Category କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା

ଶ୍ରୀଗଣେଶ

~ କଳିଙ୍ଗ ସ୍ଥାପତ୍ୟରେ ଶ୍ରୀଗଣେଶ ~ ଲେଖା: ଶ୍ରୀକାନ୍ତ ସିଂହ ‘ଯୋଗେଣ ଯୋଗେଶ୍ଵର ସଦାନନ୍ଦର ତନୟେ, ମନ ଚଇତନ ୟେକତ୍ଵ କଲୁ ଅଜପା ଯୋଗ ଲୟେ । ବିସ୍ତାର ଉଦରେ ଯାହାର ଗ୍ୟାନ ସଚ୍ଚା, ପୃଥୁଳ ଶରୀର ନାଥ ଅଭୟେ କାଳ ବଞ୍ଚା । ଶିଖିପୃଚ୍ଛ ମଉଳି ବତିଶ ଗୁଣେ କଳା, ଭର ହରଷ ନାଥ…

କଂସାଥାଳି

ଲେଖା: ସୁଦର୍ଶନ ସାହୁ ~ଆମ ଓଡ଼ିଆ ପରମ୍ପରାରେ କଂସାଥାଳି ~ ଉତ୍କଳୀୟ ପରମ୍ପରାରେ କଂସାଥାଳି ର ବ୍ୟବହାର କାହିଁ କେବେଠୁ ରହିଆସିଛି । ପିଢ଼ା, ପାଣି ଥୋଇବା ପରେ କଂସାଥାଳିରେ ଭାତ ବଢ଼ାଯାଏ #ଓଡ଼ିଆଣୀ ହାତରେ ! ଏହା ଛଡ଼ା ଗ୍ରାମଦେବତୀଙ୍କ ଠାରେ ଉଖୁଡ଼ା ଭୋଗ, ବିଷ୍ଣୁ ମନ୍ଦିରରେ ଶଙ୍ଖୁଡ଼ି (ଖେଚୁଡ଼ି) ଭୋଗ, ଅତିଥି, ଅଭ୍ୟାଗତ,…

କଂସାର କୁଣୁଆ

ଲେଖା: ଦେଵ ତ୍ରିପାଠୀ ~ କଂସାର କୁଣୁଆ ~ ନଵେ ଦଶକର କୌଣସି ଏକ ସନ୍ଧ୍ୟା । ତତ୍କାଳୀନ ବମ୍ବେ ବିଶ୍ୱବିଦ୍ୟାଳୟର ଅଡିଟୋରିୟମ୍ । ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ପୁରସ୍କାର ବିଜେତାଙ୍କ ନାମ ଘୋଷଣା ପୂର୍ବରୁ ଉପସ୍ଥାପକଙ୍କ କଣ୍ଠରୁ ନିଃସୃତ ହେଲା ଭାବଗର୍ଭକ କେଇପଦକଥା ! କଣ୍ଠରେ ଅଦ୍ଭୁତ ଉଚ୍ଛ୍ୱାସ ରଖି ସେ ବଖାଣି ଚାଲିଥିଲେ…

କଂସାଥାଳି

ଗବେଷଣା ଓ ଉପସ୍ଥାପନା: ସୁଦର୍ଶନ ସାହୁ (ବିଶିଷ୍ଟ କଳାକୃତି ସଂଗ୍ରାହକ ଓ ଗବେଷକ) ~ଆମ ଓଡ଼ିଆ ପରମ୍ପରାରେ କଂସାଥାଳି ~ ଉତ୍କଳୀୟ ପରମ୍ପରାରେ #କଂସାଥାଳି ର ବ୍ୟବହାର କାହିଁ କେବେଠୁ ରହିଆସିଛି । ପିଢ଼ା, ପାଣି ଥୋଇବା ପରେ କଂସାଥାଳିରେ ଭାତ ବଢ଼ାଯାଏ #ଓଡ଼ିଆଣୀ ହାତରେ ! ଏହା ଛଡ଼ା ଗ୍ରାମଦେବତୀଙ୍କ ଠାରେ ଉଖୁଡ଼ା ଭୋଗ,…

