Category ପର୍ଯ୍ୟଟନ କ୍ଷେତ୍ର

ଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମପୀଠ

ଲେଖା: ରବୀନ୍ଦ୍ର କୁମାର ରଣା ପଞ୍ଚସଖା ଯୁଗର ମହାନ ସନ୍ଥ ତଥା ଓଡ଼ିଶାର ଘରେ ଘରେ ପରିଚିତ ଓଡିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ (୧୪୯୦-୧୫୫୦) ଜନ୍ମପୀଠ ହେଉଛି ପୁରୀ ଜିଲ୍ଲାର କପିଳେଶ୍ଵରପୁର ଶାସନ। ଗ୍ରାମର ମଧ୍ଯ ଭାଗରେ ଏହ ଛୋଟ ପରିସରରେ ଏହି ମହାନ ସନ୍ଥଙ୍କ ଜନ୍ମସ୍ଥାନକୁ ଏବେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା…

ପୁଳିନ୍ଦେଶ୍ୱର ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା ଢେଙ୍କାନାଳ ଜିଲ୍ଲାର ରାକଳ ଗ୍ରାମରେ ପ୍ରାଚୀନ ଶୈବପୀଠ ପୁଳିନ୍ଦେଶ୍ୱର ମନ୍ଦିର ଅବସ୍ଥିତ। ଇତିହାସର ତଥ୍ୟ ଅନୁସାରେ ଏହି ପ୍ରାଚୀନ ଶୈବପୀଠଟି ଭୌମକରମାନଙ୍କ ଶାସନ ସମୟରେ ନିର୍ମିତ । ବର୍ତ୍ତମାନର ମନ୍ଦିରଟି ଯଦିଓ  କଳାକାରୁକାର୍ଯ୍ୟ ଦୃଷ୍ଟିରୁ ଏତେ ପ୍ରାଚୀନ ନୁହେଁ, ତେବେ ଏହି ପୀଠର ଐତିହାସିକ ଗୁରୁତ୍ଵ ଅତି ପ୍ରାଚୀନ। ବିଭିନ୍ନ…

ପୂର୍ଣ୍ଣେଶ୍ୱର ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା ନିମାପଡ଼ା ବଜାରରୁ ଚରିଛକ ରାସ୍ତାରେ ୪ କି.ମି. ଯିବା ପରେ ସେଠାରୁ ୨ କି.ମି. ବାମକୁ ଗଲେ ଭିଲିଦେଉଲି ଗ୍ରାମ ଅବସ୍ଥିତ। ଏହି ଗ୍ରାମରେ ଗଙ୍ଗବଂଶୀ ରାଜତ୍ଵ ସମୟର ପ୍ରାଚୀନ ପୂର୍ଣ୍ଣେଶ୍ୱର ମନ୍ଦିର ଦେଖିବାକୁ ମିଳେ। ରେଖ ଶୈଳୀରେ ନିର୍ମିତ ବିଶାଳ ମୁଖ୍ୟ ମନ୍ଦିର ସହିତ ଜଗମୋହନ ନାଟମଣ୍ଡପ ଓ…

ଅଳକାଶ୍ରମ

ଲେଖା: ଦେଵ ତ୍ରିପାଠୀ ଜଗତସିଂହପୁରର ମାଛଗାଁ ମୁଖ୍ୟ କେନାଲର ଦକ୍ଷିଣ ପାର୍ଶ୍ଵ ଓ ମୃତ ଅଳକା ନଦୀର ଉତ୍ତର ପାର୍ଶ୍ୱରେ ଥିବା ଐତିହାସିକ ସୋମନାଥ ହାଟ ନିକଟସ୍ଥ ବିସ୍ତୀର୍ଣ୍ଣ ଆମ୍ବତୋଟା। ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ, ଜାତୀୟକବି ବୀରକିଶୋର, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ, ଭାଗିରଥ ମହାପାତ୍ର, ସରଳାଦେବୀ, ନୀଳମଣି ପ୍ରଧାନ, ପ୍ରାଣକୃଷ୍ଣ ପଢ଼ିଆରୀ, ଭିକାରୀଚରଣ…

ବିରଜାପୀଠ

ଲେଖା: ଦେଵ ତ୍ରିପାଠୀ “ଗଦାକ୍ଷେତ୍ରଞ୍ଚ ବିରଜାମେକାମ୍ରଂ ଚକ୍ର ସଜ୍ଞକମ୍, କୋଣାର୍କଂ ପଦ୍ମକ୍ଷେତ୍ରଞ୍ଚ ଶଙ୍ଖକ୍ଷେତ୍ରଂ ନୀଳାଚଳମ୍ II” ଭଗବାନ ମହାବିଷ୍ଣୁଙ୍କର ଚତୁର୍ଭୁଜରେ ଶୋଭାପାଏ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ । ‘ବାମଦେବ ସଂହିତା’ ଅନୁଯାୟୀ, ପୁରୁଷୋତ୍ତମ କ୍ଷେତ୍ର ନୀଳାଚଳ ପୁରୀକୁ ଭଗବାନଙ୍କ ଆୟୁଧ ଶଙ୍ଖ ସହ ସଂପୃକ୍ତ କରାଯାଇ ଶଙ୍ଖକ୍ଷେତ୍ର, ଏକାମ୍ରନଗରକୁ ଚକ୍ର ସହ ସଂଯୁକ୍ତ…

