Category ଭାଷା ଓ ସାହିତ୍ୟ

Odia Language

By: Er. Bijay Ketan Sahu “The Oriya Language can boast of a rich vocabulary in which respect neither Bengali nor Hindi nor Telugu can vie with it. The richness of the vocabulary is the index by which the vastness of…

ଖୋଜିଵା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ   ଆଜିକାଲି Search ଅର୍ଥଯୁକ୍ତ ଓଡ଼ିଆ ଭାଷାରେ ଅନେକ ଵୈଦେଶିକ ଶବ୍ଦ ଆସି ଚଳୁଅଛି । ଆମ ଭାଷାରେ ଖୋଜିବା ଭଳି ଵୈଦେଶିକ ଶବ୍ଦ ବହୁଳ ଭାବରେ ଵ୍ୟଵହାର ହେଲାଣି। ସେଇଭଳି ହୁଳିଆ, ତଲିସିବା, ସର୍ଚ୍ଚ କରିବା, ତଦାରଖ କରିବା ଆଦି ଵୈଦେଶିକ ଶବ୍ଦ ଊଣା ଅଧିକେ…

ଓଡ଼ିଆ ଭାଷାର ମୂଳ

ଲେଖା: ଶିଶିର ସାହୁ ମନୋଜ ପ୍ରାଚୀନ ପାଲି ଭାଷାର ଦକ୍ଷିଣ ପୂର୍ବ ଅପଭ୍ରଂଶକୁ ଔଡ୍ରୀ ଅପଭ୍ରଂଶ କୁହାଯାଉଥିବାର ଅନେକ ପ୍ରମାଣ ମିଳେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ୍ରଜା ଵା ଉଡ୍ର ଵିଭାଷାର ଉଲ୍ଲେଖ ଅଛି ଯଥା: “ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ । ୬ ********** ଆଵନ୍ତୀ ଦାକ୍ଷିଣାତ୍ୟାଚ ତଥା…

କ’ଣ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ଗୋଟିଏ ଶବ୍ଦର ଅନେକ ରୂପ ଦେଖାଯାଏ । ଆମ କଳିଙ୍ଗ ଦେଶରେ ଵିଭିନ୍ନ ଅଞ୍ଚଳର ଶବ୍ଦଗୁଡ଼ିକର ମାନକିକରଣରୁ ମାନକ ଓଡ଼ିଆ ଭାଷା ପ୍ରତିଷ୍ଠିତ ହୋଇଅଛି ଏଵଂ ଏହାର ସୁନ୍ଦର ଉଦାହରଣ ହେଉଛି ପ୍ରଶ୍ନଵାଚକ କ’ଣ ଓ ତତ୍ ସମ୍ବନ୍ଧୀୟ ଅଵ୍ୟୟ ସମୂହ । ଓଡ଼ିଆ ଭାଷାରେ Whatର…

ଆମ ଓଡ଼ିଆ ଭାଷା

ଲେଖା: ଅମ୍ବିକା ପଟ୍ଟନାୟକ ଆମ ମାତୃଭାଷା ଓଡ଼ିଆ ଭାରତର ଷଷ୍ଠ ଶାସ୍ତ୍ରୀୟ ଭାଷା l ପାଲି ପ୍ରାକୃତ ସୌରସେନୀ ମାଗଧୀ ଦେଇ ସଂସ୍କୃତ ଭାଷା ଅନୁଗାମିନୀ l ଅଶୋକ ଖାରବେଳଙ୍କ ଶିଳାଲିପି ଠାରୁ ଆରମ୍ଭ କରି ଚର୍ଯାପଦ ସାରଳା ଦାସ, ପଞ୍ଚସଖା, ଦୀନକୃଷ୍ଣ, ଉପେନ୍ଦ୍ର ଭଞ୍ଜ, ରାଧାନାଥଙ୍କ ଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦୀର୍ଘଯାତ୍ରା l…