ଜଉ କଣ୍ଢେଇ

ଲେଖା: ଦେଵ ତ୍ରିପାଠୀ କଳା, ଭାସ୍କର୍ଯ୍ୟ, ସଂସ୍କୃତିରେ ଉର୍ବରା ଆମ ଓଡ଼ିଶାର ମାଟି । ନିପଟ ପଲ୍ଲୀର ନିରୀହ, ନିରନ୍ନ, ନିରକ୍ଷର ମଣିଷ ନିଜର ଅଭାବୀ ଦୁନିଆକୁ ଅଣଦେଖା କରି ଜୀବନ୍ୟାସ ଦିଏ ନିର୍ଜୀବ ପଥର, ନିର୍ବାକ ତାଳପତ୍ର, ପିଣ୍ଡୁଳାଏ ମାଟି, କମନୀୟ ରୂପାରେ ନିଜ କଳ୍ପନାର ସ୍ବପ୍ନମୟ ଦୃଶ୍ୟ ପଟ । କାଇଁ କେଉଁ…

ପାରଳାରେ ରାମଉପାସନା

ଲେଖା: ବିଷ୍ଣୁମୋହନ ଅଧିକାରୀ ଗଜପତିଙ୍କ ଗଡ଼ରେ ବୈଷ୍ଣବ ଧର୍ମର ପ୍ରଚାର ପ୍ରସାର ପ୍ରଥମେ ହୁଏ ଶ୍ରୀ ସମ୍ପ୍ରଦାୟ ଦ୍ଵାରା। ଭାରତୀୟ ଚାରି ସମ୍ପ୍ରଦାୟ ହେଲା ଶ୍ରୀ, ବ୍ରହ୍ମ, ସନକ ଓ ରୁଦ୍ର। ମୂଳତଃ ଖେମୁଣ୍ଡି ଅଞ୍ଚଳରେ ବ୍ରହ୍ମ ଓ ଶ୍ରୀ ସମ୍ପ୍ରଦାୟ ଦୁଇଟିର ମଠ ବହୁଳ ଦେଖାଯାଏ। ଏହାର ଆଚାର୍ଯ୍ୟ ହେଲେ ଶ୍ରୀ ରମାନୁଜାଚାର୍ଯ୍ୟ ଓ…

ଜନତା ରଙ୍ଗମଞ୍ଚ

ଲେଖା: ଦେଵ ତ୍ରିପାଠୀ ୧୯୫୨ ମସିହା, ବାଙ୍କାବଜାର, କଟକ । କୌଣସି ଏକ କାମରେ ତରବର ହୋଇ ଚାଲିଯାଉଥିଲେ ବିଜୁବାବୁ । ସୁମଧୁର ସଙ୍ଗୀତ ଓ ବାଦ୍ୟ ଶୁଣି ଗୋଟେ ଚାଳଘର ଭିତରକୁ ଆସିଗଲେ ସେ । ନୃତ୍ୟସଙ୍ଗୀତ ସହ କେଉଁ ଏକ ନାଟକର ରିହରସାଲ୍ ଦେଖିଥିଲେ ସେଇ ଚାଳଘର ଭିତରେ, ସେଇ ଚାଳଘରଟି ଥିଲା…

ପ୍ରଥମ ରଙ୍ଗମଞ୍ଚ

ଲେଖା: ଦେଵ ତ୍ରିପାଠୀ କାଇଁ କେଉଁ କାଳର କଥା ! ଅବକ୍ଷୟମୁଖୀ ସମାଜକୁ ସୁସ୍ଥ ସଂହତ ରଖିବା ଲକ୍ଷ୍ୟରେ ତଥା ମୂଲ୍ୟବୋଧର ବାର୍ତ୍ତା ସଂଚରିତ କରିବା ଉଦ୍ଦେଶ୍ୟରେ ରାମାୟଣ ଅଭିନୟ ପାଇଁ ଉତ୍କଳୀୟ ଗ୍ରାମାଞ୍ଚଳରେ ଦିନେ ସୃଷ୍ଟି ହୋଇଥିଲା ଆଖଡ଼ାଘର ! ‘ମହାଭାରତ’ର ପଟ୍ଟଭୂମି ଓ ଚରିତ୍ର ବଡ଼ ବ୍ୟାପକ ଓ ଜଟିଳ ଥିବାରୁ ତା’ର…