Category ପର୍ଯ୍ୟଟନ ଆକର୍ଷଣ

ଶୁକ୍ଳେଶ୍ଵର ଗ୍ରାମର ପ୍ରାଚୀନ ଭଗବତୀପୀଠ

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଶୁକ୍ଳେଶ୍ଵର ଗ୍ରାମର ପ୍ରାଚୀନ ଭଗବତୀପୀଠ ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ…

ଜିରାଙ୍ଗ

ଲେଖା: ପୂର୍ଣ୍ଣେନ୍ଦୁ ମହାପାତ୍ର ~ ଜିରାଙ୍ଗ ବା ଚନ୍ଦ୍ରଗିରିର ପଦ୍ମସମ୍ଭବ ବୌଦ୍ଧପୀଠ ~ ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାରେ ରହିଛି ଦକ୍ଷିଣ ଏସିଆର ସର୍ବବୃହତ୍ ବୌଦ୍ଧପୀଠ ପଦ୍ମସମ୍ଭବ ମହାବୀର ପୀଠ । ବ୍ରହ୍ମପୁରଠାରୁ ୮୫ କିଲୋମିଟର ଦୂରରେ ଗଜପତି ଜିଲ୍ଲାର ଜିରାଙ୍ଗ ବା ଚନ୍ଦ୍ରଗିରିରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀଟି ମନକୁ ଯେତିକି ଶାନ୍ତି ପହଞ୍ଚାଇଥାଏ,…

କୁଶଳେଶ୍ୱର

ଲେଖା: ବିକ୍ରମ କୁମାର ନାୟକ ~ କୁଶଳେଶ୍ୱର ଶୈବପୀଠ ~ ଓଡିଶାର ଶୈବ ଉପାସନା ବହୁ ପ୍ରାଚୀନ l ପ୍ରଦେଶର କୋଣ ଅନୁକୋଣର ଗାଁଠୁ ସହର ପର୍ଯ୍ୟନ୍ତ ରହିଛି ଶୈବ ଉପାସନାର ପୀଠସ୍ଥଳୀ l କେଉଁଠି ବିଶାଳ ମନ୍ଦିର ତ କେଉଁଠି ଗଛମୂଳ ପୂଜା ପାଉଛନ୍ତି ମହେଶ୍ୱର l ମନ୍ଦିର ଗୁଡ଼ିକର ସୁକ୍ଷ୍ମ କାରୁକାର୍ଯ୍ୟ କଳିଙ୍ଗ…

ପାତାଳୀ ଗରୁଡ଼ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ପାତାଳୀ ଗରୁଡ଼ ମନ୍ଦିର ~  ହିନ୍ଦୁ ଧର୍ମଶାସ୍ତ୍ରରେ ଶୌର୍ଯ୍ୟ, ବୀର୍ଯ୍ୟ, ତେଜ, ପରାକ୍ରମ, ଶକ୍ତି ଓ ସାମର୍ଥ୍ୟର ପ୍ରତୀକ ରୂପେ ପକ୍ଷୀରାଜ ଗରୁଡ଼ଙ୍କୁ ଚିତ୍ରଣ କରାଯାଇଛି l ଭଗବାନ ବିଷ୍ଣୁଙ୍କ ବାହାନ ଯେ କି ନିଜ ମା’ଙ୍କୁ ଅଗ୍ରଜ ଅରୁଣଙ୍କ ଅଭିଶାପ ତଥା କଦ୍ରୁଙ୍କ ଦାସତ୍ୱରୁ ମୁକ୍ତ କରିବା ପାଇଁ…

ଦୌଡ଼େଶ୍ୱର ମହାଦେବ

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଦୌଡ଼େଶ୍ୱର ମହାଦେବ ମନ୍ଦିର ~ ଅପରୂପା ପ୍ରକୃତି ସଦା ସ୍ୱୟଂସମ୍ପୂର୍ଣ୍ଣା ଆଉ ବିଚିତ୍ର ତା’ର ରୂପଲାବଣ୍ୟ l ମେଘ ମେଦୁର ଆକାଶ, ବର୍ଷାଭିଜା ମାଟିର ମହକ, ପାହାଡ଼ ବକ୍ଷକୁ ଛୁଇଁ ଛୁଇଁ ଯାଉଥିବା ଭଷା ବଉଦ ପୁଣି ଶୀତୁଆ ଅପରାହ୍ଣରେ ସବୁଜ ଚାଦର ଢାଙ୍କି ଶୋଇଥିବା ଧରଣୀ l ଏହିଭଳି…

