Category ଆମ ଭାଷା ଓ ସାହିତ୍ୟ

ସତ୍ୟନାରାୟଣ ପୂଜା

ଲେଖା: ନିରଞ୍ଜନ ସାହୁ ~ ସତ୍ୟନାରାୟଣ ପାଲା ~ ଓଡ଼ିଶାର ପାଲା ବହୁ ପ୍ରାଚୀନ । ପରବର୍ତ୍ତୀ ସମୟରେ ସତ୍ୟପୀର ପାଲା ଓଡ଼ିଶାରେ ପ୍ରବେଶ କରିଥିବା ସହଜେ ଅନୁମେୟ । କିନ୍ତୁ ସତ୍ୟନାରାୟଣ ପାଲା , ଯାହା ଓଡ଼ିଶାର ଆତ୍ମା, ତାହାର ଉଦ୍ଭବ ଗଂଗବଂଶ ରାଜୁତି ସମୟର । ଗବେଷକ ନୀଳମଣି ମିଶ୍ରଙ୍କ ଏହି ଉକ୍ତିକୁ…

ଆମ ଲୋକସାହିତ୍ୟ

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ ‘‘ହାତ ଚାଖଣ୍ଡେ ଖୋଳିବ ଗାତ, ପତର ଖଣ୍ଡିକେ ନ ଦେବ ହାତ, ଚାଖଣ୍ଡେ ମାପି ଭାଙ୍ଗିବ ଭଣ୍ଡା, ତେବେ ସେ ଦେଖିବ କଦଳୀ ପେଣ୍ଡା ।” ଏମିତି ଆମ ଗାଁ ଗହଳିରେ କେତେ ବଚନ ଶୁଣୁ ! କଦଳୀ ଚାଷକୁ ନେଇ ଇଏ ଆମ #ଲୋକଗୀତ…

ଆମ ଲୋକସାହିତ୍ୟ

ଲେଖା: ବନ୍ଧନ ଦଳେଇ ~ ଆମ ଲୋକସାହିତ୍ୟ ~ “ଚଇତି ସକାଳ ନିର୍ମଳ ଜଳ, ଜଳେ ହସୁଛନ୍ତି କଇଁ କମଳ । ଦଳ ପିମ୍ପୁଡ଼ି ଡାହୁକ ଗର୍ଜନ, କୁମ୍ଭାଟୁଆ ହୁଁ ହୁଁ କରୁଚି ଶୁଣ । ବିଲ ମାଳେ ଗଲେ ଟିଁ ଟିଁ ଗାଇ, ଜାଲ ନେଇଗଲେ କେଉଟ ରାଇ।” (#ଚଇତିଘୋଡ଼ା_ଗୀତ) ଚଇତିଘୋଡ଼ା ଗୀତ !…

ଆମ ଲୋକସାହିତ୍ୟ

ଲେଖା: ବନ୍ଧନ ଦଳେଇ ~ ଆମ ଲୋକସାହିତ୍ୟ ~ ଇଏ ଆମ ଗାଁ ଗହଳିର ଅସିଆ କାଳର ମସିଆ କଥା ! ବେଳବୁଡ଼ି ଆସିଲା ବେଳକୁ ବଳଦ ଆଡ଼େଇ ଶଗଡ଼କୁ ଘରମୁହାଁ କରାଉଥିବ ଚଷାପୁଅ ! ଲହରା ସୁର ତା’ର ଭାସି ଆସୁଥିବ କାଇଁ କେତେ ଦୂରରୁ ! “ଦୂରକୁ ସୁନ୍ଦର ତ ପରବତମାଳ ଗାଆଁକୁ…

ଆମ ଲୋକସାହିତ୍ୟ

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ “ସାଧୁସନ୍ଥ ଜନଙ୍କର ପରମ କାରଣ ଦୁଷ୍ଟ ଜନଙ୍କର ଗର୍ବର ଗଞ୍ଜନ, ସନ୍ଥ ପ୍ରାଣୀଙ୍କର ଆରତ ତରୁଥିବ ରାମ ରାମ ବାଇଲେ କି ଛାଡିଯିବ ପାପ ଏ ଘଟରୁ ମୁକ୍ତ କର ହେ ପ୍ରଭୁ ରାମ ସଦା ତୁଣ୍ଡେ ନେଉ ଅଛି ତୁମ୍ଭରି ହେ ନାମ ।”…

