Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ ~ ଇରମ ଗୁଳିକାଣ୍ଡ ~ ୧୯୪୨ ମସିହା, ସେପ୍ଟେମ୍ବର ମାସ ୨୮ ତାରିଖ। ଭାରତ ଛାଡ଼ ଆନ୍ଦୋଳନ ସମୟର ଏଇ ଦିନରେ ଘଟିଥିବା ନାରକୀୟ ଇରମ ଗୁଳିକାଣ୍ଡ ‘ନରମେଧ ଯଜ୍ଞ’ରେ ୨୯ ଜଣ ସହିଦ ହେବା ସହ ୫୬ ଜଣ ଆହତ ହୋଇଥିଲେ। ଏହି ଘଟଣା ଥିଲା ହୃଦୟ ବିଦାରକ। ଅଧୁନା…

ଲେଖା: ଦେଵ ତ୍ରିପାଠୀ “ଆଉ କାନ୍ଦନାରେ ବିଧୂବଦନା, ବିଶ୍ୱାସରେ ବିଷ ଦେଇ ନାହିଁ ମୁଁ ନାରୀଶ, ତୁ ମୋତେ ଦୋଷ ଦେଇ ବନ୍ଦନା” ।। (ଅମର ବିଳାସ) କଟକ ଜିଲ୍ଲାର ଏକ ମଫସଲି ଅଞ୍ଚଳ । ମଞ୍ଚରେ ଅଭିନିତ ହେଉଛି ‘ଅମର ବିଳାସ’ ନାଟକ । ନାଟକର ମହାନାୟକ ଅମରକୁ ହତ୍ୟା କରିବା ପାଇଁ ହତ୍ୟାକାରୀମାନଙ୍କ…

ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ମୋଗଲ ଓ ମରହଟ୍ଟାଙ୍କର ଅକଥନୀୟ କଷଣର ତୋଡମାଡରେ ଅଣ୍ଟା ଭାଙ୍ଗି ଯାଇଥିବା ଗୋଟିଏ ଜାତି ନିର୍ଜୀବ,…

ଲେଖା: ଶିବାଶିଷ ମହାପାତ୍ର “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ ।” ଏପରି କାଳଜୟୀ ଗୀତ ରଚନା କରି ଆଜି ଅମର ହୋଇଯାଇଛନ୍ତି ସନ୍ଥକବି ଭୀମଭୋଇ । କଳାସଂସ୍କୃତି ପରମ୍ପରାରେ ପରିପୂର୍ଣ୍ଣ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲିର ଶୋଭା ମଣ୍ଡନ କରୁଅଛି ସନ୍ଥକବି…

ଲେଖା: ଦେଵ ତ୍ରିପାଠୀ ଭିଏତନାମରେ ଭାରତମଣି ! ଶିରୋନାମା ପଢି ଆଚମ୍ବିତ ହେବା ସ୍ୱାଭାବିକ I ମାତ୍ର ଇଏ ଆମ ପାଇଁ ଗୌରବର କଥା ନିଶ୍ଚୟ I ସତୁରୀ ଦଶକ । ହୋଚିମିନ୍ ମହାନଗରୀ । ଭିଏତନାମ । ବିପ୍ଳବର ସମୟ ! ଭୟ, ଆତଙ୍କ, ହତାଶା, ହାହାକାର, ହିଂସା, ଦ୍ୱେଷ, ବିଭୀଷିକା, ଅତ୍ୟାଚାରର କାଳିମା…

