Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
~ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ~ ଲେଖା: ତ୍ରିଲୋଚନ ସ୍ୱାଇଁ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ। ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର। ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ…
~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ ରହିଛି ତନ୍ମଧ୍ୟରେ ତୁଳସୀପୁର ମଠସାହିରେ ଥିବା ‘ରଘୁନାଥ ମଠ’ ହେଉଛି ଅନ୍ୟତମ। ଏହି ମଠର ଅବସ୍ଥିତିକୁ ନେଇ ସାହିର ନାମ ମଠସାହି ଏବଂ ସନ୍ଥ ତୁଳସୀଦାସଙ୍କ ଦ୍ୱାରା ମଠଟି ପ୍ରତିଷ୍ଠା ହୋଇ ଥିବାରୁ ଏହି…
~ ନାଭିଗୟା ଓ ବ୍ରହ୍ମାକୁଣ୍ଡ ~ ଲେଖା: ଶ୍ରୀକାନ୍ତ ସିଂହ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ବିଗ୍ରହକୁ ଅନୁଧ୍ୟାନ କରି ଐତିହାସିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହାଙ୍କୁ ଗୁପ୍ତଯୁଗୀୟ କଳାକୃତି ବୋଲି ମତ ଦିଅନ୍ତି। ଏହି ପବିତ୍ର କ୍ଷେତ୍ର, ବିରଜା କ୍ଷେତ୍ର, ଗଦାକ୍ଷେତ୍ର, ନାଭିଗୟା କ୍ଷେତ୍ର, ହରିହର କ୍ଷେତ୍ର, ବୈତରଣୀ ତୀର୍ଥ, ଯଜ୍ଞପୁର ବା ଯାଜପୁର…
~ ଗଙ୍ଗାମାଧବ ~ ଲେଖା: ଶ୍ରୀକାନ୍ତ ସିଂହ ଗଙ୍ଗାମାଧବ ! କୁରାଙ୍ଗ ଶାସନ ପଞ୍ଚାୟତର ଗଙ୍ଗେଶ୍ୱର ଗ୍ରାମରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଅତୀବ କମନୀୟ ତଥା କାରୁକାର୍ଯ୍ୟପୂର୍ଣ୍ଣ ଖୁବ ସୁନ୍ଦର ପ୍ରତିମାଟିଏ ! ଏହି ପ୍ରତିମାଟିର ସୁକ୍ଷ୍ମ ତଥା ନିଖୁଣ କାରୁକାର୍ଯ୍ୟକୁ ଯେତେ ପ୍ରଶଂସା କଲେ ବି ତାହା କମ ହେବ l ସେ କାଳର…
~ ପତିତପାବନ ଜଗନ୍ନାଥ ମନ୍ଦିର ~ ଲେଖା: ଶ୍ରୀକାନ୍ତ ସିଂହ “ପତିତ ଜନକୁ ଉଦ୍ଧରିବା ପାଇଁ ଉଡ଼ାଉ ଅଛ ପତାକା, ବାହୁ ଟେକି ତୁମ୍ଭେ ବସି ଚାହୁଁ ଚାହୁଁ ଵିପତ୍ତି କରୁଛି ଡକା ।। ନାଶ ଗଲେ ପଛେ ଥାଉ କି କରିବା କରୁଣା ଭଣ୍ଡାର ଫେଇ, ଦୁଖୀ ଗଲେ ନାଶ ଅର୍ଜିବା କି ଯଶ…
~ ସୋମେଶ୍ୱର ତୀର୍ଥ ଓ ମୁଦ୍ଗଳ ମାଧବ ~ ଲେଖା: ଅମୃତେଶ ଖଟୁଆ କାକଟପୁର-କୋଣାର୍କ ରାସ୍ତାରେ ଗଲା ବେଳକୁ ଦକ୍ଷିଣପୂର୍ବ ଦିଗକୁ ପ୍ରାୟ ଛଅ କିଲୋମିଟର ପରେ ପଡ଼ିବ ବାଜପୁର ଛକ । ମା’ ମଙ୍ଗଳାଙ୍କ ପୀଠରୁ ସଳଖ ପୂର୍ବ ଦିଗ ଅଭିମୁଖେ ଗସ୍ତ କରିଲେ ଆଗକୁ ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟ ଓ ରାସ୍ତାର ବିପରୀତ ପଟେ…
~ ଗୋପୀନାଥପୁର ~ ଲେଖା: ଅମୃତେଶ ଖଟୁଆ ନାତିଦୂର ବିଜନତାରେ ସବୁଜ ପଲ୍ଲୀଭୂମି ଦେଇ ସେଦିନ ପହିଲି ଶ୍ରାବଣର ଆଗମନ । କଜଳ ମେଘ ଉହାଡ଼ରେ ଗୋଟାପଣେ ଆଚ୍ଛନ୍ନ ମେଦୂର ଗଗନର ନୀଳ ବର୍ଣ୍ଣରାଜି । ଗ୍ରାମର ପଥେ ପଥେ ପଡ଼ିଥିଲା ତିଳ-ତଣ୍ଡୁଳିତ ଖରା । ଏହାର ପଥରୋଧ କରୁଥିବା ଊର୍ଦ୍ଧ୍ବମୁଖ ତରୁ ତଳ ଛାୟାଘନ…
~ ଲଙ୍ଗୁଳୀ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ଭାରତର ସର୍ବକାଳୀନ ପ୍ରାଚୀନ ସହରମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛି ଆମର ଏଇ କଟକ ନଗର । ମହାନଦୀ କୂଳ କଟକର ଏହି ଅଞ୍ଚଳରେ ମାନବ ସଭ୍ୟତାର ଅଭ୍ୟୁଦୟ କେବେ ହୋଇଥିଲା, ଏହି ପ୍ରଶ୍ନର ଯୁକ୍ତିଯୁକ୍ତ ଓ ଯଥାର୍ଥ ଉତ୍ତର କାହାରି ପାଖରେ ନାହିଁ; ଏ ସମ୍ପର୍କରେ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ, ଧର୍ମକୁ ଯେ ଋଦ୍ଧିମନ୍ତ କରିଥିଲା; ତାହାର ଅସଂଖ୍ୟ ପ୍ରମାଣ ଏବେ ଦୃଶ୍ୟମାନ ସତ ! କିନ୍ତୁ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ ଯେତିକି ଅନନ୍ୟ ତା’ର ସବୁଜିମା ତଥା ମନୋରମ ମନ୍ଦିର ବି ସେତିକି ଅନନ୍ୟ l ସତରେ ମହାଐତିହ୍ୟ କ୍ଷେତ୍ର କଟକ ଉପକଣ୍ଠର ଏ ଯେ ଗୁପ୍ତ ଐତିହ୍ୟ କହିଲେ କମ ହେବ ନାହିଁ ।…