Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ତ୍ରିଲୋଚନ ସ୍ୱାଇଁ ~ ବଣିବକ୍ରେଶ୍ୱର ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ…
ଲେଖା: ଅମ୍ବିକା ପଟ୍ଟନାୟକ ~ କର୍ଣ୍ଣଗଡ଼ : ଅନ୍ୟ ଏକ କ୍ଷୁଦ୍ର କୁରୁମବେଡ଼ା ~ ମେଦିନୀପୁର ସହର ଉତ୍ତର ପୂର୍ବ ଦିଗରେ ପ୍ରାୟ ବାର କିଲୋମିଟର ଦୂରରେ ଅବସ୍ଥିତ ଏକ କ୍ଷୁଦ୍ର ଅଥଚ ଐତିହାସିକ ଗ୍ରାମ “କର୍ଣ୍ଣଗଡ଼” l ଲୋକବିଶ୍ୱାସରେ ଯଦିଓ ମହାଭାରତର କର୍ଣ୍ଣ ଏହାର ପ୍ରତିଷ୍ଠାତା କିନ୍ତୁ ଇତିହାସବିଦମାନଙ୍କ ମତରେ ଏହା ପ୍ରାୟ ଛ…
ଲେଖା: ଶ୍ରୀକାନ୍ତ ସିଂହ ~ ଡେଲାଙ୍ଗ ବ୍ଲକ ଗ୍ରାମ ଇନ୍ଦିପୁର ଗ୍ରାମର କୁମାରେଶ୍ୱର ମହାଦେବ ମନ୍ଦିର ~ ଇତିହାସ ସହ କିଛିଟା ଅନ୍ତରଙ୍ଗ ହେବା ପାଇଁ, ଇତିହାସର କେତୋଟି ପୃଷ୍ଠା ଲେଉଟାଇ, ଫଗୁଣର ଏକ ଉଷ୍ମ ସକାଳେ “ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା” ଆରମ୍ଭ କଲୁ କଟକ ପ୍ରେସ୍ ଛକ ନିକଟରୁ l ପୂର୍ବରୁ ଯୋଜନା…
ଲେଖା: ତ୍ରିଲୋଚନ ସ୍ୱାଇଁ ~ ଅନନ୍ତଶୟନ ବିଷ୍ଣୁ ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ…
ଲେଖା: ଶ୍ରୀକାନ୍ତ ସିଂହ ~ ଅଢ଼ଙ୍ଗଗଡ଼ ଗ୍ରାମର ପଶ୍ଚିମେଶ୍ୱର, ନୀଳକଣ୍ଠେଶ୍ୱର ମନ୍ଦିର ଓ ପୂରଣ ଗ୍ରାମର ଶ୍ରୀ ସୋମନାଥ ମନ୍ଦିର ~ ଅନେକ ବର୍ଷ ପୂର୍ବେ, କେଉଁ ରାଜାରାଜୁଡ଼ା ଯୁଗରେ ଅଢ଼ଙ୍ଗଗଡ଼ରେ ଶାସନ କରୁଥିଲେ ରାଜା ରଘୁରାମ ଚମ୍ପତିରାୟ l ରଘୁରାମଙ୍କ ପୂର୍ବରୁ ତାଙ୍କ ପୂର୍ବ ପୁରୁଷମାନେ ଏଠାରେ ଶାସନ କରୁଥିଲେ, ମାତ୍ର ଏବେ ଜମିଦାରଙ୍କ…
ଲେଖା: ଶ୍ରୀକାନ୍ତ ସିଂହ ~ ଲତାଦେଇପୁରର ଶ୍ରୀ ଉନ୍ନକୋଟୀଶ୍ୱର ମନ୍ଦିର ~ ଘଞ୍ଚ ଜଙ୍ଗଲ, ନଦୀ, ନାଳ, ଝରଣା ଓ ଅନେକ ଜୈବ ବିବିଧତା, ସବୁଜିମା ପାଇଁ ବିଶେଷ କରି ଗଜରାଜ ହାତୀଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ l ଠିକ୍ ସେହିପରି କପିଳାସର ଶ୍ରୀ ଚନ୍ଦ୍ରଶେଖର ମହାଦେବ, ନାଗେନାର ଶତାବ୍ଦୀ ପୁରାତନ ନାଗନାଥେଶ୍ୱର ମନ୍ଦିର,…
ଲେଖା: ତ୍ରିଲୋଚନ ସ୍ୱାଇଁ ~ ଜିଗିନୀପୁର ଶ୍ରୀବଳଦେବଜୀଉ ମନ୍ଦିର ~ ଗ୍ରାମ ଜିଗିନୀପୁର, ବ୍ଲକ ନିଶ୍ଚିନ୍ତକୋଇଲି, ଜିଲ୍ଲା କଟକ, ଓଡ଼ିଶା l ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l…
ଲେଖା: ଅମ୍ବିକା ପଟ୍ଟନାୟକ ~ ବିଛିନ୍ନାଞ୍ଚଳରେ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା – କେଶୀଆଡ଼ି ସ୍ଥିତ ସର୍ବମଙ୍ଗଳା ମନ୍ଦିର ~ “ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ଵଧା ନମସ୍ତୁତେ . . “ 1568 ଗୋହିରାଟିକିରି ଠାରେ ଓଡ଼ିଶାର ଶେଷ ସ୍ୱାଧୀନ ଗଜପତି ମୁକୁନ୍ଦଦେବଙ୍କ ପତନ ପରେ…
ଲେଖା: ଶ୍ରୀକାନ୍ତ ସିଂହ ~ ଭ୍ରିଙ୍ଗେଶ୍ୱର ମନ୍ଦିର ~ ପ୍ରାଚୀନ ଓଡ଼ିଶାକୁ ଖୋଜିବାଠୁ ପ୍ରାଚୀନ ଓଡ଼ିଶାର ପରିକଳ୍ପନା କରିବା ବହୁତ କଷ୍ଟ l ତତ୍କାଳୀନ ସମାଜର ଚିନ୍ତା ଓ ଚେତନା, ମଣିଷର ଜୀବନଶୈଳୀ, ସେ କାଳର ସାମାଜିକ ରୀତିନୀତି, ରାଜନୀତି, ଚାଲି ଓ ଚଳଣୀ, ତଥା ଧର୍ମୀୟ ଭାବଧାରାକୁ ତର୍ଜମା କରି ସେ ସମୟର ନିର୍ମାଣ…
ଲେଖା: ଦେଵ ତ୍ରିପାଠୀ ~ କଳାହାଣ୍ଡି ~ ପ୍ରତି ମଣିଷର ଶୈଶବର ସ୍ମୃତିରେ ବିଜଡ଼ିତ କେତେ ରାଜା ଓ ରାଣୀଙ୍କ ଗାଥା ! ଇତିହାସ ପୃଷ୍ଠାରେ ହିଁ ରହିଯାଇଛି କେତେ କେତେ ସମ୍ରାଟ ଓ ସାମ୍ରାଜ୍ୟର କଥା ! ମ୍ଳାନ ଗୋଧୂଳିର ଅପରାହ୍ଣ ପରି କ୍ଷୀଣ, ଅତୀତର ସେହି ସମୟ ! ଜରାଜୀର୍ଣ୍ଣ ପଞ୍ଜୁରୀ ପରି…