Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଶିବାଶିଷ ମହାପାତ୍ର ନୂଆପଡ଼ା ଜିଲ୍ଲାର ଐତିହାସିକ ବିଜୟଗଡ଼ର ଛତର ଯାତ୍ରା । ପଶ୍ଚିମ ଓଡ଼ିଶାର ମନ୍ଦିର, ମାଳଭୂମି, ଜଙ୍ଗଲର ରହିଛି ଏକ ବିଶେଷ ଆକର୍ଷଣ । ଦୈବୀ ସଂସ୍କୃତି ପରମ୍ପରା ଏହି ଅଞ୍ଚଳର ମୁଖ୍ୟ ଉପାସନା । ଏହି ଦୈବୀ ଉପାସନା ତଥା ଆଦିବାସୀ ପରମ୍ପରା ତଥା ଚଳଣୀ କାହିଁ କେଉଁ ଆବାହମାନ କାଳରୁ…
ଲେଖା: ଶିବାଶିଷ ମହାପାତ୍ର ତନ୍ତ୍ର, ମନ୍ତ୍ର, ଯନ୍ତ୍ରର ଏକ ପ୍ରମୁଖ ସ୍ଥାନ ସୁବର୍ଣ୍ଣପୁର ସହର । ଅଷ୍ଟଚଣ୍ଡୀ, ଅଷ୍ଟବିଷ୍ଣୁ, ଅଷ୍ଟଶମ୍ଭୁ ତଥା ଅଷ୍ଟମହାବୀରଙ୍କ ପୀଠ ବୋଲି ଏହା ବିବେଚିତ । ପଶ୍ଚିମ ଲଙ୍କା ଭାବରେ ଏହା ପ୍ରସିଦ୍ଧ ତଥା ବୀର ପର୍ଶୁରାମଙ୍କ ମାଟି ବୋଲି ମଧ୍ୟ ପରିଚିତ । ତିନି ଗୋଟି ନଦୀର ସଙ୍ଗମ ପାଇଁ…
ଲେଖା: ଶିବାଶିଷ ମହାପାତ୍ର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏହା କେବଳ ଏକ ପର୍ବ ନୁହେଁ ଏହା ହେଉଛି ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରା,ଐତିହ୍ୟ ତଥା ଗୈାରବମୟ ଇତିହାସର ଏକ ରୂପ । ଓଡ଼ିଶାରେ ଜଗନ୍ନାଥ ହେଉଛନ୍ତି ଆରାଧ୍ୟ ଦେବତା କିନ୍ତୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଦେବୀଙ୍କୁ ଉପାସନା କରାଯାଏ…
ଲେଖା: ଶିବାଶିଷ ମହାପାତ୍ର ଡାଲଖାଇରେ ଡାଲଖାଇରେ ଘଡି଼ ମାରି ଉଦେ ଦଶରା ଜହ୍ନ କୁଆରିଁ ଟୁକେଲ ମାନଙ୍କର୍ ମନ ଉଛନ ଫୁଲଫୁଟି କେଡେ ସୁନ୍ଦର ଦିଶେ ଫୁଲେଫୁଲେ ସଜା ହେଇଛେ ସତେ ଶହେଆଠ ଦୁବ ଚାଉଲ ଧରି ଡାଳଖାଇ ଦେବୀକି ବନ୍ଦେଇ କରି କୁଆରିଁ ଟୁକେଲ ମାନେ ଧନରେ ସତେ କାଏଁ ଉପାସ କରି ମାଆ…
ଲେଖା: ଶିବାଶିଷ ମହାପାତ୍ର ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦେଖାଯାଏ ଦେବୀପୂଜା । କାହିଁ କେଉଁ ଆବହମାନ କାଳରୁ ଏଠାରେ ବାସ କରୁଥିବା ଆଦିମ ଅଧିବାସୀମାନେ ନିଜର ସୁଖଦୁଃଖ, ହାରିଗୁହାରୀ ସମୟରେ କରିଥାନ୍ତି ଦେବୀ ଉପାସନା ତଥା ଦେବୀଙ୍କ ସାନ୍ନିଧ୍ୟ ଲାଭ ପାଇଁ ତଥା ଦେବୀଙ୍କୁ ଖୁସି କରିବା ପାଇଁ ଦେଇଥାନ୍ତି ନର, ପଶୁ ଅବା…
