Category ଆଈମା କାହାଣୀ

ଵୈରୀଗଞ୍ଜନ ମହାନ୍ତି

ଉପସ୍ଥାପନା: ଶିଶିର ସାହୁ ମନୋଜ ଵୈରୀଗଞ୍ଜନ ମହାନ୍ତି ଘୁମୁସରର ଅଧିଵାସୀ ଥିଲେ । ସେ ଅତ୍ୟନ୍ତ ଚତୁର, ଵିଚକ୍ଷଣ ଓ ଵୀର ଥିଲେ । ତାଙ୍କ ଗୁଣରେ ମୁଗ୍ଧ ହୋଇ ନୟାଗଡ଼ ରଜା ତାଙ୍କୁ ମନ୍ତ୍ରୀ କରି ନେଇଥିଲେ । ନୟାଗଡ଼ର ରାଣୀ ଥିଲେ ଘୁମୁସର ରାଜାଙ୍କର ସହୋଦରା ଭଗିନୀ । ସେ ଅତ୍ୟନ୍ତ ସୁନ୍ଦରୀ…

ଚାରି ସୁନ୍ଦରୀ ଓ ମେଣ୍ଢା

ଉପସ୍ଥାପନା: ଦେବାଶିଷ ସେନାପତି ଶୁଆଶାରୀ କଥା ପରି ଆମ ଲୋକ ସାହିତ୍ୟରେ ରହିଛି ଅନେକ କାହାଣୀ, ଯେମିତି ଚାରି ସୁନ୍ଦରୀ ଓ ମେଣ୍ଢା କଥା ଆମେ ହୁଏତ ସେ ସବୁକୁ ପୁସ୍ତକରେ ନ ପାଉ । ତେଣୁ ଏଠାରେ ଆମେ ପରଶିଦେଉଛୁ ସେଇ ଆଈମା’ କାହାଣୀ ଚାରି ସୁନ୍ଦରୀ ଓ ମେଣ୍ଢା କଥା । ~…

ତାରାତାରିଣୀ

ଉପସ୍ଥାପନା: ଶିଶିର ସାହୁ ମନୋଜ ଅତି ପୁରାକାଳରେ ପୂର୍ବଖଣ୍ଡ ରାଜ୍ୟରେ ମାଣିକେଶ୍ଵର ବୋଲି ଜଣେ ରାଜା ଥିଲେ । ପ୍ରତିଦିନ ଏକ ମାଳାକାର ତାଙ୍କୁ ପୁଷ୍ପମାଳା ପ୍ରଦାନ କରୁଥିଲେ । ଦିନେ ଉକ୍ତ ମାଳାକାର ପ୍ରତ୍ୟୁଷରୁ ଋଷିକୂଲ୍ୟା ନଦୀକୁ ଯାଇ ସ୍ନାନ କରିବା ନିମନ୍ତେ ନଦୀଜଳ ଆଲୋଡନ କରିବା ସମୟରେ ତାରା ଓ ତାରିଣୀ ଦୁଇଗୋଟି…

ଖଟ୍ବାଙ୍ଗପୁରାଣ

ଉପସ୍ଥାପନା:  ଶିଶିର ସାହୁ ମନୋଜ ଜଣେ ରାଜା ଥିଲେ । ସେ ଦିନେ ଦେଶଯାକରେ ଘୋଷଣା କରିଦେଲେ ଯେ ‛ମୋ ଦେଶରେ ଯେତେ ପଣ୍ଡିତ ଅଛନ୍ତି ସଭିଏଁ ଗୋଟିଏ ଗୋଟିଏ ପୁରାଣ ବର୍ଷକ ମଧ୍ୟରେ ସଂସ୍କୃତଭାଷାରେ ଲେଖି କି ଦେବେ ଯାହା ରାଜକୋଷରେ ଜମାହେବ । ଯେଉଁମାନେ ପୁରାଣ ରଚନା କରି କି ଦେବେ ସେ…

କଲରେଇ ଫୁଲ

ଉପସ୍ଥାପନା: ଶିଶିର ସାହୁ ମନୋଜ ଏକ ଦେଶରେ ଜଣେ ରାଜା ଥିଲେ ଯେ ତାଙ୍କର ସାତ ପୁଅ ଗୋଟିଏ ବୋଲି ଝିଅ । ଝିଅର ନାଆଁ କଲରେଇ ଫୁଲ । ଦିନେ ରାଜାଙ୍କ ମଝିଆଁ ପୁଅ କର୍ଣ୍ଣ ପାଞ୍ଚକୁଡୁମଇ ଗଛରୁ ନାଲି ଟହଟହ ଫଳଟିଏ ଆଣି ଘରେ ରଖି ମାଆକୁ କହିଲା – ‛ଏ ଫଳ…

ସସେମିରା

ଉପସ୍ଥାପନା: ଶିଶିର ସାହୁ ମନୋଜ ଦିନେ ଭୋଜରାଜଙ୍କ ପୁତ୍ର ପାରିଧୀ କରିବାକୁ ଯାଇଥିଲେ କିନ୍ତୁ ନଅରକୁ ଫେରି ନ ଆସି ରାତ୍ରହେବାରୁ ନିବିଡ଼ ଅରଣ୍ୟ ମଧ୍ୟରେ ଅଗତ୍ୟା ରହିଗଲେ । ରାତି ହୋଇଯିବାରୁ ଜଙ୍ଗଲର ବିଭିନ୍ନ ହିଂସ୍ରଜନ୍ତୁଙ୍କ ଠାରୁ ରକ୍ଷା ପାଇବା ହେତୁ ସେ ଏକ ଭାଲୁ ସହ ମିତ୍ରତା କଲେ । ରାଜପୁତ୍ର ଓ…

ସାତ ଚକୁଳି ଚଉଦ ଚେଁ

ଲେଖା: ଓମ୍ ପ୍ରକାଶ ବିଶ୍ୱାଳ ଓଡ଼ିଶାର ଖାଦ୍ୟ ଯେତେ ସୁନ୍ଦର ଖାଦ୍ୟକୁ ନେଇ ଥିବା ଲୋକ କଥା ଓ କାହାଣୀ ଗୁଡା ବି ଆହୁରି ସୁନ୍ଦର। ଆଜି ଆପଣମାନଙ୍କୁ ଶୁଣେଇବି ଚକୁଳି ପିଠାକୁ ନେଇ ଏକ ବହୁତ ମଜାଦାର ଲୋକ କାହାଣୀ… ମୂଳ କାହାଣୀକୁ ମୁଁ ମୋ ଢଙ୍ଗରେ ପୁନର୍କଥନ କରିଛି… “ସାତ ଚକୁଳି ଚଉଦ…