ଲେଖା: ଦେଵ ତ୍ରିପାଠୀ ଆମେ ସାଧାରଣତଃ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକୁ ଓଡ଼ିଆ ଭାଷାର ସର୍ବପ୍ରଥମ ସମ୍ପୂର୍ଣ୍ଣ ଭାଷାକୋଷ ଭାବରେ ଜାଣୁ । କିନ୍ତୁ, ବାସ୍ତବରେ […]
ଲେଖା: ଦେଵ ତ୍ରିପାଠୀ ୧୮୮୭ ସାଲ ମେ ୨୫ ତାରିଖ । କଲିକତା ବନ୍ଦର । ସାର୍ ଜନ୍ ଲରେନ୍ସ (Sir John Lawrence) ନାମକ ଏକ […]
ଲେଖା: ଦେଵ ତ୍ରିପାଠୀ ଐତିହାସିକ ଷ୍ଟର୍ଲିଂଙ୍କ ମତରେ ସେତେବେଳେ ଭାରତବର୍ଷରେ ସର୍ବଶ୍ରେଷ୍ଠ ଲୁଣ ଆମ ଓଡ଼ିଶାରେ ହିଁ ମିଳୁଥିଲା, ଏବଂ ସର୍ବସାଧାରଣଙ୍କ ଦ୍ଵାରା ବହୁଳ ପରିମାଣରେ ଉତ୍ପାଦିତ […]
ଲେଖା: ଦେଵ ତ୍ରିପାଠୀ “ଜ୍ଞାନର ପେଡା ସଭିଙ୍କି ଲୋଡ଼ା, ସଭିଏଁ ଖାଇବେ ଥୋଡା ଥୋଡା ।” ପାଠକମାନଙ୍କ ପାଇଁ ଜ୍ଞାନର ପେଡ଼ି ମେଲି ଦେଇଥିବାରୁ ଯାହା ପ୍ରତି […]
ଲେଖା: ଶିଶିର ସାହୁ ମନୋଜ ସୁକାନ୍ତି ମହର୍ଷିଙ୍କର ସଂସାର କଲ୍ୟାଣାର୍ଥେ କରାଯାଇଥିବା ତପସ୍ୟା ହେତୁରୁ ଚିତ୍ରୋତ୍ପଳା ମହାନଦୀର ଜନ୍ମ ହୋଇଥିଲା । ଏ ନଦୀ ଆପଣା ସୃଷ୍ଟି […]
ଲେଖା: ଡାକ୍ତର କୁମାର ଅରୋଜ୍ୟୋତି ଆମ “ଦାରିଙ୍ଗିବାଡି”କୁ ଏହାର ସ୍ବର୍ଗୀୟ ପରିବେଶ ତଥା ସୌନ୍ଦର୍ଯ୍ୟ ପାଇଁ “ଓଡ଼ିଶାର କାଶ୍ମୀର” ବୋଲି କୁହାଯାଏ । ଏଠାକାର ତାପମାତ୍ରା ଶୀତ […]
ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶା ଏକ ପ୍ରାଚୀନ ସଭ୍ୟତା ତଥା ଐତିହ୍ୟ, ପରମ୍ପରାର ଅଞ୍ଚଳ । ଅତ୍ୟନ୍ତ ବିକଶିତ ଏହି ଦେଶ । ଏହି ମାଟି ସୃଷ୍ଟି […]
ଲେଖା: ଡାକ୍ତର କୁମାର ଅରୋଜ୍ୟୋତି ପ୍ରାଚୀନ କାଳରେ କଳିଙ୍ଗ ଏକ ସମୃଦ୍ଧ ଦେଶ ଭାବରେ ନିଜ ପାଇଁ ସମଗ୍ର ଭାରତବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା, […]
ଲେଖା: ଦେଵ ତ୍ରିପାଠୀ ୧୯୩୬ ମସିହା, ଏପ୍ରିଲ ୨୮, ମଙ୍ଗଳବାର, ଲକ୍ଷ୍ମୀ ଟକିଜ୍, ପୁରୀ । ସେଦିନ ଥିଲା ଜାତୀୟଗୌରବ କୁଳବୃଦ୍ଧ ମଧୁସୂଦନଙ୍କ ପବିତ୍ର ଜନ୍ମତିଥି । […]
ପରାଧୀନ ଭାରତବର୍ଷ । ଶାସନର ଡୋରି ଇଂରେଜମାନଙ୍କ ହାତରେ । ଭାରତୀୟମାନଙ୍କ ଉପରେ ଅତ୍ୟାଚାର କାମରୁ ଟିକିଏ ଫାଙ୍କା ସମୟ ପାଇଲେ କଟକୀ ବ୍ରିଟିଶ ଅଫିସରମାନେ ଏକାଠି ହେଉଥିଲେ ବାରବାଟୀ ଦୁର୍ଗ ପରିସରରେ । ମଉଜମଜଲିସ ପାଇଁ ଚାଳଛପର ଘରେ ଆରମ୍ଭ କଲେ ଏକ କ୍ଲବ୍ । ତେବେ ସେ କ୍ଲବଟି କଳା ଭାରତୀୟମାନଙ୍କ ପାଇଁ ଥିଲା ନିଷିଦ୍ଧାଞ୍ଚଳ !