ଉପସ୍ଥାପନା: ବିଷ୍ଣୁମୋହନ ଅଧିକାରୀ ଓଡ଼ିଶାରେ ଶାକ୍ତ, ଶୈବ ଓ ବୈଷ୍ଣବ ପର୍ବଭଳି ସୌର ଉପାସନା ମଧ୍ୟ ଭାରି ଆଦୃତ। ପୌଷ ରବିବାର, ଶାମ୍ବ ଦଶମୀ, ତିଳ ସପ୍ତମୀ, ରବିନାରାୟଣ ଏକାଦଶୀ ଭଳି ଅନେକ ପର୍ବ ଏହାର ପରିଚୟ ଦିଏ। ଯେଉଁ ଦିନ ଶୁକ୍ଳ ପକ୍ଷ ଏକାଦଶୀ ରବିବାରରେ ପଡିଥାଏ। ସେହି ଦିନ ରବିନାରାୟଣ ଏକାଦଶୀ ବ୍ରତ…
ଲେଖା: ଦେଵ ତ୍ରିପାଠୀ ଇଏ ହଜିଲା ଦିନର କଥା । ବର୍ଷାଦିନେ ବଦଳି ଯାଉଥିଲା ଗାଁ ଭୂଇଁର ଭୂଗୋଳ । ପଚା କାଦୁଅର ଗାଁ ଦାଣ୍ଡ, ଚାରିଆଡ଼େ ପାଣିର ପ୍ରାଚୁର୍ଯ୍ୟ, ଫସଲର ଶ୍ୟାମଳ ସଙ୍ଗୀତ, ପିଢ଼ାରେ କଖାରୁଲଟା, ବାଡ଼ିରେ ଜହ୍ନିଫୁଲ, ଗୋବରଖାତ ପାଖରେ ରଙ୍ଗଣି ଓ ହରଗଉରା, ବର୍ଷାପୁଷ୍ଟ ଅଗଣିତ ଲତାକୁଞ୍ଜରେ ଫୁଲର ସମ୍ଭାର ।…
ଆଲେଖ୍ୟ: ଶିଶିର ମନୋଜ ସାହୁ ଆଗେ ଶ୍ରାଵଣ ମାସରେ ଲୋକେ ଅନେକ ପର୍ଵ ପାଳୁଥିଲେ କିନ୍ତୁ ଯୋଉ ଦିନଠୁଁ ଉତ୍ତର ଭାରତର କାଉଡି ଯାତ୍ରାର ଧାରା ପଶିଆସିଛି ସେବେଠାରୁ ଶ୍ରାଵଣମାସର ପର୍ଵପର୍ଵାଣୀ ପାଳନ ଅନେକାଂଶରେ କମିଯାଇଛି ।ଶ୍ରାଵଣମାସର ପର୍ଵପର୍ଵାଣୀ ଗୁଡ଼ିକର ନାମୋଲ୍ଲେଖ କରାଗଲା । ୧. ଅନ୍ନଦାନ ଏକାଦଶୀ: ଶ୍ରାଵଣ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଦରିଦ୍ର…
ଲେଖା: ଦେଵ ତ୍ରିପାଠୀ ପ୍ରତି ଦୁଇବର୍ଷରେ ଥରେ ବ୍ରହ୍ମପୁର ମହାନଗରୀରେ ପାଳିତ ହୁଏ ବୈଚିତ୍ର୍ୟମୟ, ପ୍ରାଣସ୍ଫୂର୍ତ୍ତିମୟ ବୁଢ଼ୀଠାକୁରାଣୀ ଯାତ୍ରା । ଶାବରୀ ଓ ଆର୍ଯ୍ୟସଂସ୍କୃତିର ସାର୍ଥକ ସଙ୍ଗମ ଏଇ ମହାନ ଯାତ୍ରା । ସଦାସର୍ବଦା ବିପୁଳ ଜନଚେତନାକୁ ଶୁଦ୍ଧପୂତ ଭାବେ ସଞ୍ଜୀବିତ କରେ ଏଇ ଯାତ୍ରା । ଚୈତ୍ର ଅବା ବୈଶାଖର ଉତ୍ତାପରେ ସମଗ୍ର ଦକ୍ଷିଣ…
ଉପସ୍ଥାପନା: ଶିବାଶିଷ ମହାପାତ୍ର ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ମଧ୍ୟ ଆତ୍ମାକୁ ଗୁରୁତ୍ବ ଦିଆଯାଇଛି । ପବିତ୍ର ମହାଳୟା ଦିନକୁ ଓଡ଼ିଆ ଶାସ୍ତ୍ରରେ ଏକ ସ୍ବତନ୍ତ୍ର ତଥା ବିଶେଷ ମାନ୍ୟତା ପ୍ରଦାନ କରାଯାଇଛି । ଏହି ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଇଥାଏ । ବିଶ୍ବାସ ରହିଛି ଯେ ପିତୃଲୋକରେ ଖାଦ୍ୟ,…