Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଶିଶିର ସାହୁ ମନୋଜ କାଞ୍ଜି ସମସ୍ତ ଏସିଆରେ ଲୋକପ୍ରିୟ ହୋଇଥିବା ଏକ ଖାଦ୍ୟଦ୍ରବ୍ୟ । ଏହା ପଖାଳ ଵା ଅନ୍ନର ଵାସିତୋରାଣିରୁ ତିଆରି କରାଯାଇଥାଏ । ବହୁତ ସମ୍ଭବ ଏ ଶବ୍ଦଟି ଦକ୍ଷିଣ ଭାରତୀୟ କିମ୍ବା ପୂର୍ଵଭାରତୀୟ ଦ୍ରାଵିଡ ଭାଷା ପରିଵାରର ଶବ୍ଦ । ଦ୍ରାଵିଡ ଭାଷାପରିବାରର ସବୁଠାରୁ ଶକ୍ତିଶାଳୀ ଭାଷା ତାମିଳରେ କାଞ୍ଜିର…
ଲେଖା: ଶିଶିର ସାହୁ ମନୋଜ ସମାଜରେ ଏମିତି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ କାମ କମ୍ ଖଥା ବେଶୀ ! ଯେତେବେଳେ କାମ କମ୍ ହୋଇଯାଏ ସେତେବେଳେ ସ୍ଵକୃତ୍ୟ ଛୋଟ କାର୍ଯ୍ୟକୁ ବଡ଼ କରି ଦେଖେଇବା ତଥା ତହିଁରୁ ମାନସିକ ଶାନ୍ତି ପାଇବା ହେତୁରୁ ବହୁତ ଶ୍ରମ କରିବାକୁ ଯାଇ କେତେ ଯେ ସତ ମିଛ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ଏମିତି ଅନେକ ଶବ୍ଦ ରହିଛି ଯାହା ଅନ୍ଯ ଭାରତୀୟ ଭାଷାରେ ଦୃଷ୍ଟିଗୋଚର ହୁଏନାହିଁ । ଏହି ଶ୍ରେଣୀୟ ଏକ ଶବ୍ଦ ହେଉଛି ‛ପଝାରି’ । ଏ ଶବ୍ଦର ମୂଳକୁ ନେଇ ନାନା ମତ ରହିଛି । ତନ୍ମଧ୍ୟରୁ କେତୋଟିର ଏଠାରେ ଆଲୋଚନା କରାଯାଉ, ■…
ଲେଖା: ଶିଶିର ସାହୁ ମନୋଜ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶାସ୍ତ୍ରୀୟ ଶବ୍ଦଟି ଏକ ସଂସ୍କୃତ ଵିଶେଷଣ ବୋଲି ଉଲ୍ଲେଖ ଅଛି ଯାହାର ଅର୍ଥ ‘ଶାସ୍ତ୍ର ସମ୍ବନ୍ଧୀ’ କୁହାଯାଇଛି । ‘ଶାସ୍ତ୍ର’ ଶବ୍ଦରେ ‘ଈୟ’ ପ୍ରତ୍ୟୟ ଲଗେଇ ଶବ୍ଦଟି ଗଢ଼ାଯାଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶାସ୍ତ୍ର ଶବ୍ଦର ନିମ୍ନୋକ୍ତ ଅର୍ଥ ଲେଖାଅଛି: ୧. (ଶାସ୍ ଧାତୁ=ଶାସନ କରିବା+କରଣ ତ୍ର)—ବେଦ…
ଲେଖା: ଶିଶିର ସାହୁ ମନୋଜ ଆଏ ଶବ୍ଦଟି ଓଡ଼ିଆ ଭାଷାର ଵିଭିନ୍ନ କଥିତ ଶୈଳୀରେ ଭିନ୍ନ ଭିନ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ । ଏକ ଦେଶଜ ଵିଶେଷ୍ଯ ଭାଵେ ଆଏ ଶବ୍ଦଟି ଆୟ, ଅର୍ଜନ ଓ ଅଳଙ୍କାର ଅର୍ଥରେ ପ୍ରୟୋଗ ହୁଏ । ସେଇଭଳି ଭତ୍ରୀ ଓଡ଼ିଆରେ ଏ ଶବ୍ଦଟି ଅଛି (is) ଶବ୍ଦର ଵିଳଳ୍ପ…
