Category ପର୍ଯ୍ୟଟନ ଆକର୍ଷଣ

ବଣି ବକ୍ରେଶ୍ଵର

ଲେଖା: ରବୀନ୍ଦ୍ର କୁମାର ରଣା ଗଙ୍ଗବଂଶର ରାଜା ମଦନ ସୁନ୍ଦର ଦେବଙ୍କ ଦ୍ଵାରା ନିର୍ମିତ ଏହି ପ୍ରାଚୀନ ବଣି ବକ୍ରେଶ୍ଵର ମହାଦେବ ମନ୍ଦିର ଖୋର୍ଦ୍ଧା-ଡେଲାଙ୍ଗ ରାସ୍ତାରେ ଅବସ୍ଥିତ । ପ୍ରବାଦ ଅନୁଯାୟୀ ଭଗବାନ ଶିବ ବଣି ରୂପରେ ରାଜାଙ୍କ ଗାଈଠାରୁ କ୍ଷୀର ପିଇ ଦେଉଥିଲେ ତେଣୁ ଗାଈମାନେ କ୍ଷୀର ନ ଦେବାରୁ ରାଜାଙ୍କର ଗୋପାଳ ପ୍ରତି…

ମା’ କଣ୍ଟା ବାଉଁଶୁଣୀ

ଲେଖା: ଅମ୍ବିକା ପଟ୍ଟନାୟକ କୋରାପୁଟଠାରୁ ରେଳରେ ରାୟଗଡ଼ା ଅଭିମୁଖେ ଯାତ୍ରାକଲେ ପ୍ରାୟ ୨୦ କି.ମି. ପରେ ଦାମନଯୋଡ଼ି l ଏସିଆର ବୃହତ୍ତମ ଆଲୁମିନା କାରଖାନା l ଦାମନଯୋଡି ଷ୍ଟେସନ ପାଖରେ ଏକର ଏକର ବ୍ୟାପୀ ଏକ କଣ୍ଟାବାଉଁଶ ବଣ l ଲୋକ ବିଶ୍ୱାସରେ ମା’ କଣ୍ଟା ବାଉଁଶୁଣୀ ଠାକୁରାଣୀଙ୍କ ଆସ୍ଥାନ l ସଚରାଚର ଯେମିତି “ଯା…

ବଣ୍ଡାବାଘ

ଲେଖା: ଅମ୍ବିକା ପଟ୍ଟନାୟକ “ବିଚିତ୍ର ଏଇ ଦେଶ ଭାରତ, ବିଚିତ୍ର ଏହାର ଅଧିବାସୀ” ଏମିତି କିଛି କହିଥିଲେ ଦିଗବିଜୟୀ ଅଲେକଜାଣ୍ଡର l ଏଇଠି ଆମେ ଦେଖୁ ମନ୍ଦିରରେ ଶହ ଶହ ମୂଷା କ୍ଷୀର ପିଅନ୍ତି l ବୁଲେଟ ମଟର ସାଇକେଲ ପୂଜାପାଏ l “ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର” ସବୁର ମୂଳେ  ବିଶ୍ୱାସ l…

ବରାହ ଲକ୍ଷ୍ମୀ ନୃସିଂହନାଥ

ଲେଖା: ଅମ୍ବିକା ପଟ୍ଟନାୟକ “ତୋର ଗର୍ଭୁ ଜାତ ହେଲା ମାତ୍ରେ ସୁତ ମୋର ଇନ୍ଦ୍ର ପଦ ଲୋଡ଼ିବ l ଆଝୁଂ ପେଟ ଚିରି ପକାଇଲେ ମାରି, ଇନ୍ଦ୍ର ପଦୁଁ କିଏ ତଡି଼ବ l “ ସତ୍ୟଯୁଗ, ଯଜ୍ଞବରାହ ହିରଣ୍ୟାକ୍ଷ ବଧ କରି ଭୂଦେବୀଙ୍କୁ ଉଦ୍ଧାର କରିଛନ୍ତି l ସାନଭାଇ ହିରଣ୍ୟ କଶ୍ୟପ ବରପ୍ରାପ୍ତି ନିମିତ୍ତ ତପସ୍ୟା…

