Category ପର୍ଯ୍ୟଟନ କ୍ଷେତ୍ର

ଶ୍ରୀ ତ୍ରିଲୋଚନେଶ୍ୱର

ଲେଖା: ତ୍ରିଲୋଚନ ସ୍ୱାଇଁ ~ କୁଣ୍ଡେଶ୍ୱରର ଶ୍ରୀ ତ୍ରିଲୋଚନେଶ୍ୱର  ମନ୍ଦିର ~ ଝଙ୍କଡ଼ର ଶାରଳା ଓ ଗୋରଖନାଥଙ୍କ ପୀଠ ବ୍ୟତୀତ ଜଗତସିଂହପୁର ଜିଲ୍ଲାରେ ଆଉ କେତୋଟି ପ୍ରାଚୀନ ପୀଠ ରହିଛି l ସେଥିମଧ୍ୟରୁ ବାଲିଆ ଗୋପୀନାଥପୁରର ଭଗବତୀ ପୀଠ ବା ଭୁବନେଶ୍ୱର ମହାଦେବ ମନ୍ଦିର ଏବଂ ବାଲିକୁଦା ବ୍ଲକ୍ ଅନ୍ତର୍ଗତ କୁନ୍ଦଗ୍ରାମ ବା କୁଣ୍ଡେଶ୍ୱରର ଶ୍ରୀ…

ଗଙ୍ଗେଶ୍ୱର ମନ୍ଦିର

ଲେଖା: ରାଜେଶ ବେଉରା କଟକ ! ଏକ ରହସ୍ୟର ପୃଷ୍ଠା ! ରହସ୍ୟର ସେଇ ପୃଷ୍ଠାସବୁ ଭିତରୁ ଇତିହାସର ଅନୁସନ୍ଧାନ ଅଧିକ ତୃଷ୍ଣାତୁର କରି ଆସିଛି ପ୍ରତ୍ୟେକ ଜିଜ୍ଞାସୁକୁ ! କିଏ ଗଢ଼ିଥିଲେ ଏଇ ମାଟିର ସ୍ମରଣୀୟ ଗାଥା ? କିଏ ଗଢ଼ିଥିଲେ #ବାରବାଟୀ ? କିଏ କାହିଁକି ଚୂର୍ଣ୍ଣ କଲା #ବୀରମାଟି ବାରବାଟୀକୁ ?…

ଦେଓଝର

ଲେଖା: ଶ୍ରୀକାନ୍ତ ସିଂହ ~ ଦେଓଝର ଜଳପ୍ରପାତ ~ ଅପରୂପା ପ୍ରକୃତି ଆଉ ଅପରୂପ ତା’ର ବର୍ଷା କାଳୀନ ସୌନ୍ଦର୍ଯ୍ୟ l ଭାଦ୍ରବାକାଶର ଭସା ବଉଦ, ପାହାଡ଼ ବକ୍ଷର ଚୀର ହରିତ୍ ବୃକ୍ଷଲତା, ଜଙ୍ଗଲ ଭୂମିର ସବୁଜିମା ଆଉ ମାଟିର ମହକ ଯେ କୌଣସି ମଣିଷ ମନରେ ଶିହରଣ ସୃଷ୍ଟି କରିବା ସ୍ୱାଭାବିକ l ଭୋଦୁଅଁ…

ମା’ ଭଟ୍ଟାରିକା

ଲେଖା: ତ୍ରିଲୋଚନ ସ୍ୱାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ରତ୍ନଗିରି ପାହାଡ଼ ଓ ପାହାଡ଼ ପାଦଦେଶରେ ମା’ ଭଟ୍ଟାରିକା ଦେବୀଙ୍କ ମନ୍ଦିର, ଆଉ ମାଆଙ୍କ ମନ୍ଦିର ସମ୍ମୁଖରେ ପ୍ରବାହିତ ପୂର୍ଣ୍ଣଗର୍ଭା ମହାନଦୀ l ବର୍ଷା ଋତୁରେ ବନ୍ୟା ଆସିଲେ ଏଠାରେ ମହାନଦୀ ତା’ର ବିରାଟ ରୂପ ଧାରଣ କରେ l ବଡମ୍ବାର ଏହି ଭଟ୍ଟାରିକା ପୀଠ ନିକଟରେ…

