୍ୟରୁ ‘ବୁଧେଇଓଷା‘ ଅନ୍ୟତମ। ଭାଦ୍ରବ ମାସର ପ୍ରଥମ ବୁଧବାର ଦିନ ପାଳନ ହୁଏ ଏହି ଓଷା। ଏହାକୁ ‘ବୁଧିବାମନ ଓଷା‘ ମଧ୍ୟ କୁହନ୍ତି। ନବଗ୍ରହଙ୍କ ମଧ୍ୟରୁ ବୁଧଙ୍କୁ ରାଜାକୁମାର ରୁପେ ବରଣ କରାଯାଏ । ଏହିବାରରେ ଏହା ଅନୁଷ୍ଠିତ…

ରଜପର୍ବ ଓ ଭୂମାତା (Raja Parba)

ଲେଖା: ଅରବିନ୍ଦ ମହାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମା ଶକ୍ତି ରୂପେ ଦେବୀ ବସୁଧା ବା ଭୂଦେବୀଙ୍କ ପରିଚୟ। ସମଗ୍ର ସଂସାରକୁ ଧାରଣ କରିଥିବା ହେତୁ ସେ ମଧ୍ୟ ବିଶ୍ୱଧାତ୍ରୀ ନାମେ ପ୍ରସିଦ୍ଧା। ଭଗବାନ ବିଷ୍ଣୁଙ୍କ ତୃତୀୟ ଅବତାର ତାଙ୍କ ସୁରକ୍ଷା ପାଈଁ ସୃଷ୍ଟି। ହିରଣାକ୍ଷ ଦୈତ୍ୟକୁ ମୁକ୍ତି ପ୍ରଦାନ କରି ଭୂଦେବୀଙ୍କୁ ବରାହ ରୂପେ ଉଦ୍ଧାର…

ଶାସ୍ତ୍ର ଓ କିମ୍ବଦନ୍ତୀରେ ରଜପର୍ବ

ଉତ୍କଳୀୟ ସାଂସ୍କୃତିକ ପରମ୍ପରା ସୁପ୍ରାଚୀନ ନିର୍ଦିଷ୍ଟ ଶୃଙ୍ଖଳାବୋଧ ସମନ୍ୱିତ ଚେତନା ସହିତ ଉଡ୍ର ସଂସ୍କୃତିର ମୌଳିକତା, ବୈଦିକ ସଂସ୍କୃତିର ଗାମ୍ଭୀର୍ଯ୍ୟ, ବୈଷ୍ଣବ ପରମ୍ପରାର ଆତ୍ମୀୟତା ତଥା ଚୈତନ୍ୟ ପରମ୍ପରାର ସତ୍ତ୍ୱପ୍ରେମର ଅପୂର୍ବ ସମନ୍ୱୟରେ ଉନ୍ମେଷିତ ଓ ବିକଶିତ ହୋଇ ମହାର୍ଘ ପରିବେଶ ମଧ୍ୟରେ ଗୌରବାନ୍ୱିତ ହୋଇଛି ପ୍ରାଚୀନ ଉକ୍ରଳୀୟ ପର୍ବର୍ବାଣିସବୁ . .

ଭୀଷ୍ମପଞ୍ଚୁକ

ଲେଖା: କାର୍ତ୍ତିକ ପରିଚ୍ଛା ମହାଭାରତ କଥା ଅନୁଯାୟୀ ନିଜ ମାଁ ଗଙ୍ଗା ଠାରୁ ଇଚ୍ଛାମୃତ୍ୟୁ ବରଣର ବର ପ୍ରାପ୍ତ ଭୀଷ୍ମ ଶରଶଯ୍ୟାରେ ପଡ଼ି ଅପେକ୍ଷା କରିଥିଲେ ଏହି ଉତ୍ତରାୟଣ ଦେବତ୍ଥାନ ସମୟକୁ, କାର୍ତ୍ତିକ ମାସକୁ । ଏହି ସମୟରେ ସେଠାରେ ଉପସ୍ଥିତ ବାସୁଦେବ ପାଣ୍ଡବମାନଙ୍କୁ ଭୀଷ୍ମ ପାଖକୁ ନେଇ ତାଙ୍କୁ ଶିକ୍ଷା ଭିକ୍ଷା ପାଇଁ କହିଥିଲେ…

ବଡ଼ଓଷା

ଲେଖା: ବିଶ୍ୱରଞ୍ଜନ ମହାପାତ୍ର ~ ବଡ଼ଓଷା ଓ ଗଜମଣ୍ତା ଭୋଗ ~ କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଓ ଚତୁର୍ଦଶୀରେ ବଡ଼ଓଷା ଅତି ନିଷ୍ଠାର ସହ ପାଳନ କରାଯାଏ । ଏହି ଓଷା ପାଳନ ଅବସରରେ ମହାଦେବଙ୍କ ଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ । ଏହାକୁ ‘ଗଜପିଠା’ କୁହାଯାଏ । ଗଜପିଠା ଦେଖିବାକୁ ପୂରା ଧଳା ଧବଳ…

ପଞ୍ଚୁକ

ଲେଖା: ସନ୍ତୋଷ ପଟ୍ଟନାୟକ ~ପଞ୍ଚୁକ ~ କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପରମ ପବିତ୍ର ଦିବସ I ଏହି ପଞ୍ଚୁକ ପାଞ୍ଚଦିନରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି I ଏହି ସମୟରେ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ, ସମସ୍ତ ଦେବତା ପ୍ରସନ୍ନ…

ଚିତାଲାଗି ଅମାବାସ୍ୟା

ଲେଖା: ଦେଵ ତ୍ରିପାଠୀ ~ ଚିତାଲାଗି ଅମାବାସ୍ୟା ~ କାଇଁ କେଉଁ ଯୁଗରୁ ମନୁଷ୍ୟ ବିରାଟ, ଭୟଙ୍କର, କ୍ଷତିକାରୀ ଓ ଉପକାରୀ ପଦାର୍ଥ ଅବା ଜୀବଜନ୍ତୁଙ୍କର ପୂଜା କରିଆସୁଛି । ଗୋରୁଗାଈ, ହାତୀ, ସାପ, ମାଛଶୁଖୁଆ, ବିଲେଇ, ଗେଣ୍ଡା ସଭିଙ୍କୁ ପୂଜା କରି ଶିଖିଛି । ଆଜି ଏସବୁକୁ ଆଧୁନିକ ଜନସମାଜ ସିନା ହସି ଉଡ଼ାଇଦିଏ,…