Category ସୃଷ୍ଟିସମଗ୍ର

ମୋହ ମନ

ସୌରଭିତ ସୃଷ୍ଟି: ଭକ୍ତକବି ସାଲବେଗ ମୋ ମନ ମୋତେ ଭଗାରୀ ନ ଭଜିଲା ରାମହରି ! ଯମ ନେବ ଧରିକରି ବୋଇଲା ରେ ! ୧। ମୋହ ମନ, ମୋହରି ସେ ନୋହିଲା ରେ ! (ଘୋଷା) ଆସି ହେଲା ପ୍ରାନ୍ତକାଳ ନ ଭଜିଲୁ ନନ୍ଦଵାଳ ! ଯେତେ ଥିଲା ପୁଣ୍ୟଫଳ ସଇଲାରେ ! ୨ ।…

ଉତ୍କଳ ଭାଷା

ସୌରଭିତ ସୃଷ୍ଟି: ବ୍ୟାସକବି ସରସ୍ବତୀ ଫକୀରମୋହନ ମୋ ଜୀଵନ ସାର ଧନ ଜନନୀ ଉତ୍କଳ ଭାଷା । ଆସ ଗୋ ମା ! କରେ ପୂଜା ପୂର୍ଣ୍ଣ ହେଉ ପ୍ରାଣ ଆଶା । ଭକ୍ତି,ଶ୍ରଦ୍ଧା,ସ୍ନେହ,ମାୟା,ହୃଦୟ ସ୍ୱର୍ଗୀୟ ଧନ, ଜନନି ଗୋ ! କୃପା କରି କରୁ ତୁହି ଵିତରଣ । ଜ୍ଞାନ, ଵିଦ୍ଯା, ସୁଖ, ଭାଗ୍ଯ,…

ବନ୍ଦେ ଉତ୍କଳ ଜନନୀ 

ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ ବନ୍ଦେ ଉତ୍କଳ ଜନନୀ  ଶ୍ୟାମ-ଶିଖରୀ-ଶିରା ସିନ୍ଧୁ ବିଧୌତା ପଵନ-ନଦ-ନଦୀ-ତରଙ୍ଗ-ଧୌତା ଶଵଳିତ ସୁନ୍ଦର ଧରଣୀ ବନ୍ଦେ ଉତ୍କଳ ଜନନୀ ।୧। ମନ୍ଦିରମୟୀ ତଵ କପୋଳ ତଳେ, କେତେ ଶହ ଵର୍ଷ ର କାହାଣୀ ଝଳେ, ଯେତେ ଇତିହାସ ଗତ ନୟନ ତଳେ, ନାହିଁଛି ଜଗତେ ତା’ର ସ୍ମରଣୀ, ବନ୍ଦେ ଉତ୍କଳ…

ଵର୍ଷାଋତୁ ପ୍ରତି

ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେରସ୍ଵଭାଵକଵି ଗଙ୍ଗାଧର ମେହେର ତାଙ୍କର ଏହି “ଵର୍ଷାଋତୁ ପ୍ରତି” କଵିତାରେ କୃପଣ ଜନଙ୍କର ଦୋଷ ବଖାଣି ଅଛନ୍ତି । ସାଗର ଭଳି ଅମାପ ଜଳରାଶି ଥାଇ କି ଲାଭ ଯଦି ତାହା ଲୋକଙ୍କ ତୃଷ୍ଣା ନୀଵାରଣ କରିପାରୁନି । ଯେଡେ଼ବଡ଼ ପ୍ରତିଭାଵାନ ହୋଇଥାଉ ଯଦି ତାହାର ପ୍ରତିଭା ସମାଜର ହିତସାଧନ…

ଜାତୀୟ କଵିତା

ସୌରଭିତ ସୃଷ୍ଟି: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏକ ପୁସ୍ତକରୁ ସଂଗୃହୀତ ଜାତୀୟତାଵାଦୀ କଵି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ରଚିତ ଏହି ଜାତୀୟ କଵିତା ! ମାତ୍ର ଏହି ଜାତୀୟ କଵିତାର ନାମୋଲ୍ଲେଖ କେଉଁଠାରେ ହୋଇନାହିଁ !  ~ ଜାତୀୟ କଵିତା ଉଦବୋଧନୀ ~ ଉଡାଇ ନିଶାଣ ବଜାଇ ଭେରୀ ଜଗାଇ ଵିପୁଳ―ପୁଲକ―କମ୍ପ ମନ୍ତ୍ର―ପୂତ―ଅନଳ ଭେଦି ଏ…

କଳ୍ପଲତା

ଉପସ୍ଥାପନା: ଶିଶିର ସାହୁ ମନୋଜ ସ୍ଵର୍ଗଲୋକରେ ବସନ୍ତକ ଗନ୍ଧର୍ବର ସୁରେଖା ଅପ୍ସରା ପ୍ରତି ଅନୁରାଗ ଉତ୍ପନ ହେଲା । ଦିନେ ଯେବେ ସେ ଦିହେଁ ପରସ୍ପର ପ୍ରୀତି ବାର୍ତ୍ତାଳପରେ ନିମଗ୍ନ ଥିଲେ ଦେବରାଜ ଇନ୍ଦ୍ର ସୁରେଖା ଅପ୍ସରାକୁ ନୃତ୍ୟ ହେତୁ ସ୍ମରଣ କଲେ । ବସନ୍ତକର କାନ୍ତା ବିନା ବିରହ ବେଦନା ଅସହ୍ୟ ହେଲାରୁ ସେ…

ଓଡ଼ିଆ ଭାଗବତ

ଲେଖା: ନିରଞ୍ଜନ ସାହୁ ମହର୍ଷି ବ୍ୟାସଦେବକୃତ ଶ୍ରୀମଦଭାଗବତ ସଂସ୍କୃତ ବାଙମୟ ମଧ୍ୟରେ ଏକ ପରମୋତ୍କୃଷ୍ଟ ପରିଣତି । ଏହାର ଆଧ୍ୟତ୍ମିକ ଓ କାବ୍ୟିକ ମୂଲ୍ୟବୋଧ ତଥା ଏଥିରେ ବର୍ଣ୍ଣିତ ସାଧନାଭକ୍ତି, ଜ୍ଞାନ, ବୈରାଗ୍ୟ, ସମାଜ ଗଠନ ପ୍ରଣାଳୀ ପ୍ରଭୃତି ସମଗ୍ର ବିଶ୍ବ ପାଇଁ ଅତ୍ୟନ୍ତ ଉପାଦେୟ । ମାନବର ପରମ କଲ୍ୟାଣ ନିମନ୍ତେ କୃଷ୍ଣଦ୍ଵୈପାୟନ ବ୍ୟାସଦେବ…