ଲେଖା: ଶିଶିର ସାହୁ ମନୋଜ ଭାଷାର ନିଜସ୍ଵ ଅଵ୍ଯୟ, ପ୍ରତ୍ୟୟ, ସର୍ଵନାମ, କ୍ରିୟା ଓ କ୍ରିୟା ଵିଶେଷଣ ଆଦି ଯଦି ଅନ୍ଯ ଭାଷା ଦ୍ଵାରା ପ୍ରଭାଵିତ ହୋଇ ମରିଵାକୁ ଲାଗେ ତେଵେ ବୁଝିଯିଵାକୁ ହେଵ ଯେ ଉକ୍ତ ଭାଷାର ଦୁର୍ଦ୍ଦିନ ଆସିଗଲାଣି । ତେଵେ ଓଡ଼ିଆ ଭାଷାରେ ମଧ୍ୟ ଏହି ଶ୍ରେଣୀୟ ଶବ୍ଦ ଅଵ୍ଯଵହୃତ ହୋଇଯାଇଛି କି…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତ ଶବ୍ଦର ଚାରୋଟି ନୈରୁକ୍ତି ଥିବା ଶୁଣାଯାଏ . . ୧. ଭା+ରତ ୨. ଭରତ+ଅଣ୍ ୩. ଭାରଂ+ତନ୍+ଙଃ ୪. ଭୃ+ଅତଚ୍+ଙୀପ୍ ☆ଭା+ରତ☆ ଵିଦ୍ୟାଳୟରେ ଶିକ୍ଷକ ଭାରତ ଶବ୍ଦର ଵ୍ୟାଖ୍ୟା କରିବାକୁ ଯାଇ କହୁଥିଲେ ଭା+ରତ=ଭାରତ ଭା=ଜ୍ଞାନ, ରତ=ଅନୁରକ୍ତ, ଲିପ୍ତ, ଆସକ୍ତ ପୁଣି ରତ ଶବ୍ଦର ଆଉ…
ଲେଖା: ଶିଶିର ସାହୁ ମନୋଜ ଗୋଟାଏ ଶବ୍ଦ ଅଛି ‘ଜାୟାଜୀଵ’ ଏହାର ପର୍ଯ୍ୟାୟଵାଚକ ‘ଜାୟାନୁଜୀଵୀ’ ଓ ‘ଜାୟାଜୀଵୀ’ ଅଟେ । ବହୁଵ୍ରୀହି ସମାସ ଦ୍ଵାରା ‘ଜାୟା’ ଓ ‘ଆଜୀଵ’ ଶବ୍ଦକୁ ଯୋଡ଼ି ଶବ୍ଦଟି ସୃଷ୍ଟି ହୋଇଛି । ଜାୟା ଶବ୍ଦର ଅର୍ଥ ସ୍ତ୍ରୀ ଵା ପତ୍ନୀ ଅଟେ । ଏହି ଶବ୍ଦର ନିମ୍ନଲିଖିତ ଅର୍ଥରେ ଵ୍ଯଵହାର ରହିଛି, ୧.…
ଲେଖା: ଶିଶିର ସାହୁ ମନୋଜ ଜାନୁଆରୀ ୨୬ ହେଉ କି ଅଗଷ୍ଟ ୧୫ ହେଉ, ସକାଳ ନ ହେଉଣୁ ଗାଆଁ, ନଗର, ବନପ୍ରାନ୍ତର ଚାରିଆଡେ ଗୋଟିଏ ଶବ୍ଦ ବହୁଳ ଭାବରେ ଓ ବାରମ୍ବାର ପ୍ରତିଧ୍ବନିତ ହୁଏ “ଜି଼ନ୍ଦାବାଦ” ! ତେବେ ଏ ଶବ୍ଦକୁ ଦେଖି ଆମ ମନରେ ସ୍ଵତଃ ପ୍ରଶ୍ନ ଉଠେ ଯେ, କ’ଣ ଜି଼ନ୍ଦାବାଦ…
ଲେଖା: ଶିଶିର ସାହୁ ମନୋଜ ଓଡ଼ିଆଭାଷାରେ ଗୋଟିଏ ନୁହେଁ ତିନୋଟି ‛ଜମା’ ଶବ୍ଦ ରହିଛି । ଏ ଶବ୍ଦର ଵିଶେଷ୍ୟ ଓ ଵିଶେଷଣ ଵ୍ୟଵହାର ଵୈଦେଶିକ ଶବ୍ଦ ହୋଇଥିଵା ଵେଳେ ଏହାର ଅଵ୍ୟୟ ଵ୍ୟଵହାର ଦେଶଜ ଅଟେ । ●୧● ଆରଵୀରୁ ପ୍ରଚଳିତ ଏହି ଶବ୍ଦ ଯହିଁର ଅର୍ଥ ସଂହତ; ଏକତ୍ରୀକୃତ ଅଟେ ଏହା ଓଡିଆଭାଷାରେ…