Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶ୍ରୀକାନ୍ତ ସିଂହ ଓଡ଼ିଶାର ଐତିହାସିକ କୀର୍ତ୍ତିରାଜି ଗୁଡ଼ିକ ସହ ଜଡିତ ଥିବା ଅନେକ ଲୋକକଥା, ଅନେକ ଜନଶ୍ରୁତି, ଅନେକ କିମ୍ବଦନ୍ତୀ ଆଜି ଇତିହାସ ପାଲଟିଛି l ଆମ ରାଜ୍ୟର କୋଣାନୁକୋଣରେ ଗଢ଼ି ଉଠିଥିବା ଅନେକ ମଠ, ମନ୍ଦିର, ଦେଉଳ ଆଦି ପଛରେ କିଛି ନା କିଛି ଲୋକ କଥା ନିହାତି ଥିବ ଆଉ ଯୁଗ…

ଲେଖା: ରବୀନ୍ଦ୍ର କୁମାର ରଣା ଓଡ଼ିଶାରେ ବୈଷ୍ଣବ ପରମ୍ପରାର ଇତିହାସ ଅତି ପ୍ରାଚୀନ। ପଦ୍ମ ପୁରାଣ ଓ ଭାଗବତ ବର୍ଣ୍ଣିତ ଭଗବାନ ବିଷ୍ଣୁଙ୍କ ୨୪ ନାମ ମଧ୍ୟରେ ମାଧବ ହେଉଛି ଅନ୍ୟତମ। ଇତିହାସର ତଥ୍ଯ ଅନୁସାରେ ୪ର୍ଥ ଶତାବ୍ଦୀ ଅର୍ଥାତ ଓଡ଼ିଶାରେ ଗୁପ୍ତ ରାଜାମାନଙ୍କ ଶାସନ ସମୟରେ ଓଡ଼ିଶାରେ ବୈଷ୍ଣବ ପରମ୍ପରା ଆରମ୍ଭ ହୋଇଛି। ଗୁପ୍ତରାଜା…

ଉପସ୍ଥାପନା: ଦେଵ ତ୍ରିପାଠୀ ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ! ଓଡ଼ିଶା ମାଟିରେ ପ୍ରଗତିର ବାଟ ଦେଖାଇଛି ଏଇ ଜିଲ୍ଲା ! ଅସୁମାରୀ ପ୍ରାକୃତିକ ସମ୍ପଦରେ ମଣ୍ଡିତ ଏ ଜିଲ୍ଲା ପରିପୁଷ୍ଟ ଦୁର୍ଲ୍ଲଭ କୀର୍ତ୍ତିରାଜି, ଅପୂର୍ବ ପର୍ଯ୍ୟଟନ ସ୍ଥଳୀ, ଆଦିମ ଜନଜାତି ସଂସ୍କୃତି, ପାବନକ୍ଷେତ୍ର, ବର୍ଣ୍ଣମୟ ସାଂସ୍କୃତିକ ବିଭବରେ ! ଅନନ୍ୟ କେନ୍ଦୁଝର ଜିଲ୍ଲା ଓଡ଼ିଶା ଆଉ…

ଲେଖା: ଶ୍ରୀକାନ୍ତ ସିଂହ ଗଙ୍ଗବଂଶୀୟ ଶାସନ କାଳରେ ଓଡ଼ିଶାରେ ଅନେକ ଗୁଡ଼ିଏ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିରମାନ ନିର୍ମିତ ହୋଇଥିଲା l ପ୍ରାୟତଃ ଏହି ମନ୍ଦିରଗୁଡ଼ିକ ପୂର୍ଵ ଓଡ଼ିଶାର ଦୟା, ଭାର୍ଗବୀ, କୁଶଭଦ୍ରା ଓ ପୁଣ୍ୟତୋୟା ପ୍ରାଚୀନଦୀ ଉପତ୍ୟକାରେ ଗଢ଼ି ଉଠିଥିଲା l ସେଥି ମଧ୍ୟରୁ ଅନେକ ଆଜି ଭାଙ୍ଗି ରୁଜି ଯାଇଥିଲେ ବି ଆଉ…

ଲେଖା: ଶ୍ରୀକାନ୍ତ ସିଂହ ଅତୁଳନୀୟ ପ୍ରାକୃତିକ ବିଭବରେ ଭରା ବୌଦ୍ଧ ଅଞ୍ଚଳ l ଘନ ଜଙ୍ଗଲର ସୁନ୍ଦର ସବୁଜିମା ସହ ଶାଳ, ପିଆଶାଳ ଓ ମହୁଲ ଫୁଲର ମହୁଲି ବାସ୍ନା, ମହାନଦୀର ସ୍ୱଚ୍ଛ ଜଳରାଶି, ଅନେକ ବୌଦ୍ଧ କୀର୍ତ୍ତିରାଜୀ, ପ୍ରାଚୀନ ମନ୍ଦିର, ମୂର୍ତ୍ତି ଓ ରାଜବାଟୀକୁ ନେଇ ସୁସମୃଦ୍ଧ ଏକ ଛୋଟିଆ ଐତିହାସିକ ସହର ବୌଦ୍ଧ…

