Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଶ୍ରୀକାନ୍ତ ସିଂହ ~ ତା’ ସାଥେ ମୋର ଭାବ ~ ଏଇ ସନ ଦୋଳପୂର୍ଣ୍ଣିମାରେ ମୋର ଐତିହ୍ୟଦର୍ଶନ ବୁଲାରେ ମୁଁ ପିପିଲି ଜଟଣୀ ରାସ୍ତାରେ ଯାଇ ଚୁଡ଼ାଖିଆ ସୋମନାଥ, କାକୁଡ଼ିଆ ଗୋପୀନାଥ ଦେଖିଲା ପରେ ନିମାପଡ଼ା କାକଟପୁର ରାସ୍ତାରେ ଯାଇ ବୟାଳିଶବାଟିରେ ଗଙ୍ଗେଶ୍ୱରୀ ମନ୍ଦିର ବୁଲି ଦେଖିଲି l ସେଠାରୁ ଫେରିବା ବାଟରେ ଗୋପ…
ଲେଖା: ହରେକୃଷ୍ଣ ସାହୁ ଏଇଠି ଠିଆ ହୋଇ ଚାହିଁଲେ ଘଞ୍ଚ ଗଛଲତାର ମଥାନ ଉପରେ ଫର ଫର ହୋଇ ଉଡ଼ୁଥିବ ନାଲିଆ ପତାକାଟିଏ। ସେଇଟି ହେଲା ଆମ ଗାଁ ଇଷ୍ଟଦେବତା ରଘୁନାଥ ମନ୍ଦିରର ନେତ। ସେହି ଗଛର ଗହଳି ଭିତରେ ଲୁଚିଛି ଆମ ଗାଁ। ମୋର ଭାରି ପ୍ରିୟ। ମୋ ଗାଁ ମୁଗପାଳ। ଓଡ଼ିଶାର ସବୁ…
ଦାଣ୍ଡ ଲିପା ହୋଇଥିବ ଗୋବରରେ, ଚିତ୍ର ହୋଇଥିବ ନାନାବର୍ଣ୍ଣୀ ମୁରୁଜରେ । ସେଇ ମୁରୁଜଅଙ୍କା ଚିତ୍ର ଉପରେ ବିରାଜମାନ ହେବେ ରାଧାକୃଷ୍ଣ, ବିମାନରେ ବିଜେ କରି । ଘର ଘର ବୁଲି ଭୋଗ ଖାଇ ଯିବେ ପ୍ରଭୁ । ଫଗୁରେ ଚହଟିବ ସଭିଙ୍କ ମସ୍ତକ । ଡାଲାରେ ସଜାଯାଇଥିବ, ଦୁବ, ଅରୁଆ ଚାଉଳ, ଆମ୍ବଡ଼ାଳ, ନଡ଼ିଆ । ପୂର୍ଣ୍ଣକଳସ ବସିଥିବ, ଚଣାଲଡୁର ଭୋଗ ପ୍ରସ୍ତୁତ ହୋଇଥିବ । ପେଡ଼ିରେ ସାଇତା କର୍ପୁର ଦିଆ ସଫାଲୁଗା ପିନ୍ଧି ସଜ ହୋଇଥାନ୍ତି ବୋଉ, ବଡ଼ବୋଉ . .
ସବୁରି ମୂଳରେ ପରା ସେଇ ଜଗା ! ତା' କରୁଣା ନ ହେଲେ ଗଛର ପତ୍ରଟିଏ ବି ହଲିବନି ପରା ! ସବୁ ତା'ରି ଲୀଳା . .
ଲେଖା: ଓଁ ଅଭିଜ୍ଞାନ ସାହୁ ବାଉନୁ ବଜ଼ାର ତେପନ ଗଳିର ସହର ହେଲା ଏଇ କଟକ । ଆଗରେ କ ପଛରେ କ । ଯିଏ ଏହାର ଭେଦ ପାଇଛି ସେ ବର୍ତ୍ତିଯାଇଛି । ଆଜିବି ବେଶି ଇଂଲିଶ ଝାଡୁଥିବା ଲୋକଙ୍କୁ ରାସ୍ତାରେ ଦେଖିଲେ ଲୋକେ ଥଟ୍ଟାରେ କହନ୍ତି ସ୍ୱାଧୀନତା ପୂର୍ବରୁ ଏ ଇଂରେଜ କଟକ…
ଲେଖା: ତରୁଣ କୁମାର ରଥ ପିଲାଙ୍କୁ ‘ଗାଁ’ର ଚିତ୍ର ଆଙ୍କିବା ପାଇଁ ମାଷ୍ଟ୍ରେ କହିଛନ୍ତି। କାଗଜ ଉପରେ ରଙ୍ଗ ପେନ୍ସିଲରେ ଆଙ୍କି ହେଇ ଯାଉଛି ଛବି। କୁଞ୍ଚୁକୁଞ୍ଚିଆ ପାହାଡ଼ ଖୋଲରୁ ଉଇଁ ଆସୁଛି ସୂର୍ଯ୍ୟ,ପାହାଡ଼ ତଳେ ଆମ୍ବ ତୋଟାକୁ ଭିଜେଇ ଅଙ୍କା ବଙ୍କା ଗତିରେ ବହି ଯାଉଛି କ୍ଷୀଣକାୟା ଜୋରଟିଏ, ଜୋର ପରେ ମନ୍ଦିର, ମନ୍ଦିରକୁ…