Category ଆମ ଚଳଣି

ବଲୁରିଆ

ଲେଖା: ଅକ୍ଷୟ ଓଝା ବଲୁରିଆ ଏକ ବହୁ ପ୍ରାଚୀନ ଗ୍ରାମ । ଏହି ଗ୍ରାମଟି ଛୋଟ ଛୋଟ ଭାଗରେ ବିଭକ୍ତ । ତଳ ବଲୁରିଆ, ଉପର ବଲୁରିଆ, ମହଲକଣ, ଜଲ୍ଲାକୁଳ ଇତ୍ୟାଦି । ବଲୁରିଆ ନାମକରଣ ସହିତ ପ୍ରାଚୀନ ଦଧିବାମନ ଜୀଉଙ୍କ ଅବସ୍ଥାନ ଏକ ରହସ୍ୟମୟ ଅଧ୍ୟାୟ । କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳ ବହୁଦିନ…

କାଞ୍ଜି

ଲେଖା: ଅମ୍ବିକା ପଟ୍ଟନାୟକ “ତହୁଁ କାଞ୍ଜି ଗଲା ଖରେ, ଯାଇ ପଶିଲା ସେ ଗଉଡ଼ ଘରେ ଏଣେ ଗଉଡ଼ୁଣୀ ତେଣେ ଗଉଡ଼ କାଞ୍ଜିକି ଦେଲେ ବାହୁଙ୍ଗି ମାଡ଼ କି ବାହୁଙ୍ଗି ମାଡ଼ l ତହୁଁ କାଞ୍ଜି ଗଲା ଖରେ ଯାଇ ପଶିଲା ସେ କରଣ ଘରେ କରଣ ଘରେ ଦେଖି କଲମ କା.. ଞ୍ଜି.. ର…

ଓଡ଼ିଆଣୀ

ରଚନା: ଇଂ ବିଜୟ କେତନ ସାହୁ ମଗଧେ, ମୈଥିଳେ, ଅଙ୍ଗେ, ବଙ୍ଗେ, ପୁଣି                       ଦେଖିଛି କେତେ ସୁନ୍ଦରୀ, ଏ ଯୋଷା‐ଚରଣ ଘସା ପଥରକୁ                     ନୋହିବେ ଟି କେହି ସରି ।। ଆନ ନାରୀ ସିନା ମର୍ତ୍ତ୍ୟର ତଟିନୀ,                     ଏ ଯେ ମନ୍ଦାକିନୀ ଧାରା । ଆନ ନାରୀ ସିନା ମର୍ତ୍ତ୍ୟର କୁସୁମ,…

ରଜ ପରା

ରଚନା: ତରୁଣ ରଥ                       ୧             *** ୨୦ ଅଛି, ୨୧ ଅଛି, ବାଇଶି.. କ’ଣ ଏଇନେ ଆସୁଛ, ଭଲ ଜିନିଷ କ’ଣ ସବୁ ଆଣିଥିବ, ‘ଭାଇ ମୋ ପାଇଁ ଜାଗାଟେ ରଖିଥା’ ଲୁଙ୍ଗିଟା ପାଲଟି ଆସୁଛି’। ଭାଇ ଆସିଲା ବେଳେ ପାନ ଚାରିଟା ଆଣିବ। ବରଗଛ ଚାନ୍ଦିନୀରେ ଜମି ଉଠିଛି ତାସ୍…

ଗାଈପାଳି

ଲେଖା: ଅକ୍ଷୟ ଓଝା ସକାଳ ଆଠଟା ବାଜିଲେ ଗାଈଆଳ ଗାଁ ଦାଣ୍ଡରେ ଆବଜ ଲଗାଏ ଗାଈପାଳି ଦିଅ । ବାସ୍ ! ଖୁଣ୍ଟରେ ବନ୍ଧା ହୋଇଥିବା ଗାଈ ମାନେ ଉଠି ଛିଡ଼ା ହେଇପଡ଼ନ୍ତି । ହମ୍ବାରଡ଼ି ଛାଡ଼ନ୍ତି । ସମସ୍ତେ ନିଜ ନିଜ ଗାଈ ଖୋଲି ଦିଅନ୍ତି । ଏକ ଝୁଣ୍ଡରେ ଗାଈ ମାନେ ବାହାରି…

