Category ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ

ଦଣ୍ଡନାଚ

ଲେଖା: ବିଶ୍ୱଜିତ ବରାଳ ~ ଦଣ୍ଡନାଚ ~ ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ…

ଘଡ଼ିପଥୁଲି

ଲେଖା: ଅଶୋକା ନାୟକ ~ ଘଡ଼ିପଥୁଲି ପୂଜା ~ ଅକ୍ଷୟ ତୃତୀୟା ଦିନ ସକାଳୁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡେ। ସମସ୍ତେ ଜାଣନ୍ତି ବାହାର ଚନ୍ଦନଯାତ୍ରା ଓ ରଥ ଅନୁକୂଳ ଏହି ଦିନ ହୋଇଥାଏ। କିନ୍ତୁ କେବଳ ପୁରୀ ଆଉ ଏହାର ଆଖପାଖର ଲୋକ ଅକ୍ଷୟ ତୃତୀୟା ଦିନ ହେଉଥିବା ଏହି ଘଡ଼ିପଥୁଲି ପୂଜା ସହ ପରିଚିତ…

ଦୋଳ

ଲେଖା: ଶିଶିର ସାହୁ ମନୋଜ ~ ଓଡ଼ିଶାରେ ହୋଲିକା ଦହନ, ହୋଲି, ଚାଚେରୀ ଓ ଦୋଳ ପୂର୍ଣ୍ଣିମା ~ ଆଗେ ଓଡ଼ିଶାରେ ହୋଲିକା ଦହନ ନଥିଲା କିନ୍ତୁ ପଶ୍ଚିମ ଭାରତର ହୋଲିକା ଦହନ ଓଡ଼ିଶାରେ ତଥା ଭାରତର ଅନ୍ୟ କେତେକ ରାଜ୍ୟରେ ପ୍ରଚଳନ ହେଵାରୁ ଏହାକୁ ଉପଲକ୍ଷ୍ୟ କରି ଗୋଟିଏ ନ୍ୟାୟ ସୃଷ୍ଟି ହୋଇଛି ତାହା…

ବକୁଳ ଅମାବାସ୍ୟା

ଲେଖା: ଅଶୋକା ନାୟକ ~ ବକୁଳ ଅମାବାସ୍ୟା ~ ପୁଷ ମାସର ଅମାବାସ୍ୟାକୁ ବକୁଳ ଅମାବାସ୍ୟା ବୋଲି ପାଳନ କରାଯାଏ।  ବକୁଳ ଅମାବାସ୍ୟା ଦିନ ଖୋଜାପଡେ ଟିକିଏ ଆମ୍ବ ବଉଳ। ଯାହାକୁ ମନ୍ଦିର ଓ ଘରେ ପୂଜା ପାଉଥିବା ଠାକୁରଙ୍କୁ ଆମେ ଗଇଁଠା ସହ ଅର୍ପଣ କରୁ। ଯାହା ଘରେ ଓ ଆଖପାଖରେ ଆମ୍ବଗଛ ଅଛି,…

ପିମ୍ପେଇ ଅମାଵାସ୍ୟା

ଲେଖା: ଶିଶିର ମନୋଜ ସାହୁ ~ ଓଡ଼ିଶାର ପିମ୍ପେଇ ଅମାଵାସ୍ୟା ~  କାର୍ତ୍ତିକ ଅମାଵାସ୍ୟାକୁ ଓଡ଼ିଶାରେ ଆଜି ଅଧିକାଂଶ ଦୀପାଵଳି (ଅମାଵାସ୍ୟା), ଦିଆଲି ଓ ଦେଵାଲୀ ବୋଲି ଜାଣିଛନ୍ତି କିନ୍ତୁ ଏହାକୁ ଓଡ଼ିଶାରେ ପୟା ଅମାଵାସ୍ୟା, ପୟାଁ ଅମେଇସା ଓ ବଡ଼ବଡ଼ିଆଡକା ଉଆଁସ ମଧ୍ୟ କୁହାଯାଏ । ଦକ୍ଷିଣ ଓଡ଼ିଶାରେ ଏହାକୁ ଫଟାକି ଉଆଁସ ମଧ୍ୟ…

