Category ଉତ୍କଳୀୟ ନୌବାଣିଜ୍ୟ

ଚୌକଲେଖା

ଲେଖା: ଶ୍ରୀକାନ୍ତ ସିଂହ “ଉଠ ଉଠ ଜଗନ୍ନାଥ, କାଶୀ ବିଶ୍ୱନାଥ” ଦେବୋତ୍ଥାପନ ଏକାଦଶୀରେ ରାଜପୁତ ପରିବାରରେ ଚୌକଲେଖା ହୋଇ ପୂଜା ହୁଏ l ଏହାକୁ ଚିତା ବା ଝୋଟି ବୋଲି କୁହା ନ ଯାଇ ଲେଖା ବୋଲି କୁହାଯାଏ l ନିଶ୍ଚିତ ଭାବେ ଚୌକଲେଖା ଏକ ଅନନ୍ୟ ପରମ୍ପରା ଯାହା ଆଧୁନିକ ସମୟରେ କ୍ଵଚିତ ପରିବାରରେ…

ଚାନ୍ଦବାଲି

ଲେଖା: ଦେଵ ତ୍ରିପାଠୀ ୧୮୬୬ ମସିହା । କଟକ । ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ କାଳ । ଓଡ଼ିଆ ଲୋକଙ୍କ ପାଇଁ ବଙ୍ଗଦେଶ କିମ୍ବା ଅନ୍ୟାନ୍ୟ ଅଞ୍ଚଳରୁ ଆବଶ୍ୟକୀୟ ପଦାର୍ଥ ଆଣିବା କିମ୍ବା ପଠାଇବା ପାଇଁ ନିର୍ଭର କରିବାକୁ ପଡ଼ୁଥିଲା ଜଳପଥ ଉପରେ । ଓଡ଼ିଶାରେ ଏକ ଅନୁକୂଳ ସାମୁଦ୍ରିକ ବନ୍ଦରର ଆବଶ୍ୟକତା ଅନୁଭବ କରି…

ପାଲୁରୁ ବନ୍ଦର

ଲେଖା: ଦେଵ ତ୍ରିପାଠୀ ଦିନ ଥିଲା ! ସଦାଭାଇବ୍ରାଣ୍ଟ ରେଶମନଗରୀ ବ୍ରହ୍ମପୁରଠାରୁ ୩୨କି.ମି. ଦୂର ଉତ୍ତର-ପୂର୍ବ ଋଷିକୂଲ୍ୟା ନଦୀତୀରର ସାମାନ୍ୟ ଉପର ପଟେ ଅବସ୍ଥିତ ବନ୍ଦରଟି ଦେଇ ଦିନେ ପାଟଲୁଗା, ଶାଢ଼ୀ, ହାତୀଦାନ୍ତ, ମଖମଲି କନା, ନଡ଼ିଆ ପ୍ରମୁଖ ସାମଗ୍ରୀ ଉତ୍କଳ ଭୂମିରୁ ରପ୍ତାନି ହେଉଥିଲା ! ଇଣ୍ଡୋନେସିଆ, ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ବ୍ରହ୍ମଦେଶ…

ଡ଼ଙ୍ଗାଭସା

ଲେଖା: ଦେଵ ତ୍ରିପାଠୀ କାର୍ତ୍ତିକ ପୂର୍ଣ୍ଣିମା । କଟକରୁ କୋଚିନ୍ ସୁରଟରୁ ମିରଟ ଯେଉଁଠାରେ ବି ଆମେ ଓଡ଼ିଆଏ ଆସ୍ଥାନ ଜମାଇ ସାରିଛେ, ସବୁଠି ଆବାଳ-ବୃଦ୍ଧ-ବନିତା, ରାତି ନ ପାହୁଣୁ ବିଛଣା ଛାଡି, ଆଖପାଖ ନଦୀନାଳ, ଗାଡିଆପୋଖରୀରେ (ଏପରିକି ଚୁଆପାଣିରେ) ବୁଡ ପକାଇ ସୋଲ ତିଆରି ଖେଳଣା ଡଙ୍ଗା (କ୍ଵଚିତ କଦଳୀବାହୁଙ୍ଗା ଡଙ୍ଗା)ରେ ଦୀପ ଜାଳି…

ବୋଇତବନ୍ଦାଣ

ଲେଖା: ସୁଚେତା ପ୍ରଧାନ ଚନ୍ଦ୍ରାକିତ ରଜନୀ। କୁହୁଡିର ମଳିନ ଆସ୍ତରଣ ତଳେ ରୂପେଲି ଜ୍ୟୋତ୍ସ୍ନା ସୃଷ୍ଟି କରୁଥାଏ ଏକ ଅପରୂପ ମାୟା। ରାତି ପାହିଲେ ମହା କାର୍ତ୍ତିକର ମହା ପୂର୍ଣ୍ଣିମା। ରାତି ପାହିବାକୁ ତର ସହେନି। ଶିଶିର ସ୍ନାତ ପାହାନ୍ତି ପ୍ରହର ପୂର୍ବରୁ ଓଡିଶାର ଘରେ ଘରେ ଚହଳ। ବୋଇତ ବନ୍ଦାଣର ବେଳା। ଭଳିକି ଭଳି…