Category ଖେଳ ଓ ମନୋରଞ୍ଜନ

ଧାଡ଼ି ଧୁକୁଡ଼ି

ଲେଖା: ଅମ୍ବିକା ପଟ୍ଟନାୟକ ~ ହଜିଯାଉଥିବା ଖେଳ – ଧାଡ଼ି ଧୁକୁଡ଼ି ~ ଦିନ ଥିଲା ଗଞ୍ଜାମର ଗ୍ରାମାଞ୍ଚଳରେ ଏକ ପ୍ରକାର ବୁଦ୍ଧିର ଖେଳ ହେଉଥିଲା । ବିନା ଖର୍ଚ୍ଚରେ ଘରୁଆ ଖେଳ । ଖଣ୍ଡେ ଚକ ଖଡ଼ି କିଛି ଭଙ୍ଗା ଚୁଡ଼ି ଆଉ ଦୁଇ ଜଣ ବ୍ୟକ୍ତି । ସାନ ବଡ଼ ହୋଇ ତିନୋଟି…

ବରଡ଼ାପେଣ୍ଡୁ

ଲେଖା: ଶିଶିର ସାହୁ ମନୋଜ ~ ହଜିଯାଉଛି ପାରମ୍ପରିକ ବରଡ଼ା ପେଣ୍ଡୁ ~ ପ୍ରାଚୀନ କାଳରୁ ଭାରତରେ ପେଣ୍ଡୁ ଖେଳ ଥିଵାର ପ୍ରମାଣ ମହାଭାରତ ଓ ଏହାର ଉଚ୍ଛିଷ୍ଟ ପର୍ଵ ହରିଵଂଶପର୍ଵରୁ ଜଣାଯାଏ । ପୁରାଣ କଥାନୁସାରେ ଶ୍ରୀକୃଷ୍ଣ ତାଙ୍କର ବନ୍ଧୁମାନଙ୍କ ସହ saven stone game ଵା ସପ୍ତପ୍ରସ୍ତର କ୍ରୀଡ଼ାଦି ଖେଳୁଥିଲେ । ପାଣ୍ଡଵମାନଙ୍କ…

ବାଡି଼ଡିଆଁ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଓଡ଼ିଶାର ନିଆରା ବାଡି଼ଡିଆଁ ଵା ବାଡି଼ ଡେଗେନ୍ ଖେଳ ~ ବାଡି଼ଡିଆଁ ଖେଳ ଓଡ଼ିଶାର ଏକ ପାରମ୍ପାରିକ ମୁକ୍ତପ୍ରାଙ୍ଗଣର କ୍ରୀଡ଼ା। ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ବାଡି଼ଡିଆଁ ଖେଳକୁ ବାଡ଼ିଡେଗେନ୍ କୁହାଯାଉଥିଵା ବେଳେ ନୂଆପଡ଼ା ଜିଲ୍ଲାରେ ଏ ଖେଳକୁ ବାଡି଼ଡେଙ୍ଗାନୀ କୁହାଯାଇଥାଏ ବୋଲି କଥିତ ଓଡ଼ିଆ…

ଖମଖମାଲୋ

ଲେଖା: ଶିଶିର ସାହୁ ମନୋଜ ପଶ୍ଚିମ ଓଡ଼ିଶାର ଲୁପ୍ତ ଖେଳ ଖମଖମାଲୋ ! ଗଡ଼ଜାତ ଓଡ଼ିଶାରେ ପୂର୍ଵେ ‘ଖମଖମାଲୋ’ ବୋଲି ଏକ ଖେଳ ଖେଳାଯାଉଥିଲା । ସାଧାରଣତଃ ଏହା ପିଲାମାନଙ୍କର ଖେଳ ଏଵଂ ଖମ୍ବ ଵା ଖୁମ୍ବ ଏ ଖେଳର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥିଵାରୁ ଏହାର ନାମ ଖମଖମାଲୋ ରଖାଯାଇଥିଲା । ଏ ଖେଳର…

