Category ଓଡ଼ିଶାର ବରପୁତ୍ର

ଦୈତାରୀ ନାଏକ

ଲେଖା: ଦେଵ ତ୍ରିପାଠୀ ~ କର୍ମଯୋଗୀ ଦୈତାରୀ ନାଏକ ~ ଜୀବନ ସାୟାହ୍ନର ପାଣିଚିଆ ଖରାରେ ସତେଜ ହେବା ଚେଷ୍ଟା ରେ ସେ ଥିଲେ ନିୟୋଜିତ । କଙ୍କାଳସାର ଶରୀର, ମସ୍ତକରେ ଶୁଭ୍ରକେଶ, ଭଙ୍ଗା ବୟସର ପେଜୁଆ ଆଖିରେ ନିଷ୍ପ୍ରଭ ଚାହାଣି, ଭଗ୍ନସ୍ବାସ୍ଥ୍ୟ-ସମ୍ପନ୍ନ ଅଶୀତିପର ବୃଦ୍ଧଜଣଙ୍କୁ ଦେଖି କେହି କ’ଣ ବିଶ୍ୱାସ କରିପାରିବ ଯେ ସେଇ…

ଫତୁରାନନ୍ଦ

ଲେଖା: ଅମ୍ବିକା ପଟ୍ଟନାୟକ ~ ହାସ୍ୟସ୍ରଷ୍ଟା ନୀଳକଣ୍ଠ “ଫତୁରାନନ୍ଦ” ~ ଅନେକ ଦିନ ତଳେ ଭୁବନେଶ୍ୱରରେ ଜଣେ ଭଦ୍ରବ୍ୟକ୍ତି ପଚାରିଲେ “ଏ ରିକ୍ସା, ସଚିବାଳୟ ଯିବୁ କି?” “ମୁଁ ରାସ୍ତା ଜାଣିନି ବାବୁ l” “ଆରେ ସେକ୍ରେଟାରୀଏଟ କୋଉଠି ଜାଣିନୁ?” “ଗଲା ଆଉ, ସେଇକଥା କହୁନା ବାବୁ, ତମେ ଇଂଲିଶ କହିଲେ ମୁଁ ବୁଝିବି କିପରି? “…

ଉମାକାନ୍ତ ମିଶ୍ର

ଲେଖା: ଜଗଦୀଶ ପାଣିଗ୍ରାହୀ ~ ଉମାକାନ୍ତ ମିଶ୍ର ~ “ଘୁମୁସରର ଗୈାରବ” ଖ୍ୟାତନାମା ଅଭିନେତା (ଚଳଚ୍ଚିତ୍ର ନାୟକ) ତଥା ବରିଷ୍ଠ ଓକିଲ ଉମାକାନ୍ତ ମିଶ୍ର । ‌ଚଳଚ୍ଚିତ୍ର ଜଗତରେ ଘୁମୁସରର ପ୍ରଥମ ହିରୋ, ବିଶିଷ୍ଟ ଓକିଲ, ବିଧାୟକ, ସାହିତ୍ୟିକ, ଶିକ୍ଷାପ୍ରେମୀ, ସମାଜସେବୀ, ନାଟ୍ୟକାର, ନିର୍ଦ୍ଦେଶକ ଡ୍ରାମା ତଥା ଚଳଚ୍ଚିତ୍ର ଅଭିନେତା । ଭଞ୍ଜନଗର ନିକଟସ୍ଥ ସାନକୋଦଣ୍ଡା…

ଭଞ୍ଜ

ଲେଖା: ନିରଞ୍ଜନ ସାହୁ ~ ଭଞ୍ଜ ପରିକ୍ରମା: ବହୁ ମତ, ସହସ୍ର ସମ୍ମତ, ସାମାନ୍ୟ ବିଦ୍ୱେଷ ~ “ପୁରା କବିନାଂ ଗଣନା ପ୍ରସଙ୍ଗେ, କନିଷ୍ଠିକାଧିଷ୍ଠିତ କାଳିଦାସଃ, ଅଦ୍ୟପି ତତ୍ତୁଲ୍ୟ କବେର ଭାବାତ୍, ଅନାମିକା ସାର୍ଥବତୀ ବଭୁବ ।” କୌଣସି କାବ୍ୟମର୍ମଜ୍ଞ ସମାଲୋଚକ ସଂସ୍କୃତ କବିମାନଙ୍କର ମୂଲ୍ୟାଙ୍କନ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ କାଳିଦାସଙ୍କୁ ଶ୍ରେଷ୍ଠ କବି…

ମନୋଜ ଦାସ

ଲେଖା: ନିରଞ୍ଜନ ସାହୁ ଓଡ଼ିଆ, ଭାରତୀୟ ତଥା ଆନ୍ତର୍ଜାତୀୟ ସାହିତ୍ୟ କ୍ଷେତ୍ରରେ ସୁପରିଚିତ ସମ୍ଭ୍ରାନ୍ତଶିଳ୍ପୀ ଶ୍ରୀ ମନୋଜ ଦାସ । ମହୋଦୟେଷୁ, ଆଧୁନିକ ଓଡ଼ିଆ, ଭାରତୀୟ ତଥା ଆନ୍ତର୍ଜାତୀକ ସ୍ତରରେ ଆପଣ ଏକ ସୁପରିଚିତ ତଥା ସମ୍ଭ୍ରାନ୍ତ ଶିଳ୍ପୀ। ଯୋଗଜନ୍ମା କଥାଶିଳ୍ପୀ ଫକୀରମୋହନଙ୍କର ଉତ୍ତରଣ ପର୍ବର ଜଣେ ସାର୍ଥକ ଉତ୍ତର ପୁରୁଷ। ମହାନ ଭାରତୀୟ ପରମ୍ପରା, ପୁରୋଦୃଷ୍ଟି…

