Category ଜଣା ଅଜଣା

ଲାଲ ଠେଙ୍ଗା

ଲେଖା: ଶିଶିର ସାହୁ ମନୋଜ ଲାଲ ଠେଙ୍ଗା ପଛର ରୋଚକ କାହାଣୀ ! ତାଳଚେର ରାଜା ପିତାମ୍ବର ହରିଚନ୍ଦନଙ୍କ ସୁପୁତ୍ର ଲାଲ ସିଂ ହରିଚନ୍ଦନ ସେତେବେଳେ ତାଳଚେରର ଶାସକ ଥାନ୍ତି । ଏହି ଲାଲ ସିଂଙ୍କ ସମୟରେ ମରହଟ୍ଟା ବର୍ଗୀମାନେ ତାଳଚେର ଉପରେ ବାର୍ଷିକ ୨୦୦୦ ଟଙ୍କା ପେସକସ୍ ଧାର୍ଯ୍ୟ କରିଥିଲେ । କିନ୍ତୁ ତାଳଚେର ରାଜକୋଷରୁ…

ତାଳଚେରର ନାମକରଣ

ଲେଖା: ଶିଶିର ସାହୁ ମନୋଜ ଜୟପୁର ରାଜାଙ୍କ ଚାରି ପୁତ୍ର ଜଗନ୍ନାଥ ଦର୍ଶନ ଲାଗି ପୁରୀ ଆସିଥିଲେ । ସେମାନେ ସୂର୍ଯ୍ୟବଂଶୀ ଓ ରାଣା ଠାକୁରଙ୍କ ବଂଶଧର ବୋଲି ବଡ଼ ଗର୍ବ କରୁଥିଲେ ଏବଂ ସେହି ହେତୁ ପୁରୀ ରାଜାଙ୍କୁ ଦଣ୍ଡବତ କଲେ ନାହିଁ, ତାଙ୍କୁ ତିରଷ୍କାର କରିବା ସହ ଗାଳିମନ୍ଦ କଲେ । ପୁରୀ…

ଲଵଣକର

ଲେଖା: ଶିଶିର ସାହୁ ମନୋଜ ଭାରତରେ ଲଵଣକର ଵିରୋଧୀ ଆନ୍ଦୋଳନର ଶଙ୍ଖନାଦ ପ୍ରଥମେ ଓଡ଼ିଶା ମାଟିରେ ହୋଇଥିଲା । କଟକ ମ୍ଯୁନିସିପାଲିଟି ପଡି଼ଆରେ ଏହି ଲଵଣକର ଓ ତତ୍କାଳୀନ ବଙ୍ଗଳା ପ୍ରଦେଶରୁ ନିମକମାହଲ ଉଠିଯାଇ ମାନ୍ଦ୍ରାଜ ପ୍ରଦେଶକୁ ମିଳିଵା ଵିପକ୍ଷରେ ପ୍ରତିଵାଦ ସଭାର ଆୟୋଜନ ହୋଇଥିଲା । ଏହି ସଭାର କେତେକ ଗୁରୁତ୍ୱପୂର୍ଣ୍ଣ କଥା ହେଲା:…

ଅନୁଗୁଳର ନାମକରଣ

ଲେଖା: ଶିଶିର ସାହୁ ମନୋଜ ଅନୁଗୁଳର ନାମକରଣ ପଛରେ ରହିଛି କେତେ ରୋଚକ କଥା ! ଅନୁଗୁଳରେ ଯେତେ ଜାତିର ଲୋକ ଥିଲେ ତହିଁ ମଧ୍ୟରେ କନ୍ଧମାନେ ଶକ୍ତି ଓ ସଂଖ୍ୟାରେ ସମସ୍ତଙ୍କ ଠାରୁ ଆଗରେ ଥିଲେ । ଏସବୁ ସତ୍ତ୍ୱେ ସବୁ ଜାତିର ଲୋକ ମିଳିମିଶି ଚଳୁଥିଲେ । କୌଣସି ଵିଵାଦ ଘଟିଲେ କନ୍ଧ…

ରାଉରକେଲା

ଲେଖା: ଶିଶିର ସାହୁ ମନୋଜ ‘ରାଉରକେଲା’ ନଗରର ନାମକରଣକୁ ନେଇ ଅନେକ ମତ ରହିଛି । ● କିଛି ଉତ୍ତର ଭାରତୀୟ ଲୋକ ହିନ୍ଦୀଭାଷାର ‛କେଲା’ ଶବ୍ଦ ସହିତ ‛ରାଉର’ ଶବ୍ଦ ଯୋଡ଼ି ହୋଇ ‛ରାଉରକେଲା’ ନାମକରଣ ହୋଇଥିଵା ମତ ଦିଅନ୍ତି । ● କିଛି ଲୋକ କୁହନ୍ତି ବୋଧହୁଏ ଏହା ରାହୁର କିଲ୍ଳା ଵା…