ବାଲେଶ୍ଵର

ଲେଖା: ଦେଵ ତ୍ରିପାଠୀ ଓଡ଼ିଶା ସମ୍ବନ୍ଧରେ ଅଜ୍ଞ ତଥା ଅବିମୃଶ୍ୟକାରୀ ସରକାର ଓଡ଼ିଶା ମାଟିରେ ପର୍ଯ୍ୟଟନର ବିକାଶ କଥା ଚିନ୍ତା କଲାବେଳକୁ ପୁରୀ, କୋଣାର୍କ ଆଉ ଭୁବନେଶ୍ୱରରୁ ଆଗକୁ ଯାଇପାରେନା ! କିନ୍ତୁ ଆମ ବୁଦ୍ଧିଜୀବିମାନେ? ସେମାନେ ଭୁଲି ଯାଆନ୍ତି ଯେ, ସୁଦୀର୍ଘ ବେଳାଭୂମି, ସ୍ଥିତପ୍ରଜ୍ଞ ଅର୍କକ୍ଷେତ୍ର, ଶ୍ରୀମୟ ଶ୍ରୀକ୍ଷେତ୍ର ବାହାରେ ରହିଛି ସ୍ନିଗ୍ଧ ଭିତରକନିକା,…

ସ୍ବରାଜ ଆଶ୍ରମ

ଲେଖା: ଦେଵ ତ୍ରିପାଠୀ କଟକ ସାହେବଜାଦା ବଜାରର ସେଇ ପୁରୁଣା ଦୁଇ ମହଲା କୋଠା ! ଅଗଷ୍ଟ ୧୫ କି ଜାନୁୟାରୀ ୨୬ ଆସିଲେ ଏଇ କୋଠାଟି ବିସ୍ମୃତିର ବହଳ ଚାଦର ଭିତରୁ ଉଙ୍କି ମାରି ଉଠେ । ଏଇ କୋଠାର ଛାତି ଉପରେ ତ୍ୟାଗ, ଆଦର୍ଶ, ସାଧନାର ଝାଞ୍ଜପିଟା ହୁଏ, ଏଇ କୋଠା ସହିତ…

ପଶ୍ଚିମେଶ୍ବର

ଲେଖା: ଶ୍ରୀକାନ୍ତ ସିଂହ ଅସୁମାରୀ କିର୍ତ୍ତୀରାଜି ଓ କଳା ଭାସ୍କର୍ଯ୍ୟରେ ସମୃଦ୍ଧ ଆମ ଏ ରାଜ୍ୟ ଓଡ୍ରଦେଶ ଓଡ଼ିଶା, ଉତ୍କଳ ବା ଉତ୍କୃଷ୍ଟ କଳାର ଦେଶ କଳିଙ୍ଗ l ପ୍ରାଗ ଐତିହାସିକ ଯୁଗୀୟ ପାହାଡ଼ ଖୋଲରେ ଥିବା ଆଦି ମାନବର ଚିତ୍ରଲେଖ ବା ତା’ର ଅଙ୍କା ବଙ୍କା ଲିପି ହେଉ ଅବା ଖ୍ରୀଷ୍ଟପୂର୍ବୀୟ ଅନେକ ଗୁମ୍ଫାର…

ତଳମୂଳ

ଲେଖା: ରବୀନ୍ଦ୍ର କୁମାର ରଣା ଅନୁଗୁଳ ଜିଲ୍ଲାର ଏକ ପ୍ରାଚୀନ ଐତିହ୍ୟପୂର୍ଣ୍ଣ ଗ୍ରାମ ହେଉଛି ଗଡ଼ତଳମୂଳ। ଏହି ଗ୍ରାମରେ ଦଶମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କ ଦ୍ଵାରା ନିର୍ମିତ ମା ଦୁର୍ଗାଦେବୀ ମନ୍ଦିର ଓ ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗ ରାଜାଙ୍କ ଦ୍ଵାରା ନିର୍ମିତ ଭୋଳେଶ୍ବର ମହାଦେବ ମନ୍ଦିର ଅବସ୍ଥିତ। ଇତିହାସ କହେ ଯେ ଏହି ଗଡ ତଳମୂଳ…

ଚାଟେଶ୍ୱର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଚାଟେଶ୍ୱର ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ l ଏହି ମନ୍ଦିରଟିକୁ ତୃତୀୟ ଅନଙ୍ଗଭୀମ ଦେବ ନିର୍ମାଣ କରାଇଥିଲେ l ଏହା ଏକ ପାତାଳ ଫୁଟା ଶିବ ମନ୍ଦିର, ଭୂମିପତନ ଠାରୁ ପ୍ରାୟ ୧୫ ଫୁଟ ଗଭୀରରେ ଶିବଲିଙ୍ଗ ବିରାଜମାନ କରିଛନ୍ତି l ଏହି ଚାଟେଶ୍ୱର ମନ୍ଦିର କଟକ…