ଓଡ଼ିଆ ଖେଳ

ଗବେଷଣା ଓ ଉପସ୍ଥାପନା: ଲେଖା: ଶିଶିର ସାହୁ ମନୋଜ ~ ଆମ ଓଡ଼ିଆ ଖେଳ ~ ଓଡ଼ିଶାର ଗଡ଼ଜାତରେ କାଣ୍ଠଡ଼ା ଚୋର ନାମରେ ଏକ ଓଡ଼ିଆ ଖେଳ ଖେଳାଯାଏ ‌ । ଅଞ୍ଚଳ ଭେଦରେ ଏହି ଖେଳକୁ ‘ପଣସି ଗୋଛା’, ‘କୁକୁର ଚୋର୍’, ‘କାକରୀ ଚୋର’ ଆଦି କୁହାଯାଏ । ‘କଣ୍ଠଡ଼ା ଚୋର’ ମଧ୍ୟରେ ଥିଵା…

ପୁଚିଖେଳ

ଲେଖା: ଦେଵ ତ୍ରିପାଠୀ କୁଆଁର ପୁନେଇଁ ରାତି ! ଜ୍ୟୋତ୍ସ୍ନା ମାୟାରେ ବର୍ଷାଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନରେ ମନ ଆଜି ମତୁଆଲା ! ଉଚ୍ଚାଟ ଆଜି କୁଆଁରୀ ଝିଅଙ୍କ ମନ ! ଦିଗବଳୟର ମଥାନକୁ ରୂପାଥାଳି ପରି ପୂର୍ଣ୍ଣମୀର ଜହ୍ନ ଉଠିଲା ବେଳକୁ, ଶଂଖ, ହୁଳହୁଳି ଶବ୍ଦରେ ଉଛୁଳିପଡ଼ିବ ଗାଁ ଦାଣ୍ଡ !…

ବାଘଛେଳି ଖେଳ

ଲେଖା: ଶିଶିର ସାହୁ ମନୋଜ ନବେ ଦଶକର ଛୁଆ ନିଶ୍ଚୟ ଏଇ ଖେଳ ଖେଳିଥିବେ । ଗାଆଁରେ ଆଜି ବି ପିଲାଏ ଏ ଖେଳ କାଁ ଭାଁ ଖେଳିଥାଆନ୍ତି । ଢେଙ୍କାନାଳରେ ଏ ଖେଳକୁ “ବାଘଛେଳି ଖେଳ” କୁହାଯାଏ । କେଉଁଠି କେଉଁଠି ବାଘବଜାରି ମଧ୍ୟ କୁହାଯାଇଥାଏ । ବଡ଼ ଗୋଡ଼ିକୁ ବାଘ ଓ ଛୋଟ…

ଆକାଶବାଣୀ କଟକ

ଲେଖା: ଦେଵ ତ୍ରିପାଠୀ ଆକାଶବାଣୀ ।  ଖବର ପଢୁଛନ୍ତି ଯତୀନ୍ ଦାସ୍ । ଅଶୀ ଦଶକର କଥା । ଗୌରୀଶଙ୍କର ପାର୍କ ପଢିହାରୀ ପାଠାଗାର ଛାତରେ ସ୍ଥାପିତ ମାଇକ୍’ରୁ ଭାସିଆସେ ସାନ୍ଧ୍ୟକାଳୀନ ସମ୍ବାଦ, ଏକ ଗୁରୁଗମ୍ଭୀର ସମ୍ଭ୍ରାନ୍ତ ସ୍ବରରେ . .  “ଆକାଶବାଣୀ କଟକ !  ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ସିଂ . .…

ବାରବାଟୀ ରାଫେଲ

ଲେଖା: ଶଶାଙ୍କ ତରାଇ କିଛି ଇତିହାସ ଏମିତି ରଚାଯାଇଛି ଯାହା ଆଜି ଯାଏଁ ଜୀବିତ, ତାହାରି ଭିତରୁ ଗୋଟିଏ ଇତିହାସ ହେଉଛି କଟକ ବାରବାଟୀ ଷ୍ଟାଡିୟମର ଇତିହାସ । ତେବେ ଏଥିରେ କଣ ଇତିହାସ ଅଛି ? ବାରବାଟୀ ଷ୍ଟାଡିୟମ୍’କୁ ତ ସମସ୍ତ ଜାଣନ୍ତି ଏବଂ ତାହାରି ପାଇଁ ଓଡ଼ିଶାରେ କଟକ କ୍ରୀଡା ରାଜଧାନୀ ହୋଇଥିଲା…