Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାରେ Julus ଜାତୀୟ ପାଞ୍ଚ ଛଅ ପ୍ରକାରର ପୋକ ଦେଖାଯାଆନ୍ତି, ସେମାନଙ୍କୁ ସାମୁହିକଭାଵେ ତେଲୁଣି ପୋକ କୁହାଯାଏ । ତୈଳିନୀ ଶବ୍ଦର ଓଡ଼ିଆ ସମଦ୍ଧୃତ ରୂପ ତେଲୁଣି କିନ୍ତୁ ତେଲୁଣୀ ଲେଖାଗଲେ ଏ ଶବ୍ଦର ଅର୍ଥ ଆମ ଭାଷାରେ ତେଲିର ସ୍ତ୍ରୀଵାଚକ ହୁଏ । ସିଧା ଝାଙ୍କାଳିଆ ବୁଦା ଓ…
ଲେଖା: ଶିଶିର ସାହୁ ମନୋଜ ଯୁଗ ସହ ତାଳ ଦେଇ ସମାଜ ଓ ସଭ୍ଯତାରେ ପରିଵର୍ତ୍ତନ ଦେଖାଯାଏ । ସମାଜ ସହ ବଦଳେ ଉକ୍ତ ସମାଜରେ ପ୍ରଚଳିତ ଭାଷା ଓ ତହିଁର ଶବ୍ଦ ତଥା ତାହାର ଵ୍ଯଵହାର । ଆଜକୁ ପ୍ରାୟ ୧୦୦ ଵର୍ଷ ତଳେ ଭାରତରେ ଘୋଡ଼ା ମାନଙ୍କର ବହୁତ ଆଵଶ୍ଯକତା ଥିଲା, କିନ୍ତୁ…
ଲେଖା: ଶିଶିର ସାହୁ ମନୋଜ ପ୍ରାଚୀନ କାଳରୁ ଆଜିଯାଏଁ ନନା ଶବ୍ଦ ଵିଭିନ୍ନ ଅର୍ଥରେ ଵ୍ଯଵହୃତ ହୋଇ ଆସିଛି । ଵୈଦିକକାଳରେ ନନା ଶବ୍ଦ ମାତା, କନ୍ୟା ଓ ଵାକ୍ଯ ଅର୍ଥରେ ଵ୍ଯଵହୃତ ହେଉଥିଵା ଜଣାଯାଏ । ଋକଵେଦରେ ନନା ଶବ୍ଦ ମାତାଙ୍କ ଅର୍ଥରେ ଵ୍ଯଵହାର ହୋଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି ।…
ଲେଖା: ଶିଶିର ସାହୁ ମନୋଜ ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସାଧାରଣ ଅର୍ଥ ଉଲ୍ଲେଖ କରାଗଲା । ● ବାଂଝୀ; ବନ୍ଧ୍ଯା ● ବନ୍ଧ୍ଯା ଗାଭୀ ● ହସ୍ତିନୀ (ନାରୀ)…
ଲେଖା: ଶିଶିର ସାହୁ ମନୋଜ ଲୁଗାଦିର ମୁହୁଣ୍ଡାରେ ଲଗାଯାଇଥିବା ଝୁମ୍ପିକୁ ମରାଜି କୁହାଯାଏ । ଏହାକୁ ଝମ୍ପା ଓ ଝାଲର ମଧ୍ୟ କୁହାଯାଏ । ଇଂରାଜୀ ଭାଷାରେ ମରାଜିକୁ Tassel କୁହନ୍ତି । ଏହା ବସ୍ତ୍ରାଦିରେ ପାଟଫୁଲି ପରି ପେନ୍ଥାପେନ୍ଥା ଓ କେରାକେରା ହୋଇ ତଳକୁ ଓହଳି ଥିବା ଅଳଙ୍କାର ସଦୃଶ୍ୟ ଦୃଶ୍ୟ ହୁଏ ବୋଲି…
