Category ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ

ଶାମ୍ବ ଦଶମୀ

~ ଶାମ୍ବ ଦଶମୀ ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର ହେଉଛି ପବିତ୍ର ଶାମ୍ବ ଦଶମୀ l ଅତି ପ୍ରାଚୀନ ସମୟରୁ ପୁଣ୍ୟଭୂମି ଉତ୍କଳ ଭୂଖଣ୍ଡ ପଞ୍ଚଦେବ ଉପାସନାର କ୍ଷେତ୍ର ରୂପେ ମହିମାମଣ୍ଡିତ l ପୁରାଣପ୍ରସିଦ୍ଧ ମୈତ୍ରେୟ ବନ ଭଗବାନ ସୂର୍ଯ୍ୟନାରାୟଣଙ୍କ ପ୍ରିୟସ୍ଥାନ ଥିଲା l…

ଶ୍ରୀକ୍ଷେତ୍ରରେ ଗଣେଶ ପୂଜା

~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~ ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍ କୁରମେ ଦେବ ସର୍ବ କାର୍ଯ୍ୟେଷୁ ସର୍ବଦା।। ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ଭାଦ୍ରବ ଶୁକ୍ଳ ଚତୁର୍ଥୀଦିନ ଗଣେଶ ପୂଜା କରାଯାଇଥାଏ। ଏହିଦିନ ଶ୍ରୀମନ୍ଦିରର ବଟଗଣେଶଙ୍କ ମନ୍ଦିରରେ ବିନାୟକ ଚତୁର୍ଥୀ ମହାବ୍ରତ ପାଳନକରାଯାଏ। ଏହିଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ…

ଦାଣ୍ଡଯାତ୍ରା

~ ଅସୁରେଶ୍ୱରର ଦଧିବାମନ ଓ ଦାଣ୍ଡଯାତ୍ରା ~ ଲେଖା: ଶ୍ରୀକାନ୍ତ ସିଂହ ଅସୁରେଶ୍ଵର ରାମ ନବମୀ କହିଲେ ଦାଣ୍ଡଯାତ୍ରାକୁ ହିଁ ବୁଝାଇଥାଏ l ଏହି ଦାଣ୍ଡଯାତ୍ରା ପଛରେ ଉଭୟ ପୌରାଣିକ ଆଖ୍ୟାନ ଓ ଦୈବୀ ପରମ୍ପରା ରହିଛି l କୁହାଯାଏ, ଶ୍ରୀରଘୁନାଥଙ୍କ ନବଦିନାତ୍ମକ ଯାତ୍ରାକୁ ସୁକ୍ଷ୍ମରେ ଦର୍ଶନ କରିବା ପାଇଁ ଶ୍ରୀଦଧିବାମନ ନିଜ ମନ୍ଦିର ପ୍ରାଙ୍ଗଣରେ…

ଘଣ୍ଟପାଟୁଆ

ଘଣ୍ଟପାଟୁଆ ଲେଖା: ଅମୃତେଶ ଖଟୁଆ “ବରଗଛ ଘାଉଁ ଘାଉଁ, ଗାଉଣି ଭାଇକି ପଚାରୁ ଅଛି ଘଟ ଜନମିଲା କାହୁଁ । ଘଟ ଜନମିଲା ଈଶ୍ଵରଙ୍କ ଠାରୁ . . .” ଓଲଟ କଳସରେ ଚିତ୍ରିତ ଦେବୀଙ୍କ ପଞ୍ଚମୁଖୀ ଚଳନ୍ତି ଘଟ ସହ ସେଥିରେ ପବିତ୍ର ନଦୀ ଘାଟରୁ ପାଣି ତୋଳି ସୂର୍ଯ୍ୟ ଦେବତାଙ୍କର ଉପସ୍ଥିତିରେ ରାଉଳ…

ମାଣବସା ଗୁରୁବାର

~ ମାଣବସା ଗୁରୁବାର ~ ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ । ଗୋମୟ ଲିପା ଅଗଣାତଳ ଦିଶୁଚି କେଡ଼େ ସୁନିରିମଳ ନୟନ ମନ ନେଉଚି ହରି ପିଠଉ-କମ-ଝୋଟି ଶତେକ ଦଳେ ହୋଇଚି ଲେଖା ପଦ୍ମଫୁଲ ଗୋଟି । (ଛନ୍ଦକବି ରାଧାମୋହନ ଗଡ଼ନାୟକଙ୍କ ‘ଶ୍ରୀୟା…

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର କଥା। ଭାରି ସୁକୁମାରିଆ ପିଲାଦିନ ସେତେବେଳେ। ଗାଁ ମାନଙ୍କର ପରିବେଶ ଆଉ ଏବର ଦିନ ଭିତରେ ଯେମିତି ଯୋଜନ ବ୍ୟାପୀ ଫରକ । ସେ ସମୟର କଥା କେତେ ସୁନ୍ଦର ଥିଲା ସତେ !…

ବାଲିଯାତ୍ରା

ଲେଖା: ବନ୍ଧନ ଦଳେଇ   ~ ବିଶ୍ଵପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ~ ସାଧବ ପୁଅଙ୍କ ନୌବାଣିଜ୍ୟର ମୁକସାକ୍ଷୀ ହେଉଛି ଏ ବାଲିଯାତ୍ରା । ସାତଦରିଆ ତେରନଈ ପାର ହୋଇ ଆମ ସାଧବ ପୁଅମାନେ ଯାଉଥିଲେ ବଣିଜ କରି ! ତାହାରି ଅମ୍ଲାନସ୍ମୃତି ହେଉଛି ବାଲିଯାତ୍ରା, ଏବଂ ବଣିଜରୁ ନାନାଦି ମୂଲ୍ୟବାନ ସାମଗ୍ରୀ ଆଣି ନିଜ ପଶରା…

ଗହ୍ମାପୂର୍ଣ୍ଣିମା

ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ ~ ଗହ୍ମାପୂର୍ଣ୍ଣିମାରେ ବଳଦେଵଙ୍କ ଜନ୍ମ ଉତ୍ସଵ ଓ ରକ୍ଷାବନ୍ଧନ ପରମ୍ପରା ~ ଓଡ଼ିଶା ସମେତ ପୂର୍ଵଭାରତର ଵିଭିନ୍ନ ସ୍ଥାନରେ ଶ୍ରାଵଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମାପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାଵଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି ପୁରାଣରେ…

ରଜପର୍ବର ମାହାତ୍ମ୍ୟ

ଲେଖା: ଦେବରଞ୍ଜନ ସାମଲ ~ ରଜପର୍ବର ମାହାତ୍ମ୍ୟ ~ ଆଷାଢ଼ ମାସର ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନରେ ମାଟି ମା ହୁଏ ରଜସ୍ୱଳା। ପ୍ରଜନନକ୍ଷମ ହେବାକୁ ଯାଉଥିବାରୁ ତିନି ଦିନ ବିଶ୍ରାମ ଦିଆଯାଏ ଧରିତ୍ରୀ ମା’କୁ। ରଜସ୍ୱଳା ତିନି ଦିନ ଯଥା: ୧. #ଚାଣ୍ଡାଳି, ୨. #ବ୍ରହ୍ମଘାତିନି ୩. #ରଜକୀ କୁହାଯାଏ।…