Category ହଜିଲା ଦିନର କଥା

ବାଇଚଢ଼େଇ

ଲେଖା: ଅକ୍ଷୟ ଓଝା        ଆମେ ସ୍କୁଲ ଫେରିଲା ବେଳେ ରାସ୍ତାରେ ପୁଳାଏ ତାଳଗଛ ଦେଖିବାକୁ ମିଳିଥାଏ । ଅନେକ ବାଇଚଢ଼େଇ ବସା ତାଳଗଛରେ। ତାଳଗଛ ପତ୍ରକୁ ଲଟକି ଲଟକି ପବନର ଦୋହଲୁ ଥାଆନ୍ତି। ଚଢ଼େଇଙ୍କ ଖିଚିରିମିଚିରି ସ୍ଵରରେ କୋଳାହଳ ହେଇ ଉଠେ ସେ ନିର୍ଜନ ବଣୁଆ ସ୍ଥାନଟି । କେତେବେଳେ ଚଢ଼େଇ…

ଚାଟଶାଳୀ

ଲେଖା: ଅକ୍ଷୟ ଓଝା ଗୁରୁଶିଷ୍ୟ ପରମ୍ପରାର ପବିତ୍ର ଇତିହାସକୁ ଖୋଜିଲେ ଚାଟଶାଳୀ ଶିକ୍ଷା ଏକ ସଠିକ ଉଦାହରଣ । ନିରାଡ଼ମ୍ବର ଶିକ୍ଷାଶୈଳୀ । କେତେ ବେଳେ ଅବଧାନଙ୍କ ଦାଣ୍ଡ ପିଣ୍ଡାରେ କିମ୍ବା ଚାଳିଘରେ କେତେବଳେ ଗଛମୂଳେ ଏହି ଶିକ୍ଷାବ୍ୟବସ୍ଥା ଥିଲା । ଆଉ ଆଜି ଯେଉଁମାନେ ସମାଜରେ ଲକ୍ଷ ଲକ୍ଷ ଶିକ୍ଷିତ ସମାଜ ବହୁମୁଖୀ ଧାରାରେ…

ମାଟିହାଣ୍ଡି

ଲେଖା: ଅକ୍ଷୟ ଓଝା ମାଟିହାଣ୍ଡି, ମାଟି ମାଠିଆ, ମାଟି ପଲମ ଇତ୍ୟାଦିର ପ୍ରଚଳନ ପ୍ରାୟ ସମାପ୍ତ ହେଇଗଲାଣି । ସମୟ ଥିଲା ଗ୍ରାମ୍ୟ ଜୀବନରେ ଏହାର ପ୍ରଭାବ ଓ ପ୍ରଚଳନ ବାଧ୍ୟତାମୂଳକ ଥିଲା । ଚାଳଘର ଭିତରେ ଏକ ହାଣ୍ଡିଶାଳ ଥିଲା । ସେଇ ରୋଷେଇ ଘର ଆଗ ଭାଗରେ ଚୁଲି ଥିଲା । ତିନି…

ଲଣ୍ଠନ

ଲେଖା: ଅକ୍ଷୟ ଓଝା ବିଜୁଳିର ଆବିଷ୍କାର ହେଲା ପରେ ବି କେଇ ବର୍ଷ ପର୍ଯ୍ୟନ୍ତ ଗାଁ ଗହଳି ପୁରପଲ୍ଲୀରେ ଏହା ପହଞ୍ଚି ପାରି ନଥିଲା । ସଂଜ ନଇଁଲେ ପ୍ରକୃତି କୋଳରେ ବସି ଥିବା ଗାଆଁ ଗଣ୍ଡା ଅନ୍ଧାରରେ ଡୁବି ଯାଉଥିଲା । ସେ ସମୟରେ ଘରେ ଡିବି ଓ ବାହାରକୁ ବାହାରିଲେ ଲଣ୍ଠନ ଆଲୁଅର…

ଆମ ଗ୍ରାମୀଣ ସଂସ୍କୃତି

ଲେଖା: ଅକ୍ଷୟ ଓଝା ସେ ସମୟର କଥା । ଘରେ ପୁଅ କିମ୍ବା ଝିଅ ଟିଏ ହେଲେ ଛ’ ଦିନରେ ଷଷ୍ଠୀ ଦେବୀ ପୂଜା ଓ ଏକୋଇଶି ଦିନରେ ସତ୍ୟନାରାୟଣ ପୁଜା କରି ନବାଗତ ସନ୍ତାନର ଜନ୍ମ ମହୋତ୍ସବ ପାଳନ କରାଯାଉ ଥିଲା । ମାମୁଁଘରୁ ଭିନ୍ନ ଭିନ୍ନ ପ୍ରକାର ପୁଜା ଉପକରଣ, ନୂଆ କପଡ଼ା,…