ଆମ ଲୋକସାହିତ୍ୟ

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ “ଧର୍ମରୁ ଜୟ କେବଳ ଅଧର୍ମରୁ କ୍ଷୟ ଧର୍ମ ଥିଲା ପ୍ରାଣୀକୁ ନ ପଡେ ଅପ୍ରମେୟ। ଧର୍ମ ହିଁ କାଳେ କାଳେ ପଦାର୍ଥ କେତେ କାଳେ ସର୍ବେସିନା ଚଳିଯିବା ରହି କାଳବଳେ II *** *** *** *** ସତ୍ୟ ଲାଗି ହରିଶ୍ଚନ୍ଦ୍ର ଶ୍ମଶାନ ଜଗିଲେ, ସତ୍ୟ…

ବସନ୍ତ

ରଚନା: ଅମୃତେଶ ଖଟୁଆ ~ ବସନ୍ତ ~ ବସନ୍ତ ଉପରେ ଏକ ଛାନ୍ଦ, ରଚନା କରିଛନ୍ତି ଯୁବକବି ଅମୃତେଶ ଖଟୁଆ । ପାଠକଙ୍କ ଉଦ୍ଦେଶ୍ୟରେ କବିତାର ଟୀକା ନିମ୍ନରେ ପ୍ରଦାନ କରାଯାଇଛି । ଝଳି ବିତାନେ ଅଇଲା ଛୁରିଅନା ଅନା ନୟନ କିଶଳୟେ କେତକୀକଢି କି ଯମଦାଢ ଭାଙ୍ଗି ଭଙ୍ଗୀ ତୋଳୁଛି ଏକଲୟେ ପାଟଳୀ, ବସନ୍ତ…

ଉତ୍କଳ ଇତିହାସ

ଉପସ୍ଥାପନା: ଅରକ୍ଷିତ ପୃଷ୍ଟି ~ ଉତ୍କଳ ଇତିହାସ ~ ଉତ୍କଳମାତାଙ୍କର ସୁଯୋଗ୍ୟ ସନ୍ତାନ ଜାତିପ୍ରାଣ ବରେଣ୍ୟ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଅମର ଆତ୍ମାଙ୍କୁ କୋଟି ପ୍ରଣିପାତ ଜଣାଇ ଆସନ୍ତୁ ତାଙ୍କ ପ୍ରଣୀତ “ଉତ୍କଳ ଇତିହାସ”ରେ କଳିଙ୍ଗ ବୀରପୁତ୍ରମାନଙ୍କର ମହାଭାରତ ଯୁଦ୍ଧରେ ଅଂଶ ଗ୍ରହଣ ତଥା ବିରତ୍ୱ ପ୍ରଦର୍ଶନର ସୁନ୍ଦର ବର୍ଣ୍ଣନାକୁ ପାଠ କରିବା । ମହାଭାରତ…

ମୃଗତୃଷ୍ଣା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ମୃଗତୃଷ୍ଣା ଶବ୍ଦ ଓ ଓଡ଼ିଆ ଭାଷା~  ମୃଗତୃଷ୍ଣା ଶବ୍ଦଟି ଓଡ଼ିଶାର ଅନେକ ଲୋକେ ଜାଣି ନଥାଇ ପାରନ୍ତି କିନ୍ତୁ ଯେଉଁମାନେ ସାହିତ୍ୟିକ ଵା ସାହିତ୍ୟ ସମ୍ବନ୍ଧରେ ଜ୍ଞାନ ରଖନ୍ତି ସେମାନେ ଏ ଶବ୍ଦକୁ ନିଶ୍ଚିତ ଭାବରେ ଜାଣିଥିବେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମୃଗତୃଷ୍ଣା ଶବ୍ଦଟି…

ସବୁରି ଚିତ୍ତଚୋର

ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର ଉତ୍କଳମଣି ଗୋପବନ୍ଧୁ ଗଞ୍ଜାମରେ କୌଣସି ଏକ ପଲ୍ଲୀ ସଭାକୁ ଗଲାବେଳେ ଏକ କୌତୁକାଵହ ଘଟଣାଟିଏ ଘଟିଥିଲା । ଭିକ୍ଷାକରି ଚଳୁଥିଵା ଦୁଇଜଣ ବୁଢ଼ୀ ଗୋପବନ୍ଧୁଙ୍କୁ ସବାରିରେ ଯିଵା ଦେଖି ଜଣେ କିଏ ବର ଵିଭାହୋଇଯାଉଛି ବୋଲି ମନେକରି ସଭାକୁ ଯାଇଥିଲେ । ଉଭୟ ବୁଢୀ଼ ପରସ୍ପରରେ କଥା ହେଉଥାନ୍ତି ।…