Category ଓଡ଼ିଶାର ବରପୁତ୍ର

କବିକୁଳ କଞ୍ଜ ଉପଇନ୍ଦ୍ର ଭଞ୍ଜ

ଉପେନ୍ଦ୍ର ଭଞ୍ଜଙ୍କ ସବୁ କ୍ଲିଷ୍ଟତା ଓ ଦୁର୍ବୋଧ୍ୟତା ସତ୍ତ୍ୱେ, ତାହାର ଅନ୍ତର୍ନିହିତ ସାଙ୍ଗୀତିକତା ଓଡ଼ିଆଙ୍କ ହୃଦୟରେ ଓ ଓଡ଼ିଶାର ପୁରପଲ୍ଲୀରେ ଜନସାଧାରଣଙ୍କୁ ଆଦୃତ କରି ରଖିଅଛି। ତାଙ୍କର ପ୍ରଭାବ ଦୀର୍ଘ ଦୁଇ ଶତାବ୍ଦୀ ଧରି କ୍ଲାନ୍ତହୀନ ଭାବେ ଆଗକୁ ଆଗକୁ ଚାଲିଛି। ସେଇଥିପାଇଁ ସେ ଯଶଦେହୀ, କବିସମ୍ରାଟ . .

ଓଡ଼ିଆପୁଅ ଜୟଦେବ

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆପୁଅ ଜୟଦେବ ~ “ଲଳିତଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ ମଧୁକରନିକର କର‍ଂବିତ କୋକିଳ କୂଜିତ କୁଞ୍ଜକୁଟୀରେ, ବିହରତି ହରିରିହ ସରସ ବସନ୍ତେ, ନୃତ୍ୟତି ଯୁବତୀଜନେନ ସମଂ ସଖି ବିରହିଜନସ୍ୟ ଦୁରନ୍ତେ।” ଲଳିତ ଶବ୍ଦ ପ୍ରୟୋଗ ଓ ପଦବିନ୍ୟାସରେ ବିଶ୍ୱବାସୀଙ୍କୁ ଚକିତ କରିପାରିଥିବା ମହାନ୍ ସଂସ୍କୃତ କବି, ‘ଗୀତଗୋବିନ୍ଦ‘ର ରଚୟିତା…

କୁନ୍ତଳା କୁମାରୀ ସାବତ

  ଲେଖା: ଦେଵ ତ୍ରିପାଠୀ ~ ଉତ୍କଳଭାରତୀ ଭାରତ କବିନେତ୍ରୀ ଡାକ୍ତର କୁନ୍ତଳା କୁମାରୀ ସାବତ ~ କ୍ଷୁଦ୍ର ମୁହିଁ ଦୀନ ମୁହିଁ ରେଣୁକଣା ଜଗତେ ଚାହିଁଲେ ବିଶାଳ ବିଶ୍ବ ଆସୁଛି କି ପରତେ, କ୍ଷୁଦ୍ର ହେଲେ ସୁଦ୍ଧା ମୁହିଁ, ଅକାରଣେ ଜନ୍ମିନାହିଁ, ଅନନ୍ତ ବିନାଶମୋର ଲେଖା ନାହିଁ କପାଳେ ଏକ ରାତି ପାଇଁ ଫୁଟି…

ଉତ୍କଳ ଦୀପିକା

ଲେଖା: ନିରଞ୍ଜନ ସାହୁ “ହେ ଗୌରୀଶଙ୍କର ଧନ୍ୟ ତୁମର ସାହସ, ଦୀପିକା ଲେଖୁଛ ବସି ତିରିଶ ବରଷ । ନ ମାନି ବିପଦ ବାଧା ନ ଚାହିଁ ଦେହକୁ, ମନପ୍ରାଣ ସମରପି ପାଳିଛ ବ୍ରତକୁ । ଦେଖି ଦେଖି ଢେର ଦିନ ଜାଣିଛି ବିଶେଷ, ଅଟ ତୁମ୍ଭେ ଜଣେ man of business” ବ୍ୟାସକବି ଫକୀରମୋହନଙ୍କ…

ଏ ଜାତି ଗାଲମାଧବ (ଭାଗ ୩)

ଏକୋଇଶିଆ ଦିନ ଶିଶୁପୁତ୍ର ଏ କୋଳରୁ ସେ କୋଳ ହେଉଛି, କେତେ ବେଳକେ ଆସିଲା ମା' ପାର୍ବତୀଙ୍କ କୋଳକୁ ! ଛାତିରେ ଜାକି ଧରିଲେ ପୁଅକୁ, ମନେପଡି ଯାଉଛି ନାହାକଙ୍କ କଥା ପଦକ, "ଏ ପୁଅ ଦିନେ ବଡ଼ ମଣିଷ ହେବ, ଅସାଧ୍ୟ ସାଧ୍ୟ କରିବ, କାଳକାଳକୁ ନାଁ ରଖିବ . .