ବୁଦ୍ଧଖୋଲ

ଲେଖା: ଶ୍ରୀକାନ୍ତ ସିଂହ ~ ବୁଦ୍ଧଖୋଲ ~ ପ୍ରକୃତିର ଅପରୂପ ନୈସର୍ଗିକ ରୂପ ଦେଖିବାକୁ ମିଳେ, ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ନିକଟରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ଠାରେ l ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଲା ପରି, ଯେ କୌଣସି ପ୍ରକୃତି ପ୍ରେମୀ ପାଇଁ ଏହି ସ୍ଥାନଟି ସ୍ୱର୍ଗ ଠାରୁ କିଛି କମ୍ ନୁହେଁ l…

ନିର୍ମଳଝର

ଲେଖା: ଜଗନ୍ନାଥ ଦୋରା ଐତିହାସିକ କୀର୍ତ୍ତିରାଜି ଖଲ୍ଲିକୋଟ ସ୍ଥିତ ନିର୍ମଳଝର ! ଏହି କୀର୍ତ୍ତିରାଜି ଖଲ୍ଲିକୋଟ ରାଜବଂଶର ପ୍ରଜାନୁରଞ୍ଜନ ରାଜା ଅପରାଜିତ ବାଲୁକେଶ୍ଵର ମର୍ଦ୍ଦରାଜଙ୍କ ଦ୍ଵାରା ପ୍ରାୟତଃ 1676 ମସିହାରେ ନିର୍ମାଣ ହୋଇଥିଲା l ମାରୁଆ ପର୍ବତର ପାଦଦେଶରୁ ସୃଷ୍ଟି ଏହି ପୁଣ୍ୟତୟା ନିର୍ମଳଝର ମଧ୍ୟରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର, ଶ୍ରୀ ରାଧାକୃଷ୍ଣ ମନ୍ଦିର,…

କଟକର ଶ୍ରୀଚୈତନ୍ୟ ମଠ

ଲେଖା: ଶ୍ରୀକାନ୍ତ ସିଂହ ~ କଟକର ଶ୍ରୀଚୈତନ୍ୟ ମଠ ~ ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବାପାଇଁ ମଠଗୁଡ଼ିକ ସର୍ବଦା ତତ୍ପର ରହିଆସିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ ପ୍ରଥମେ ମଠ ସଂସ୍କୃତିର ପରିକଳ୍ପନା ଓ ପ୍ରତିଷ୍ଠା କରିଥିଲେ…

ଶ୍ରୀଗୋବିନ୍ଦ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀଗୋବିନ୍ଦ ମନ୍ଦିର ~ ଐତିହ୍ୟମୟୀ ନଗରୀ କଟକ, ଅଭିନଵ ବାରଣାସୀ କଟକ l ହଜାର ବର୍ଷରୁ କାହିଁ କେତେ ପୁରୁଣା ସହର ଓଡ଼ିଶାର ପ୍ରାଣକେନ୍ଦ୍ର କଟକ l ଛାତି ତଳେ ଅନେକ ଇତିହାସ, ଅନେକ କଥା ଆଉ ବୀରତ୍ୱର ଗାଥା, କେତେ ଯେ ଜୟପରାଜୟ, ଉତ୍ଥାନପତନ, ଶୌର୍ଯ୍ୟବୀର୍ଯ୍ୟ, ଆବେଗଅନୁରାଗ, ଆଘାତ…

ବିରଞ୍ଚିନାରାୟଣ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ବିରଞ୍ଚିନାରାୟଣ ମନ୍ଦିର ! ହିରଣ୍ୟଗର୍ଭା ଆମର ଏଇ ମାଟି ଓଡ଼ିଶା ମାଟି କଳିଙ୍ଗୋତ୍କଳ l ଅନନ୍ୟ ଏହାର ସଂସ୍କୃତି, ସାହିତ୍ୟ ଅତୁଳନୀୟ ଏହାର କଳା ଭାସ୍କର୍ଯ୍ୟ ଓ ଐତିହାସିକ କୀର୍ତ୍ତିରାଜି l ଆମ ରାଇଜର କୋଣାନୁକୋଣରେ ଅସଂଖ୍ୟ ମନ୍ଦିରରେ କଳାତ୍ମକ କାରୁକାର୍ଯ୍ୟର ଶ୍ରେଷ୍ଠତ୍ୱ ଦେଖିବାକୁ ମିଳେ l କେଉଁଠି ନିହାଣ ମୁନରେ…