Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ଆସନ୍ତୁ ବୁଲିଯିବା ଶ୍ରୀକ୍ଷେତ୍ର ! ଏ ଏକ ସିଦ୍ଧପୀଠ ! ଏ ବିଶ୍ୱର ଏକ ବିରଳ ପୀଠ ଯେଉଁଠି ଦାରୁ ବିଗ୍ରହ ରୂପେ ପୂଜିତ ମହାପ୍ରଭୁ ଶ୍ରୀରାମଚନ୍ଦ୍ର, ଶ୍ରୀଲକ୍ଷ୍ମଣ, ଜଗଦ୍ଧାତ୍ରୀ ଦେବୀ ସୀତା ତଥା ମହାବୀର ଶ୍ରୀହନୁମାନ ! ଏ ପୀଠ ଶ୍ରୀରାମଚନ୍ଦ୍ରଙ୍କ ଶ୍ରୀକ୍ଷେତ୍ର ! ରଘୁନାଥଜୀଉ ପୀଠ ! ଏଠାରେ…

ଲେଖା: ଦେଵ ତ୍ରିପାଠୀ ଖ୍ରୀଷ୍ଟପୂ୍ର୍ବ ୨୬୧ର କଳିଙ୍ଗ ବିଜୟର ପ୍ରବଳ ରକ୍ତପାତ ଓ ସଂଖ୍ୟାଧିକ ମୃତାହତଙ୍କ ବିକଳ ଦୃଶ୍ୟ ଚଣ୍ଡାଶୋକକୁ ରୂପାନ୍ତରିତ କଲା ଧର୍ମାଶୋକରେ I ଏହି ପରିବର୍ତ୍ତନର ସ୍ମାରକୀରୂପେ ଖୋଦିତ ହେଲା ଶିଳାଲେଖ ଖ୍ରୀଷ୍ଟପୂର୍ବ ୨୫୭ରେ, ଧଉଳି ଓ ଜଉଗଡ଼ ଠାରେ I ଧଉଳି ଆଜି ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣର ଅନୁପମ…

ଲେଖା: ଦେଵ ତ୍ରିପାଠୀ “ଗଦାକ୍ଷେତ୍ରଞ୍ଚ ବିରଜାମେକାମ୍ରଂ ଚକ୍ର ସଜ୍ଞକମ୍, କୋଣାର୍କଂ ପଦ୍ମକ୍ଷେତ୍ରଞ୍ଚ ଶଙ୍ଖକ୍ଷେତ୍ରଂ ନୀଳାଚଳମ୍ II” ଭଗବାନ ମହାବିଷ୍ଣୁଙ୍କର ଚତୁର୍ଭୁଜରେ ଶୋଭାପାଏ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ । ‘ବାମଦେବ ସଂହିତା’ ଅନୁଯାୟୀ, ପୁରୁଷୋତ୍ତମ କ୍ଷେତ୍ର ନୀଳାଚଳ ପୁରୀକୁ ଭଗବାନଙ୍କ ଆୟୁଧ ଶଙ୍ଖ ସହ ସଂପୃକ୍ତ କରାଯାଇ ଶଙ୍ଖକ୍ଷେତ୍ର, ଏକାମ୍ରନଗରକୁ ଚକ୍ର ସହ ସଂଯୁକ୍ତ…

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶା ନିଜର ସଂସ୍କୃତି ପରମ୍ପରା ତଥା ଐତିହ୍ୟ ପାଇଁ ସାରା ଭାରତ ବର୍ଷରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହାର କୋଣ ଅନୁକୋଣ ଇତିହାସ ସହ ସଂଶ୍ଳିଷ୍ଟ ରହିଛି । ପଶ୍ଚିମ ଓଡ଼ିଶାର ମାଳଭୂମି, ପାହାଡ଼, ଜଙ୍ଗଲ, ନଦୀ, ଝରଣା, ମନ୍ଦିର ମାନଙ୍କର ଏକ ବିଶେଷ ଆକର୍ଷଣ ରହିଛି…

ଲେଖା: ଦେଵ ତ୍ରିପାଠୀ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରୁ ୧୩କି.ମି. ଦୂର କୁଟୁଣଗୁଡାର କୁଟୁଣିପଦର ପାହାଡ଼ ଶିଖରରେ କୌଣସି ପ୍ରକାରର ଖନନ କରିବା ପୂର୍ବରୁ କେହି ବାରମ୍ବାର ଚିନ୍ତା କରିବାକୁ ବାଧ୍ୟହେବ, କାରଣ ଯେ କୌଣସି ସ୍ଥାନରୁ ଶିବଲିଙ୍ଗର ଆବିର୍ଭାବ ହୋଇପାରେ । ଉକ୍ତ ପାହାଡ଼ରେ କୋଟିଏରୁ ଉର୍ଦ୍ଧ୍ବ ଛୋଟବଡ଼ ଶିବଲିଙ୍ଗ ଥିବାର ସମ୍ଭାବନା ଅଛି…

ଲେଖା: ସତ୍ୟବ୍ରତ ହାତୀ ଆମ ରାଜ୍ୟର ବହୁ ଅଜଣା ଇତିହାସକୁ ଲୋକଲୋଚନକୁ ଆଣିଥିବା ଜଣେ ବ୍ରିଟିଶ ଗବେଷକଙ୍କ ମତରେ ଭାରତର ପଶ୍ଚିମରେ ସୋମନାଥ, ହିମାଳୟ ପର୍ବତରେ କେଦାରନାଥ, ମଗଧଦେଶରେ ବୈଦ୍ୟନାଥ, ଦକ୍ଷିଣରେ ରାବଣର ଲଙ୍କାପୁରୀ ନିକଟରେ ରାମନାଥଙ୍କ ସମୟରେ ଓଡ଼ିଶା ମାଟିରେ ମଧ୍ୟ ପୂଜିତ ଥିଲେ ଶ୍ରୀ ଶ୍ରୀ ନାଗନାଥ ଅବା ନାଗନାଥେଶ୍ୱର ! ସେକାଳରେ…