ଲେଖା: ଦେଵ ତ୍ରିପାଠୀ ଦିନ ଥିଲା, ରଣପୁର ଆଦି ଗଡ଼ଜାତ ଅଞ୍ଚଳ ଅନ୍ଧାରୀ ମୁଲକ ଭାବେ କୁଖ୍ୟାତ ଥିଲା, ସେଠାକାର ଅଧିବାସୀ ନିଜ ଅଧିକାର ବିଷୟରେ ଥିଲେ ଅନଭିଜ୍ଞ, ତେଣୁ ରାଜା ଏବଂ ତାଙ୍କ ଅମାତ୍ୟମାନଙ୍କ ଦ୍ଵାରା ସେମାନେ ହେଉଥିଲେ ଅତ୍ୟାଚାରିତ । ସେପରି ଏକ ଦୁର୍ବିସହ ସମୟରେ ରଣପୁର ର ପ୍ରପୀଡ଼ିତ ପ୍ରଜାଙ୍କ ତ୍ରାଣକର୍ତ୍ତା…

ଲେଖା: ଦେଵ ତ୍ରିପାଠୀ କଟକ ସହରର କୁମ୍ଭାରସାହିର ପିଲାଟିଏ । ପାଠପଢାରେ ମନ ଲାଗୁ ନଥିଲା ସିନା, ହେଲେ ବିଧାତା ତା’ଠି ଖଞ୍ଜିଥିଲେ ଅପୂର୍ବ ପ୍ରତିଭା ! ଆଠ ବର୍ଷର କୋମଳ ବୟସରେ ସେ କିନ୍ତୁ ମନ ବଳାଇଲା ମୂର୍ତ୍ତି ତିଆରି ପାଇଁ ! ପରିବାରରେ ବାପାଭାଇଙ୍କ ସହ ମିଶି ପାରମ୍ପରିକ ମୂର୍ତ୍ତି ତିଆରି କରି…

ଲେଖା: ଦେଵ ତ୍ରିପାଠୀ ନବମ ଶ୍ରେଣୀରେ ପାଠ ପଢୁଥିବା ବାଳକଟି ଛୁଟିରେ ଘରକୁ ଆସିଥାଏ । ହଠାତ୍ ଘରର ଛାତ ଉପରେ ଉଡି ଆସି ବସିଗଲା ପେଚାଟିଏ । ଅନେକ କହିଲେ ଏହା ଅଶୁଭ । କେହି କେହି ତାକୁ ଘଉଡାଇବା ପାଇଁ ପାଟିଗୋଳ କଲେ । ବାଳକଟି ମଧ୍ୟ ଟେକାଟିଏ ମାରିବାକୁ ଉଦ୍ୟତ ହେଲା…

ଲେଖା: ଦେଵ ତ୍ରିପାଠୀ ଆମ କଟକ ଜିଲ୍ଲାର କଥା ! ଥିଲା ଜଣେ ଅଧ୍ୟବସାୟୀ କିଶୋର । ପଇସା ଅଭାବରୁ ସିନା ପାଠ ପଢ଼ି ପାରିଲାନି, ହେଲେ ମନରେ ଥାଏ ଆଗକୁ ବଢ଼ିବାର ସ୍ପୃହା ! ପରିସ୍ଥିତିରେ ପଡ଼ି ଘରଦ୍ଵାର ଛାଡ଼ି ଦିନେ ବିଦେଶମାଟିରେ ଜୀବନ ଜୀଇଁବା ପାଇଁ ହୋଟେଲରେ କାମ କଲା । ବ୍ରାହ୍ମଣ…

ଲେଖା: ଦେଵ ତ୍ରିପାଠୀ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆମ ରାଜ୍ୟର ଜାତୀୟ ଜୀବନରେ ସମାଜସଂସ୍କାର, ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷା, ଓଡ଼ିଆ ଭାଷାର ସୁରକ୍ଷା, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ସ୍ବାଧୀନତା ଆନ୍ଦୋଳନ, ସାହିତ୍ୟ ସୃଷ୍ଟି, ଗୋରକ୍ଷା, ଧର୍ମସଂସ୍କାର କ୍ଷେତ୍ରରେ ସାହସିକ ପଦକ୍ଷେପ ନେଇ ଇତିହାସ ରଚିଥିଲେ ସେ ! କେବଳ ଓଡ଼ିଶା ନୁହେଁ, ଭାରତଭୂଖଣ୍ଡର ସେ ଥିଲେ…