କନ୍ତିଓ

ଲେଖା: ଶିଶିର ସାହୁ ମନୋଜ ଢେଙ୍କାନାଳ ମଣ୍ଡଳ(ଖଣ୍ଡ, ଜିଲ୍ଲା) ଅନ୍ତର୍ଗତ କାମାକ୍ଷାନଗର ଉପଖଣ୍ଡ(ବ୍ଲକ)ର ଏକ ଜଣାଶୁଣା ଗ୍ରାମ ହେଉଛି କନ୍ତିଓ । ଏ ଗାଆଁର ବିଶିଷ୍ଟତା ଓ ଲୋକପ୍ରିୟତା କୌଣସି ମହାନ ଵ୍ୟକ୍ତି ଯୋଗୁଁ ନୁହେଁ, ବରଂ କେତେକ ଐତିହାସିକ ଘଟଣା ପାଇଁ ହୋଇଅଛି । ଏକଦା ଭୀମନଗରୀ ଦଣ୍ଡପାଟ ନାମରେ ପ୍ରସିଦ୍ଧ ଥିବା ଢେଙ୍କାନାଳର…

ଅଲୋଡା ଘର

ଅକ୍ଷୟ ଓଝା ଆମ ଗାଆଁ ମୁଣ୍ଡରେ ପରିତ୍ୟକ୍ତ ଘରଟିଏ । ଭାଙ୍ଗି ଆସୁଥିବା ମାଟି କାନ୍ଥ । ମାଟି ଖୁପୁରୀରେ ଛାଆ ହେଇଥିବା ଛପର ଜରାଜୀର୍ଣ୍ଣ ଘର ଟିଏ । ଭଗ୍ନ ସ୍ତୁପ ପରି  ଛଡା ହେଇଛି କେଉଁ କାଳରୁ । ଅଲରା ବଲରା ସରୀସୃପଙ୍କ ଆଡ୍ଡା । ପାଖରେ ଖୁବ ଡର ଲାଗେ ।…

ଚାଳଘର

  ଲେଖା: ଅକ୍ଷୟ ଓଝା ଚାଳଘର । ପିଲାଦିନେ ଆଠ ଖୁଣ୍ଟିଆ ଚାଳ ଛପର ଘର ଆମର ଥିଲା । ପିଢ଼ାରେ ବର୍ଷସାରା କିଛି ନା କିଛି ପରିବା ଫସଲ ଲତା ଟିଏ ମାଡ଼ି ଥାଏ  ଆମ ଚାଳ ଉପରେ । ଲାଉ, କଖାରୁ, ପୋଇ, ଶିମ ଇତ୍ୟାଦି ଇତ୍ୟାଦି । ବର୍ଷା ଋତୁରେ ବର୍ଷା…

ସୁନାଫୁଲର ଦେଶେ 

ଲେଖା: ଦେଵ ତ୍ରିପାଠୀ ଫୁଲର ବଡ଼ ବଜାର କହିଲେ ଆମେ ଭୁବନେଶ୍ୱରକୁ ହିଁ ବୁଝୁ ! ଇଂରାଜୀ ନୂଆବର୍ଷ କିମ୍ବା ସେପରି କିଛି ଅବସରରେ ଏଠି କୁଆଡ଼େ କୋଟି କୋଟି ଟଙ୍କାର ଫୁଲ ବିକ୍ରି ହୁଏ ! ହେଉଥିବ ! କୃତ୍ରିମତାରେ ଭରା ସହରରେ କୃତ୍ରିମ ଫୁଲର ଚାହିଦା ଅବଶ୍ୟ ଖୁବ୍ ବେଶୀ ! ତେବେ…

ପାନ ଓ ଆମ ସଂସ୍କୃତି

ଓଡ଼ିଆ ଘରେ ପିଲାଠୁ ବୁଢ଼ା ଯାଏଁ ବୟସ ନିର୍ବିଶେଷରେ ଅଧିକାଂଶ ପାନ ଖାଇବାରେ ଅଭ୍ୟସ୍ତ । ପାନ ପାଖରେ ଉଚ୍ଚନୀଚ୍ଚ, ବଡ଼ସାନ, ସ୍ତ୍ରୀ ପୁରୁଷର ଭେଦ ନ ଥାଏ ! ରଜାଠୁ ରଙ୍କ ସଭିଙ୍କର ଥାଏ ପାନ ପ୍ରତି ଦୁର୍ବଳତା ! ଓଡ଼ିଆ ର ଭୋଜିଭାତରେ ଶେଷରେ ପାନର ବ୍ୟବସ୍ଥା ନ ଥିଲେ ସେଠି ଯେମିତି ଭୋଜନର ପୂର୍ଣ୍ଣତା ଆସେନା ! ଏମିତିକି ପାନରେ ଅଭ୍ୟସ୍ତ ନ ଥିବା ଲୋକେ ବି ଭୋଜି ଶେଷରେ ପାନ ଖଣ୍ଡେ ପାଟିରେ ପୁରାଇବାକୁ ହେଳା କରେନି . .