ଲେଖା: ଶ୍ରୀକାନ୍ତ ସିଂହ ପୁଣ୍ୟତୋୟା ପ୍ରାଚୀନଦୀ ଅବବାହିକାରେ ହାତଗଣତି କେତୋଟି ସୁକ୍ଷ୍ମ କାରୁକାର୍ଯ୍ୟସମ୍ପନ୍ନ ମନ୍ଦିର ନିର୍ମାଣ ହୋଇଛି ତନ୍ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଗାରେଡ଼ିପାଞ୍ଚଣ ଗ୍ରାମର ଶ୍ରୀ ବୁଦ୍ଧନାଥ ମନ୍ଦିର ହେଉଛି ଅନ୍ୟତମ l ଏହି ମନ୍ଦିରଟି ଏକାଦଶ ଶତାବ୍ଦୀରେ ତତ୍କାଳୀନ ଗଙ୍ଗବଂଶୀ ଶାସକ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ଯାହାକି…

ଲେଖା: ଶ୍ରୀକାନ୍ତ ସିଂହ କଟକ ଜିଲ୍ଲାର କେତୋଟି ଗଡ଼ଜାତ ଅଞ୍ଚଳ ମଧ୍ୟରେ ନରସିଂହପୁର ଗଡ଼ଜାତ ହେଉଛି ଅନ୍ୟତମ l ପାହାଡ଼, ପର୍ବତ, ଝରଣା, ଅରଣ୍ୟ, ପ୍ରାଚୀନ ମନ୍ଦିର ଓ ବୌଦ୍ଧ କିର୍ତ୍ତୀରାଜି ପାଇଁ ଏହି ଅଞ୍ଚଳ ସୁପରିଚ l କଟକ ଜିଲ୍ଲାର ପ୍ରସିଦ୍ଧ ଦେଓଝର ଓ ଡାବରଖୋଲ ଜଳପ୍ରପାତ ଏହି ଅଞ୍ଚଳରେ ଅବସ୍ଥିତ l ଦେବଭୂମି…

ଲେଖା: ଶ୍ରୀକାନ୍ତ ସିଂହ ଗୋଟେ ପାଖରେ କଣ୍ଟିଲୋର ନୀଳମାଧବ ଓ ଅନ୍ୟ ପାଖରେ ରତ୍ନଗିରି ପାଦଦେଶରେ ଥିବା ଭଟ୍ଟାରିକା ଦେଵୀପୀଠ ଆଉ ମଝିରେ ମହାନଦୀର ସୁ-ବିସ୍ତାର ବକ୍ଷ l ମହାନଦୀର ଉତ୍ପତ୍ତି ସ୍ଥଳରୁ ସାଗର ବିଲୟ ପର୍ଯ୍ୟନ୍ତ ସୁଦୀର୍ଘ ଯାତ୍ରା ପଥରେ ଏହି ବଡମ୍ବାଠାରେ ହିଁ ନଦୀର ଶଯ୍ୟା ବୋଧହୁଏ ସବୁଠୁ ଅଧିକ ଚଉଡ଼ା ଓ…

ଲେଖା: ଅମ୍ବରୀଶ ମଙ୍ଗରାଜ ସୂର୍ଯ୍ୟ ନମସ୍କାର କରୁ କରୁ ଦିନେ Hello Gang କହିଲେ ଭାଇ ବୁଲିବାକୁ ଗଲେ ହୁଅନ୍ତାନ୍ତି, ବହୁତ ଦିନ ହେଲା କୁଆଡ଼େ ଯାଇନେ ବାହାରକୁ, କଥା ଟା ବି ଠିକ ଥିଲା । ଗୁରୁଜୀ ହାପି ଭାଇ ବି ସମ୍ମତି ଦେଲେ ଯିବା ପାଇଁ । ହେଲେ ସୁନ୍ଦରୀ ଓଡ଼ିଶାର କିଛି…

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀ ଲିଙ୍ଗରାଜଙ୍କ ଦେଉଳରୁ ପ୍ରାୟ ୧.୮ କିଲୋମିଟର ଦୂରରେ ବ୍ରହ୍ମେଶ୍ବର ଦେଉଳର ଅନତିଦୂରରେ ଗୋକର୍ଣ୍ଣେଶ୍ବର ମହାଦେବ ମନ୍ଦିର ଅବସ୍ଥିତ। ଶିଶୁପାଳଗଡ଼ଠାରେ ଗନ୍ଧବତୀ ନଦୀ ତୀରରେ ପଶ୍ଚିମମୁଖା ଗୋକର୍ଣ୍ଣେଶ୍ବର ଦେବଙ୍କ ଆସ୍ଥାନ। ଲିଙ୍ଗ ସ୍ଵରୁପ ନିର୍ମାଣ କାଳ ପୁରାତନ ହେଲେ ମଧ୍ଯ ଏହି ଗୋକର୍ଣ୍ଣେଶ୍ବର ମହାଦେବ ଦେଉଳ ବର୍ତ୍ତମାନର ଗଜପତି ମହାରାଜାଙ୍କ କରକମଳରେ…