ଗ୍ରାମେଶ୍ୱର ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା ନିମାପଡ଼ାରେ ତେରୁଣ୍ଡିଆ ଗ୍ରାମରେ ଦେଖିବାକୁ ମିଳେ ଦଶମ ଶତାବ୍ଦୀରେ ନିର୍ମିତ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ସଂରକ୍ଷିତ ଗ୍ରାମେଶ୍ୱର ମନ୍ଦିର ।  (ଗ୍ରାମେଶ୍ୱର ମହାଦେବ) ନାଲି ଇଟାରେ ନିର୍ମିତ ଏଇ ସୁନ୍ଦର ପ୍ରାଚୀନ ମନ୍ଦିର ନିମାପଡ଼ା-ଗୋପ ରାସ୍ତାରେ ଧୀରପୁର ଛକରୁ ୫କି.ମି. ଦୂରରେ ଅବସ୍ଥିତ ।ସେହିପରି ନିମାପଡ଼ା-ବଳଙ୍ଗା ରାସ୍ତାରେ…

Biswanath Temple

By: Rabindra Kumar Rana Biswanath Temple/Iswaradev Temple of Jiunti, Astarang is a Beautiful one. It was  built in 10th Century AD. As per the data revealed from Department of Culture, government of Odisha, the Temple is named as Iswaradeva Temple,…

ବୁଦ୍ଧନାଥ

ଲେଖା: ଶ୍ରୀକାନ୍ତ ସିଂହ ପାହାଡ଼ ପର୍ବତର ସବୁଜିମା, ଘଞ୍ଚ ଅରଣ୍ୟ, ମହାନଦୀ ବକ୍ଷର ସୁବିସ୍ତାର ଜଳରାଶି ତଥା ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ପାଇଁ ପ୍ରସିଦ୍ଧ ବୌଦ୍ଧ ସହର ଓ ଜିଲ୍ଲା l କେବଳ ବୌଦ୍ଧ କୀର୍ତ୍ତିରାଜି ନୁହେଁ, ବିଭିନ୍ନ ଧର୍ମଧାରାର ପ୍ରବାହ ଏଠାରେ ଦେଖିବାକୁ ମିଳେ l ବୌଦ୍ଧ, ଶୈବ, ଶାକ୍ତ, ବୈଷ୍ଣବ ମତର ପ୍ରାଚୀନ…

ପ୍ରାଚୀତଟର ଦ୍ଵାଦଶଶମ୍ଭୁ

ଲେଖା: ରବୀନ୍ଦ୍ର କୁମାର ରଣା ପ୍ରାଚୀନଦୀ ସହିତ ଦୀର୍ଘ ୨୦୦୦ ବର୍ଷରୁ ଅଧିକ ସମୟର ଇତିହାସ ଜଡ଼ିତ। ପ୍ରାଚୀନ କଳିଙ୍ଗ ଐତିହ୍ୟର ମୂକସାକ୍ଷୀ ଏଇ ପ୍ରାଚୀ ଉପତ୍ୟକାରେରେ ରହିଛି ଶହ ଶହ ପ୍ରାଚୀନ କିର୍ତ୍ତିରାଜି। ତେବେ ‘ପ୍ରାଚୀ ମାହାତ୍ମ୍ୟ‘ରେ ପ୍ରାଚୀତଟର ଦ୍ଵାଦଶଶମ୍ଭୁ ପୀଠ ଅତି ପ୍ରାଚୀନ। ପୀଠଗୁଡି଼କୁ ଦେଖିଲେ ଜଣାପଡ଼େ, ପ୍ରାୟ ସମସ୍ତ ମନ୍ଦିର କେତେଥର…