ମନୋଜ ଦାସ

ଲେଖା: ପ୍ରଳୟ ନାୟକ “ମନୋଜ ଦାସ” ବୋଇଲେ କଣ . . ? ? ଭାରତୀୟ ଉପମହାଦେଶ’ର ଶେଷ ଏକ ସୀମାନ୍ତ’ର ଶଙ୍ଖାରୀ ବୋଲି ଅଖ୍ୟାତ ପଲ୍ଲୀ ରେ ଜନ୍ମହୋଇ ସ୍ଵୀୟ ଧୀ ଓ ଆଧ୍ୟାତ୍ମିକ ଉପଲବ୍ଧି ସହଯୋଗେ ଅନନ୍ୟ ବାଣୀବିଳାସ’ର ସୁମହାନ ରୂପକାର . . ! ! ! ନିଜ ଶବ୍ଦର ଯାଦୁରେ…

ଡ. ମନ୍ମଥ ନାଥ ଦାସ

ଲେଖା: ଅମ୍ବିକା ପଟ୍ଟନାୟକ  ~ ଜଣେ ଅନିଛୁକ ରାଜନୀତିଜ୍ଞ : ଡ. ମନ୍ମଥ ନାଥ ଦାସ ~ “ଇତିହାସର ଶିଳାନ୍ୟାସ ଉପରେ ଉପନ୍ୟାସର ମାଧୁର୍ଯ୍ୟ ଭରି ଦେଇ ଇତିହାସକୁ ଜୀବନ୍ୟାସ ଦେବାରେ ସିଦ୍ଧହସ୍ତ, ଇତିହାସକୁ ଜୀବନ୍ତ, ମୂର୍ତ୍ତିମନ୍ତ ଓ ସୌନ୍ଦର୍ଯ୍ୟରେ ରୁଦ୍ଧିମନ୍ତ କରିବାର କୁଶଳୀ ଶିଳ୍ପୀ, ଐତିହାସିକ ଡ. ମନ୍ମଥ ନାଥ ଦାସଙ୍କୁ ପ୍ରଜ୍ଞା ଓ…

ଗୋପାଳଚନ୍ଦ୍ର ପ୍ରହରାଜ

ଲେଖା: ଅମ୍ବିକା ପଟ୍ଟନାୟକ ~ ଗୋପାଳ ଚନ୍ଦ୍ର ପ୍ରହରାଜ ~ ୧. ନେତାମାନେ ଓଡିଶା ମାତାକୁ କେତେବେଳେ ପାଟପତନୀ, କେତେବେଳେ ପିଚାପାଡ଼ିଆ ଶାଢ଼ୀ, କେତେ ବେଳେ କେଳୁଣୀ କଛା, କେତେବେଳେ ଗାଉନ, କେତେ ବେଳେ ବାହୁ ଖଡ଼ୁ, କେତେବେଳେ ବ୍ରାସଲେଟ ଏବଂ କେତେ ବେଳେ ଯାହା ମନ ତାହା ପିନ୍ଧେଇ ମଞ୍ଚ ଉପରେ ତାମସା କରନ୍ତି…

ବଳଦେବ ରଥ

ଲେଖା: ଅମ୍ବିକା ପଟ୍ଟନାୟକ ~ କବିସୂର୍ଯ୍ୟ ବଳଦେବ ରଥ ରାୟଗୁରୁ ମହାପାତ୍ର ~ 1. ସରସ ଶ୍ରୀହର୍ଷାଦି ମହାକବି ମାନେ ବିହରିଲେ ମହୋନ୍ନତ କବନ ବିମାନେ, ସେ ବିମାନେ ତେଜି ସେ ବିମାନ ଅନାତପ କଲି ଚନ୍ଦ୍ରକଳା ଗ୍ରନ୍ଥାରମ୍ଭ ସଙ୍କଳପ (ନମ୍ରତା ଓ ଶାଳୀନତାର ପରିଚୟ) 2. ରଞ୍ଜି ନାୟକ ରଙ୍ଗେ ଚୋପଦାର ଖଞ୍ଜିଲେ ହେଲେ…

ଅଭିରାମ ପରମହଂସ

ଲେଖା: ଅମ୍ବିକା ପଟ୍ଟନାୟକ  ~ ଉତ୍କଳେ ପ୍ରଣିପତ୍ୟ ସନ୍ଥ ଅଭିରାମ ପରମହଂସ ~ ପାଞ୍ଚ ମନଟି ଯାକୁ କହି l ପଞ୍ଚମ ଜର୍ଜ ସେ ଅଟଇ l ଗୋରା ପଲଟନଟି ଯେହି l ପଚିଶ ପ୍ରକୃତି ଅଟଇ l ଏହିଟି ବିଦେଶୀ ଅଟନ୍ତି l ସ୍ୱରାଜ୍ୟ ଉଜାଡିଣ ଦ୍ୟନ୍ତି l ଯେହୁ ଅଟେ ମହତ ଆତ୍ମା…