ଆଞ୍ଚଳିକ ବୋଲୀ

ଲେଖା: ଶିଶିର ସାହୁ ମନୋଜ ଲକ୍ଷ ଲକ୍ଷ ବ୍ଯକ୍ତି ବୋଲୀର ସମାହାରରେ ଆଞ୍ଚଳିକ ବୋଲୀ ଆଦିର ଗଠନ ଏବଂ ଅନେକାନେକ ଆଞ୍ଚଳିକ ବୋଲୀ ଏକତ୍ରିତ ହୋଇ ଏକ ଉପଭାଷା ବା ଭାଖା ଶୈଳୀ ସୃଷ୍ଟି ହୋଇଥାଏ ପୁଣି କେତେଗୋଟି ଭାଖାଶୈଳୀର ମାନକୀକରଣରୁ ଏକ ମାନକ ଭାଷା ପ୍ରକଟ ହୋଇଥାଏ । ଆମ ଦେଶର ନାରୀମାନେ ଶଶୁର…

ମଣିମା

ଲେଖା: ଶିଶିର ସାହୁ ମନୋଜ ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କଲାଵେଳେ ମଣିମା ଶବ୍ଦର ପ୍ରୟୋଗ ହୋଇଥାଏ । ଏହି ମଣିମା ଶବ୍ଦର ମୂଳକୁ ନେଇ ଅନେକ ମତ ରହିଛି । ଯଥା: ଆରଵୀ ମୂଳରୁ: ଆରଵୀରେ ମୁନିମା ଶବ୍ଦରୁ ମୁନିବ ଶବ୍ଦ ଆସିଅଛି । ଏହି ଶବ୍ଦରୁ ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧିତ ମଣିମା ଶବ୍ଦ ସୃଷ୍ଟି ହୋଇଥାଇପାରେ ।…

ନଗର

ଲେଖା: ଶିଶିର ସାହୁ ମନୋଜ ଆଜି ଭାରତଵର୍ଷରେ City ପାଇଁ ଵୈଦେଶିକ “ସହର” ଶବ୍ଦଟେ (ନଗର) ଆସି ବହୁପ୍ରଚଳିତ ହେଲାଣି । ପ୍ରାଚୀନ ଵୈଦିକକାଳରେ କିନ୍ତୁ ନଗର/ସହର ଓ ଗାଆଁ ଭେଦ ନଥିଲା ତେଣୁ ମାନବ ଆପଣା ଜନଵସତିକୁ ସାଧାରଣତଃ ଜନପଦ କହୁଥିଲା । ସମୟ ସହିତ ଗାଆଁ ନଗରର ଭେଦ ଉତ୍ପନ୍ନ ହେଲା । ଏମିତି…

ପ୍ରହେଳିକା

ଉପସ୍ଥାପନା: ଶିଶିର ସାହୁ ମନୋଜ କଟକ ନଗରକୁ ନେଇ ଆମ ଓଡ଼ିଆ ଚଳଣିରେ ପ୍ରଚଳିତ କିଛି ନାଁଦିଆ ଵା ପ୍ରହେଳିକା । ପ୍ରହେଳିକା ଗୁଡ଼ିକର ଉତ୍ତର ବନ୍ଧନୀ ମଧ୍ୟରେ ଦର୍ଶାଯାଇଛି । ୧. କଟକରୁ ଅଇଲା ଟୋକାଟାଏ ତା ମୁଣ୍ଡରେ ଟୋପାଟାଏ ।। (ତାଳ) ୨. କଟକରୁ ଅଇଲା ବାବୁ ତା ମୁଣ୍ଡରେ ଗୋଟାଏ ଆବୁ…

ଦାଦନ

ଲେଖା: ଶିଶିର ସାହୁ ମନୋଜ ଆଜିକାଲିରେ କିଛି ସରକାରୀ ଚାକିରିଆ, ଗଣମାଧ୍ଯମ ଓ ଧନିଘରର ଛୁଆ କୌଣସି ଵ୍ଯକ୍ତିର ବାହାର ରାଜ୍ଯରେ ଯାଇ କୌଣସି ବେସରକାରୀ ସଂସ୍ଥାରେ କାର୍ଯ୍ଯକରିବାକୁ ଦାଦନ ଖଟଣି କହିଦିଅନ୍ତି ! କିନ୍ତୁ ସତକଥା ହେଲା ଜଣେ ଓଡ଼ିଆ ଯଦି ଓଡ଼ିଶା ବାହାରେ କୌଣସି ଲିମିଟେଡ୍ ସଂସ୍ଥାରେ କାର୍ଯ୍ଯ କରେ ସେ ଆଦୌ…