ଗର୍ଭଣା ସଂକ୍ରାନ୍ତି

ଲେଖା: ଅମ୍ବିକା ପଟ୍ଟନାୟକ ~ ଗର୍ଭଣା ସଂକ୍ରାନ୍ତି ~ ଓଡ଼ିଆରେ ଗୋଟେ ଢ଼ଗ ଅଛି.. “ଆଗେ ବୁଣ ପଛେ ବୁଣ, ଗର୍ଭଣାକୁ ଟୁଣ ଟୁଣ l” କୃଷି ଭିତ୍ତିକ ରାଜ୍ୟ ଓଡ଼ିଶାରେ ଅକ୍ଷିତୃତୀୟା ଦିନ ଅକ୍ଷି ମୁଠି ଅନୁକୂଳ କରାଯାଇ ଚାଷ କାମର ଅୟମାରମ୍ଭ ଶୁଭାୟ ଭବତୁ କରା ଯାଇଥାଏ l ଏଵେ ସିନା ଉନ୍ନତ…

ଗୋସାଣୀ ଯାତ

ଲେଖା: ଦାମୋଦର ମହାନ୍ତି ~ ଶ୍ରୀକ୍ଷେତ୍ରରେ ଗୋସାଣୀ ଯାତ ~ ଶ୍ରୀକ୍ଷେତ୍ରରେ ପ୍ରଚଳିତ ସମସ୍ତ ପ୍ରଥା ଓ ପରମ୍ପରା ଅନନ୍ୟ ଓ ନିଆରା । ଶାକ୍ତ ପରମ୍ପରା ଅନୁଯାୟୀ ଦୁର୍ଗା ପୂଜା ମଧ୍ୟ ଶ୍ରୀକ୍ଷେତ୍ରରେ ଅତି ପ୍ରାଚୀନ ଏବଂ ଗୌରବୋଜ୍ଜ୍ଵଳ ପରମ୍ପରା ଉପରେ ପର୍ଯ୍ୟବେସିତ । ଦେବୀ ପୂରାଣ ଅନୁଯାୟୀ ଦକ୍ଷ ଯଜ୍ଞ ବେଳେ ଅପମାନିତ…

ଆଶ୍ୱିନ ଅମାବାସ୍ୟା

ଲେଖା: ଅମ୍ବିକା ପଟ୍ଟନାୟକ ~ ଆଶ୍ୱିନ ଅମାବାସ୍ୟା: ମହାଳୟା ଓ ପୋଲରୀ କଥା ~ ମହାଳୟା ନାମରେ କଥିତ ଆଶ୍ୱିନ ଅମାବାସ୍ୟା ପିତୃପକ୍ଷ/ଅପରପକ୍ଷର ଶେଷଦିନ l ଏକ କୃତଜ୍ଞ ସମାଜ ପିତୃପକ୍ଷଙ୍କୁ ଶ୍ରାଦ୍ଧତର୍ପଣ କରେ l ଶ୍ରାଦ୍ଧ ଆଉ କଣ କି, ଶ୍ରଦ୍ଧା ସହ ପୂର୍ବଜ ମାନଙ୍କୁ ସ୍ମରଣ କରିବା ହିଁ ଶ୍ରାଦ୍ଧ l ତେବେ…

ଶ୍ରାଵଣ ଅମାଵାସ୍ୟା

ଲେଖା: ଶିଶିର ସାହୁ ମନୋଜ  ~ ଓଡ଼ିଶା ଓ ଶ୍ରାଵଣ ଅମାଵାସ୍ୟା ~ ଶ୍ରାଵଣ ଅମାଵାସ୍ୟା ଓଡ଼ିଶାରେ ଚିତଉ ଅମାଵାସ୍ୟା ଵା ଚିତାଲାଗି ଅମାଵାସ୍ୟା କୁହାଯାଏ । ଓଡ଼ିଆ ଭାଷାରେ ଚିତାଲାଗି ହେଵା କ୍ରିୟାର ଅର୍ଥ “ଦେହରେ ଚନ୍ଦନ ବୋଳି ହେଵା” କିନ୍ତୁ ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ରାତିରେ ତିନିଠାକୁରଙ୍କୁ ଅଣସର ଘରେ ଯେଉଁ ରତ୍ନ ଅଳଙ୍କାର…