ଲେଖା: ଶିଶିର ସାହୁ ମନୋଜ ଭାରତ ଉପମହାଦେଶ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଖପରଖାଇ ବୋଲି ଗୋଟିଏ ଜଳଚର ପକ୍ଷୀ ଦେଖାଯାଏ । ଏହି ଖପରଖାଇ ପକ୍ଷୀର ଵୈଜ୍ଞାନିକ ନାମ―Anhinga melanogaster ଏଵଂ ସାଧାରଣ ଇଂରାଜୀ ନାମ oriental darter, indian darter ଓ snakebirds କୁହାଯାଏ । ଖପରଖାଇକୁ ପେଙ୍ଗୁଇନ, ବତକ ଓ ହଂସ…
ଲେଖା: ଶିଶିର ସାହୁ ମନୋଜ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏଘାନ୍ତି, ଘାନ୍ତି ଓ ଘାନ୍ତେ ଇତ୍ୟାଦି ଶବ୍ଦ ଵ୍ଯଵହାର ହୋଇଥିଵା ଦେଖାଯାଏ । ଓଡ଼ିଆ ଭାଷାରେ ଏଘାନ୍ତି ଶବ୍ଦଟି ଏଥରକ, ଏକ୍ଷଣି, ଵର୍ତ୍ତମାନ ଓ ଏକାଥରକେ ଇତ୍ୟାଦି ଅର୍ଥରେ ଏକ ଦେଶଜ ଅଵ୍ଯୟ ଭାଵେ ଵ୍ଯଵହାର ହେଉଥିଲା । ଏତତ୍ ଓ ଘାତ ଶବ୍ଦ ଯୁକ୍ତ…
ଲେଖା: ଶିଶିର ସାହୁ ମନୋଜ ଅନେକ ଓଡ଼ିଆ ଶବ୍ଦ ହଜି ହଜି ଯାଉଛି । କାଳସ୍ରୋତରେ ହଜିଵାକୁ ବସିଥିଵା ଓଡ଼ିଆ ଶବ୍ଦଟିଏ ବୁଙ୍ଗା । ଥରକେ ପାଟି ଭର୍ତ୍ତିହେଵା ପରିମିତ ଖାଦ୍ଯ ଦ୍ରଵ୍ଯ ଵା ବଡ଼ ଗୁଣ୍ଡାକୁ ବୁଙ୍ଗା କୁହାଯାଏ । ଯେପରିକି: “ବୁଙ୍ଗାଏ ମୁଢ଼ି ପାଟିରେ ପୂରେଇ ସେ ଦଉଡ଼ିଗଲା ।” ବୁଙ୍ଗା ଶବ୍ଦଟି…
ଲେଖା: ଶିଶିର ସାହୁ ମନୋଜ ଏଇ ମିଶି ଶବ୍ଦଟି କେବେ ଥିଲା ମାନକ, ଆଜି କିନ୍ତୁ ଆଞ୍ଚଳିକ ! ପ୍ରାଚୀନ ଓଡ଼ିଆ ଭାଷାରେ ‛ଏଵଂ’ ସ୍ଥାନରେ ଆଗେ ଵ୍ୟଵହାର ହେଉଥିଲା ‛ମିଶି’ ଶବ୍ଦ । ସମ୍ଭଵତଃ ଦୁଇଗୋଟି ଵାକ୍ଯକୁ ଏକାଠି ମିଶା ଯାଉଥିଵା ହେତୁ ‛ମିଶା’ ଶବ୍ଦର ଆନରୂପ ‛ମିଶି’ ହିଁ ଏଠାରେ ‛ଏଵଂ’ ଭଳି…
ଲେଖା: ଶିଶିର ସାହୁ ମନୋଜ ସମୟ ସହ ଗୋଟିଏ ସମାଜ ଓ ତତ୍ ସମ୍ପର୍କିତ ଭାଷାରେ ଅନେକ ଛୋଟବଡ଼ ପରିଵର୍ତ୍ତନ ଦେଖାଦେଇଥାଏ । ମହାଭାରତୀୟ ସମାଜ ତଥା ଜଗନ୍ନାଥ ସଂସ୍କୃତିରେ ମଧ୍ୟ ଗତ ଦୁଇଶତ ଵର୍ଷ ମଧ୍ୟରେ ଅନେକାନେକ ପରିଵର୍ତ୍ତନ ହୋଇଛି । ସମାଜ ଓ ଦେଶ ସହ ସେଠାକାର ଭାଷା ମଧ୍ୟ ଅଙ୍ଗାଙ୍ଗୀ ଭାଵେ…