ନୃସିଂହନାଥ

ଲେଖା: ତ୍ରିଲୋଚନ ସ୍ୱାଇଁ ~ ନୃସିଂହନାଥ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ…

ନାଗନାଥେଶ୍ୱର

ଲେଖା: ଶ୍ରୀକାନ୍ତ ସିଂହ ~ ନାଗନାଥେଶ୍ୱର ମନ୍ଦିର ~ ଅସୁମାରୀ କିର୍ତ୍ତୀରାଜି ଓ କଳା ଭାସ୍କର୍ଯ୍ୟରେ ସମୃଦ୍ଧ ଆମ ଏ ରାଜ୍ୟ ଓଡ୍ରଦେଶ ଓଡ଼ିଶା l ଉତ୍କୃଷ୍ଟ କଳାର ଦେଶ କଳିଙ୍ଗୋତ୍କଳ l କୋଣାନୁକୋଣରେ ତାର ଅଜସ୍ର ମଠ ଓ ମନ୍ଦିର l ପ୍ରାଗ ଐତିହାସିକ ଯୁଗରେ ପାହାଡ଼ ଖୋଲରେ ଥିବା ଆଦି ମାନବର ଚିତ୍ରଲେଖ,…

ଶ୍ରୀଗୋପୀନାଥ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀଗୋପୀନାଥ ମନ୍ଦିର ~ ଓଡ଼ିଶାରେ ଗଙ୍ଗବଂଶୀ ଶାସକଙ୍କ ଶାସନ ସମୟକୁ ସୁବର୍ଣ୍ଣଯୁଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ l ଗଙ୍ଗବଂଶୀ ଶାସନ ସମୟରେ ଓଡ଼ିଶାରେ ବା ତତ୍କାଳୀନ ଉତ୍କଳ ପ୍ରଦେଶରେ ବୈଷ୍ଣବୀୟ ଧର୍ମଧାରା ତଥା ସଂସ୍କୃତିର ପ୍ରଚାର ଓ ପ୍ରସାର ଚରମ ଶିଖରରେ ପହଞ୍ଚି ପାରିଥିଲା l ସମୟକ୍ରମେ…

ପିଙ୍ଗଳାକ୍ଷୀ ମନ୍ଦିର

ଲେଖା: ଅମୃତେଶ ଖଟୁଆ ~ ପିଙ୍ଗଳାକ୍ଷୀ ମନ୍ଦିର ~ ଉତ୍ତରିଲେ ଯୋଗୀ – “ନୃପ ଏ ଶ୍ରୀକ୍ଷେତ୍ର ଧାମ, ଶାସ୍ତ୍ରର ବର୍ଣ୍ଣନା ସ୍ଵର୍ଗ, ଅପ୍ରତ୍ୟକ୍ଷ ଯାହା, ମାତ୍ର ଏ ପ୍ରତ୍ୟକ୍ଷ ସ୍ଵର୍ଗ, ରୂପବନ୍ତ ଏଥି ସାକ୍ଷାତ କୈବଲ୍ୟରୂପୀ ବ୍ରହ୍ମ ସନାତନ, ରାଜରାଜେଶ୍ଵର ଏହି ଅଖିଳ ତୀର୍ଥର । ଅଷ୍ଟଶମ୍ଭୁ, ଅଷ୍ଟଶକ୍ତି ବସନ୍ତି ଏହାର ଅଷ୍ଟଦିଗେ, ବିରାଜନ୍ତି…

କପିଳେଶ୍ଵର

ଲେଖା: ତ୍ରିଲୋଚନ ସ୍ୱାଇଁ  ~ ଶ୍ରୀ କପିଳେଶ୍ଵର ମହାଦେବ ~ ଏକାମ୍ରକ୍ଷେତ୍ର ଭୁବନେଶ୍ୱର, କେବଳ ରାଜ୍ୟ ରାଜଧାନୀ ନୁହେଁ; ମନ୍ଦିରମାଳିନୀ ଭୁବନେଶ୍ୱର ଶୈବ ସଂସ୍କୃତି ଓ ଶୈବ ଉପାସନାର ଏକ ମହାନ ତୀର୍ଥଭୂମି l ଗୋଟେ ସମୟରେ ପ୍ରାୟ ସାତ ଶହରୁ ଅଧିକ ଛୋଟ ବଡ଼ ମନ୍ଦିର ଏହି ଏକାମ୍ରକ୍ଷେତ୍ରରେ ଥିଲା l ଯହିଁରେ ଶିବ…