ଏ ଜାତି ଗାଲମାଧବ (ଭାଗ ୨)

ଲେଖା: ଦେଵ ତ୍ରିପାଠୀ ବିରୂପା ନଦୀକୂଳରେ ଯେଉଁ ମହିୟସୀ ନାରୀଙ୍କ ଆତ୍ମୋତ୍ସର୍ଗ ଯେ ସ୍ବାଧୀନ ତଥା ସ୍ବର୍ଣ୍ଣିମ ଉତ୍କଳ ଗଠନ ପାଇଁ ଅଭିପ୍ରେରିତ କରିଥିଲା, ସମ୍ପୃକ୍ତ ଅଞ୍ଚଳଟି ଓଡ଼ିଶାର ଭୋୖଗୋଳିକ ମାନଚିତ୍ରରେ ଗର୍ବିତ ସ୍ଥାନ ଅଧିକାର କରି ନଥିଲେ ମଧ୍ୟ ରାଜ୍ୟର ମହାର୍ଘ ଇତିହାସ ସହିତ ଚକଡା଼ପୋଥି ଏବଂ ମାଦଳାପାଞ୍ଜିରେ ପାଇଥିଲା ଗୌରବାବହ ସମୁଜ୍ଜ୍ୱଳ ପରିଚୟ…

ଶାନ୍ତନୁ କୁମାର ଆଚାର୍ଯ୍ୟ 

ଲେଖା: ଦେଵ ତ୍ରିପାଠୀ ରସାୟନ ବିଜ୍ଞାନର ଅଧ୍ୟାପକ ଭାବରେ ସେ ହୃଦୟଙ୍ଗମ କରିପାରିଥିଲେ ଯେ ଏଇ ବିଜ୍ଞାନର ଉର୍ଦ୍ଧ୍ବରେ ଅନେକ କିଛି ଅଛି ଯାହା ଏହି ବିଜ୍ଞାନ କେବେ ଦେଇପାରିବ ନାହିଁ । ଏଇ ବିଜ୍ଞାନ କେବେ ଆତ୍ମାକୁ ଛୁଇଁ ପାରିବ ନାହିଁ । ଆତ୍ମାକୁ ଛୁଇଁବାର କ୍ଷମତା ଅଛି କେବଳ ସାହିତ୍ୟର ! ତେଣୁ…

ସହୀଦ ବାଜି ରାଉତ

ଲେଖା: ବିଜୟ ସାହୁ ବିଶ୍ୱ ଇତିହାସରେ ସଂକଳିତ ସର୍ବକନିଷ୍ଠ ସହୀଦ ବାଜି ରାଉତ ୧୯୩୮ ମସିହା ଅକ୍ଟୋବର ୧୦ ତାରିଖରେ ଢେଙ୍କାନାଳ ଜିଲ୍ଲାର ଭୁବନ ନିକଟସ୍ଥ ନୀଳକଣ୍ଠପୁର ବ୍ରାହ୍ମଣୀ କୂଳ ଘାଟରେ ବ୍ରିଟିଶ ଫଉଜ ଗୁଳିରେ ପ୍ରାଣ ହରାଇଥିଲେ ! ଯାହାଙ୍କ ଚିତା ପାଖରେ ବସି ବିପ୍ଲବୀକବି ସଚି ରାଉତରାୟ ଏହି ସହୀଦକୁ ଲେଖନୀରୁ ଅମର…

ଯଶୋବନ୍ତ ଦାସ

ଲେଖା: ଅରବିନ୍ଦ ମହାନ୍ତି ଉତ୍କଳୀୟ ପ୍ରଣିପତ୍ୟ ସନ୍ଥ ମହାପୁରୁଷ ଯଶୋବନ୍ତ ଦାସ ! ୧୫ଶହ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ର ଦେବଙ୍କ ଶାସନ କାଳରେ, ଉତ୍କଳୀୟ ବୈଷ୍ଣବ ପ୍ରଚାରକ ପଞ୍ଚସଖା ଥିଲେ । ସେଥିମଧ୍ୟରୁ ଯଶୋବନ୍ତ ଦାସ ଅନ୍ୟତମ । ମହାପରୁଷ ଯଶୋବନ୍ତ ଜଗତସିଂହପୁରର ଅଢଙ୍ଗଗଡ଼ରେ ଏକ କ୍ଷତ୍ରିୟ କୂଳରେ ଜନ୍ମ ଗ୍ରହଣ କରିଥିଲେ। ପିତାଙ୍କ ନାମ…

ବିନୋଦ କାନୁନଗୋ

ଲେଖା: ନିରଞ୍ଜନ ସାହୁ ବିନୋଦ କାନୁନଗୋ ! ୧୯୫୨ ମସିହାରେ ଗୋଟିଏ ଟଙ୍କା ହାତରେ ଧରି, ନିର୍ବାଚନୀ ବୈତରଣୀ ପାର ନ ‌ହୋଇ ପାରି, ମାତ୍ର ଦଶମ ଶ୍ରେଣୀ ଶିକ୍ଷାଗତ ଯୋଗ୍ୟତା ଥାଇ ଜଣେ ସ୍ଵପ୍ନ ଦେଖିପାରନ୍ତି ଓଡ଼ିଆ ଭାଷାରେ ଜ୍ଞାନକୋଷ ପରି କୋଣାର୍କ ତିଆରି କରିବା ପାଇଁ ! କେତେ ମନୋବଳ ଦୃଢ଼ ହୋଇପାରେ…