ନାଗାଵଳୀ

ଲେଖା: ଶିଶିର ସାହୁ ମନୋଜ ପୁରାଣରେ ଗୋଟାଏ ଲାଙ୍ଗଳୀ ନଦୀ ଵିଷୟରେ ଉଲ୍ଲେଖ ରହିଛି । କୁହାଯାଏ ଥରେ ଭଗବାନ ଵଳରାମ ସୈନ୍ୟସାମନ୍ତ ଘେନି କଳିଙ୍ଗଦେଶ ମଧ୍ୟ ଦେଇ ଯାଉଥିଲା ବେଳେ ଏଠାକାର ପାର୍ଵତ୍ୟାଞ୍ଚଳରେ ତୁଷାର୍ତ୍ତ ହେଲାରୁ ତାଙ୍କ ଲଙ୍ଗଳ ମୁନରେ ଏକ ଜଳଧାର ସୃଷ୍ଟି କରେଇଥିଲେ । ସେ ଜଳଧାର ପରଵର୍ତ୍ତୀ କାଳରେ ନଦୀରେ…

କୋଜାଗର

ଲେଖା: ଶିଶିର ସାହୁ ମନୋଜ କୋଜାଗର ଶବ୍ଦର ନିରୁକ୍ତି —  କଃ(କିଏ) + ଜାଗୃ ଧାତୁ (ଚେଇଁବା) କର୍ତ୍ତୃ. ଅ. ସାଧାରଣତଃ ଆଶ୍ୱିନ ପୂର୍ଣ୍ଣିମା ଵା କୁମାର ପୂର୍ଣ୍ଣିମାକୁ (କୁଆଁର ପୁନେଁଇ) କୋଜାଗର ପୂର୍ଣ୍ଣିମା କୁହାଯାଏ । ଲୋକଵିଶ୍ଵାସ ଅନୁସାରେ ଏ ଦିନ ରାତିରେ ଲକ୍ଷ୍ମୀ ଠାକୁରାଣୀ ଘର ଘର ବୁଲି ଦେଖନ୍ତି ଓ ପଚାରନ୍ତି, “କୋ ଜାଗର୍ତ୍ତି ?”…

କଵିଚନ୍ଦ୍ର

ଲେଖା: ଶିଶିର ସାହୁ ମନୋଜ ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍ତି । ୧. କଵିଚନ୍ଦ୍ର ନାରାୟଣ ଶର୍ମା ● କଵିଚନ୍ଦ୍ର ନାରାୟଣ ଶର୍ମା ଅଷ୍ଟମ ଶତାଦ୍ଦୀର ଜନୈକ କଵି । ଏ ‘ଏକାମ୍ରଚନ୍ଦ୍ରିକା’ ଗ୍ରନ୍ଥର…

ରାୟଗଡ଼ା

ଲେଖା: ଶିଶିର ସାହୁ ମନୋଜ ରାୟଗଡ଼ା ପୂର୍ଵେ ଅଵିଭକ୍ତ କୋରାପୁଟ ଜିଲ୍ଲାର ଏକ ସଵଡିଵିଜନ୍ ଥିଲା । ଏହା ନାଗାଵଳୀ ଓ ଝଞ୍ଜାଵତୀ ନଦୀକୂଳରେ ଅଵସ୍ଥିତ ଓଡ଼ିଶାର ଅନ୍ଯତମ ଶିଳ୍ପନଗରୀ । ୧୫୧୬ ବେଳକୁ ଏହା ନଵରଙ୍ଗପୁର ରାଜ୍ଯର ରାଜଧାନୀ ଭାଵରେ ସ୍ଥାପିତ ହୋଇଥିଲା । ରାୟଗଡ଼ା ନଗରର ନାମକରଣ ପଛରେ ଏକ କିମ୍ବଦନ୍ତୀ ରହିଛି…

ମାଲକାନଗିରିର ନାମକରଣ

ଲେଖା: ଶିଶିର ସାହୁ ମନୋଜ ମାଲକାନଗିରିର ନାମକରଣ ବାବଦରେ ଅନେକ ମତବାଦ ପ୍ରଚଳନରେ ଅଛି । ମାଲକାନଗିରିକୁ ମାଲ୍ୟଵନ୍ତଗିରି, ମଲ୍ଲିକ-ମର୍ଦ୍ଦନ ଗିରି, ମଲ୍ଲିକାର୍ଜୁନଗିରି ମଧ୍ଯ କୁହାଯାଏ । ନାମଭେଦରେ ତେଣୁ ଏଠାରେ ନାନାଦି ମତ ପ୍ରଚଳିତ ରହିଛି । ★ମତଵାଦ ୧: ଵନଵାସ ସମୟରେ ଶ୍ରୀରାମଚନ୍ଦ୍ର ଏଠାରେ ଏକ ଶୁଭ୍ର-ଶିଵଲିଙ୍ଗ ସ୍ଥାପନ କରି ତାକୁ ମଲ୍ଲିଫୁଲ…