ଆମ ଗାଁ ନଈ ଘାଟ   

ଲେଖା: ଅକ୍ଷୟ ଓଝା ଆମ ପିଲାବେଳେ ଆମ ଅଞ୍ଚଳର ବ୍ରାହ୍ମଣୀ ନଦୀରେ ପୋଲ ନଥିଲା । ଆମେ ଘାଟ ପାର ହୋଇ ଆମ ପାଖ ବଜାର ପଟ୍ଟାମୁଣ୍ଡାଇ ଯାଇଥିଲୁ । ଛୋଟ ବେଳେ ପାଦରେ ଚାଲି ଚାଲି ଯାଇଥିଲୁ କାହାରି ସହିତ । ଛୋଟ ପିଲା ବୋଲି ଏକୁଟିଆ ଯିବା ମନା ଥିଲା। ଘରଠୁ ତିନି…

ଆମ ଗାଁ ଠାକୁରାଣୀ

ଲେଖା: ଅକ୍ଷୟ ଓଝା ପ୍ରତ୍ୟକ୍ଷ ଦେବୀ ଆମ ଗାଁ ଠାକୁରାଣୀ । ଗାଁରେ ବିପତ୍ତି ପଡ଼ିଲେ ସମସ୍ତେ ଧାଇଁ ଯାଉଥିଲେ । ଅଧିଆ ପଡି ଯାଉଥିଲେ ମା’ଙ୍କ ଦରବାରରେ । ମା’ ଶାନ୍ତ ହେଉଥିଲେ । ତାପରେ ଗାଁରୁ ହଇଜା, ଝାଡାବାନ୍ତି ରୋଗବୈରାଗ ଦୂର ହେଇଯାଉଥିଲା ବୋଲି ଆମ ଜେଜେ ବାପା ପିଲାଦିନେ ଆମକୁ କହୁଥିଲେ…

ଗ୍ରାମ୍ୟ ସଂଯୋଗ ସଡ଼କ

ଲେଖା: ଅକ୍ଷୟ ଓଝା     ପ୍ରକୃତି କୋଳରେ ବସି ଥିବା ପଲ୍ଲୀ ଅଞ୍ଚଳରେ କିଛି ଦୂରତା ବ୍ୟବଧାନରେ ଗାଆଁଟିଏ ପରେ ଗାଆଁ । ସାଇକେଲରେ କିମ୍ବା ପାଦ ଚଲା ରାସ୍ତାରେ ଯାଇ ପରିଜନ ମାନଙ୍କୁ ମିଳିବା ଓ ବନ୍ଧୁ କର୍ତ୍ତବ୍ୟ ପୁରା କରିବା ଏକ ଅଭିନ୍ନ ଅଙ୍ଗ ହେଇଥାଏ ଗ୍ରାମ୍ୟ ଜୀବନରେ । ଆମ ଗାଆଁରୁ…

ବଉଳ

ଲେଖା: ଅମ୍ବିକା ପଟ୍ଟନାୟକ ~ ବଉଳ: ବିଲୁପ୍ତି ପଥେ ବନ୍ଧୁତ୍ୱର ଅନନ୍ୟ ପରମ୍ପରା ~ “ଆ ବଉଳ ବୋହୁବୋହୁକା ଖେଳ ଖେଳିବା ମିଛି ମିଛିକା ବାଡ଼ୁଅ ସୁତା ସଜ କରିବା l ***    ***    ***    ***    ***    ତୋ କୁଲେଇ ମୋ କୁଲେଇ ପେଡ଼ିରେ ସାଇତି ଦେବା…

କୁମାର ପୂର୍ଣ୍ଣିମା

ଲେଖା: ଅକ୍ଷୟ ଓଝା   ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନ‌ଙ୍କର ପର୍ବ ରୂପେ ବିବେଚନା କରାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସ‌ହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା…