Category ସଂସ୍କୃତି ଓ ପରମ୍ପରା

ରାବଣଛାୟା 

ଲେଖା: ଦେଵ ତ୍ରିପାଠୀ ଗାଁ ମୁଲକର ସଞ୍ଜ ସତରେ ନିଆରା, ଅଭୁଲା । ସାରାଦିନର ଅକ୍ଲାନ୍ତ ପରିଶ୍ରମ ପରେ ଘରକୁ ଫେରନ୍ତି ଚଷାଭାଇମାନେ, ଖଟିଖିଆ ମାନେ, ପକ୍ଷୀମାନେ ହୋଇ ଯା’ନ୍ତି ନୀଡ଼ ମୁହାଁ । ଘଣ୍ଟଘଣ୍ଟା ଓ କରତାଳ ମିଶା ହରିଭଜନ ଭାସିଆସେ ଅଦୂରର କେଉଁ ମନ୍ଦିର କି ଗ୍ରାମଦେବତୀ ପୀଠରୁ । ସହରରେ ସିନା…

ଡାଲଖାଇ

ଓଡ଼ିଶାରେ ଲୋକନାଟ୍ୟ, ନୃତ୍ୟ ପରମ୍ପରା ବହୁ ପୁରାତନ ଓ ପାରମ୍ପରିକ ଅଟେ।ଆମ ରାଜ୍ୟର ସଂସ୍କୃତି, କଳା ଓ ଧର୍ମଧାରଣାର ଏହା ଏକ ସମନ୍ୱିତ ରୂପବିଭବ। ସହସ୍ରାଧିକ ଲୋକମାନଙ୍କର ମନୋରଞ୍ଜନ ନିମନ୍ତେ ଉଦ୍ଦିଷ୍ଟ। ଗ୍ରାମବହୁଳ ଓଡ଼ିଶାର ଜୀବନଯାତ୍ରା ସହ ଜଡ଼ିତ ମେଳା ମହୋତ୍ସବ ମାନଙ୍କରେ ସାମୟିକ ଆନନ୍ଦ ପାଇଁ ଏହି ଲୋକନୃତ୍ୟ ମାନ ଅନୁଷ୍ଠିତ ହୋଇଥାଏ . .

କୁଆଁର ପୁନେଇଁ

ଲେଖା: ଦେଵ ତ୍ରିପାଠୀ ଆଶ୍ଵିନ ଶୁକ୍ଳପକ୍ଷର ଜ୍ୟୋତ୍ସ୍ନା ମାୟାରେ ବର୍ଷା ଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନ ମଧ୍ୟ ହୋଇ ଉଠେ ମତୁଆଲା, ଆଉ କୁଆଁରୀ ଝିଅଙ୍କ ମନ ହୋଇ ଯାଏ ଉଚ୍ଚାଟ, ସ୍ନାୟୁର ସୌଧ ଯେମିତି ଭାଙ୍ଗି ଭାଙ୍ଗି ଯାଏ, ମନ ଚାହେଁ ଜ୍ୟୋସ୍ନା ପ୍ଲାବିତ, ପୁଲକିତ ରଜନୀ ଉଜାଗର ରହି ବିତାଇବାକୁ…

ନବଗୁଞ୍ଜର 

ଶୁଦ୍ରକବି ସାରଳା ଦାସ ମହାଭାରତର କଥାବସ୍ତୁକୁ ଉତ୍କଳୀୟତାରେ ଭରିଦେଇଛନ୍ତି। ସେ ଓଡି଼ଆ ମହାଭାରତରେ ଅନେକ ମୌଳିକ ଉପାଖ୍ୟାନ ସଂଯୋଜିତ କରିଛନ୍ତି ଯାହା ସଂସ୍କୃତ ମହାଭାରତ କିମ୍ବା ଅନ୍ୟ କୌଣସି ପୁରାଣ ଗ୍ରନ୍ଥରେ ଦେଖିବାକୁ ମିଳେନାହିଁ। ନବଗୁଞ୍ଜର ଉପାଖ୍ୟାନ ମଧ୍ୟ ଆଦିକବିଙ୍କର ସେହିପରି ଏକ ନୂତନ କଳ୍ପନା . .

ମହାଲକ୍ଷ୍ମୀ ପୂଜା

ମାର୍ଗଶୀରମାସ ଶସ୍ୟ ଅମଳର ଚୂଡ଼ାନ୍ତ ପର୍ଯ୍ୟାୟ । କେଦାରେ କେଦାରେ ପକ୍ୱଧାନର ସୁନାରଙ୍ଗୀ ଢେଉ । ଆକାଶ ଥାଏ ମେଘମୁକ୍ତ, ଦକ୍ଷିଣାୟନ ସୂର୍ଯ୍ୟର କଅଁଳ ଉତ୍ତାପ, ପବନରେ ଶୀତାର୍ତ୍ତ ଶୁଷ୍କତା । ପୁଷମାସ ସୁଦ୍ଧା ଫସଲ ଅମଳ ସମୁଦାୟ ଶେଷ । ସେଥିପାଇଁ ଆମର ପ୍ରବାଦଟିଏ ଅଛି 'କାହାର ପୁଷମାସ, କାହାର ସର୍ବନାଶ'। ପୁଷମାସରେ ମହାଲକ୍ଷ୍ମୀ ପ୍ରାୟ କାହାରିକୁ ଅନାହାରରେ ରଖନ୍ତି ନାହିଁ । ସୁତରାଂ ଏହାର ଅବ୍ୟବହିତ ପୂର୍ବରୁ ଲକ୍ଷ୍ମୀ ଉପାସନାର ବେଳା . .

ଗଞ୍ଜପା

ଗଡ଼ଜାତ ଅଞ୍ଚଳର କ୍ଷୁଦ୍ରନଗରୀ ସୁବର୍ଣ୍ଣପୁରକୁ ୟୁରୋପ ଏବଂ ଆମେରିକାର କଳାପ୍ରେମୀଙ୍କ ମଧ୍ୟରେ ପରିଚିତ କରାଇଥିଲା ଗଞ୍ଜପା । ଘୁମେଇ ପଡ଼ିଥିବା ଏଇ ସ୍ବର୍ଣ୍ଣମୟୀ ସୁବର୍ଣ୍ଣପୁର ସମୁଜ୍ଜ୍ୱଳ ହୋଇ ଉଠିଥିଲା ବିଦେଶିନୀ କଳାଗବେଷକ ଜୋଆନା ଉଇଲିଅମସଙ୍କ ଆନ୍ତରିକ ଉଦ୍ୟମରେ . .

ପ୍ରହ୍ଲାଦନାଟକ

ଗାଁରେ ତିନୋଟି ମନ୍ଦିର, ଗୋଟିଏ ପଟେ ମହାଦେବ, ଅନ୍ୟପଟେ ମହାବିଷ୍ଣୁ । ମନ୍ଦିର ଦୁଇଟିକୁ ଦେଖିଲେ ଗାଁଟିର ପ୍ରାଚୀନ ବାସ୍ତୁକଳାକୁ କାଳର ଅବକ୍ଷୟ ସ୍ପର୍ଶ କରି ନ ଥିବା ପରି ମନେହୁଏ । ହାତଗଣତି କେତୋଟି ପରିବାରକୁ ନେଇ ଗଢ଼ିଉଠିଥିବା ଲୋକସଂସ୍କୃତିର ମନ୍ଦିର "ପ୍ରହ୍ଲାଦନାଟକ ପୁଞ୍ଜା", ଏହା ହିଁ ସେ ଗାଁର ତୃତୀୟ ମନ୍ଦିର . .

ଜାନୁଘଣ୍ଟ

ଉପସ୍ଥାପନା: ଦେଵ ତ୍ରିପାଠୀ “ସାଧୁସନ୍ଥ ଜନଙ୍କର ପରମ କାରଣ ଦୁଷ୍ଟ ଜନଙ୍କର ଗର୍ବର ଗଞ୍ଜନ, ସନ୍ଥ ପ୍ରାଣୀଙ୍କର ଆରତ ତରୁଥିବ  ରାମ ରାମ ବାଇଲେ କି ଛାଡିଯିବ ପାପ ଏ ଘଟରୁ ମୁକ୍ତ କରହେ ପ୍ରଭୁ ରାମ ସଦା ତୁଣ୍ଡେ ନେଉ ଅଛି ତୁମ୍ଭରି ହେ ନାମ ।” ମାଣବସା, ସୁଦଶାବ୍ରତ, ବାଟଓଷା ଭଳି ବ୍ରତ…

ଶିବଶୟନ ଚତୁର୍ଦ୍ଦଶୀ 

ଲେଖା: ଅରବିନ୍ଦ ମହାନ୍ତି  ଆଷାଢ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି। ଶିବଶୟନ ଚତୁର୍ଦ୍ଦଶୀ । ଏହା ମହାପ୍ରଭୁ ଲିଙ୍ଗରାଜଙ୍କ ଶୟନ ଉତ୍ସବ ଅଟେ। ଏହା ମହାପ୍ରଭୁଙ୍କ ମୁଖ୍ୟ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଅଟେ। ଭଗବାନ ବିଷ୍ଣୁଙ୍କ ପରି ମହାଦେବ ମଧ୍ୟ ଚାରିମାସ କାଳ ଶୟନ କରିଥାନ୍ତି। ଏହା ଆଷାଢ ଶୁକ୍ଳ ଚତୁର୍ଦ୍ଦଶୀରୁ ଆରମ୍ଭ ହୋଇ…