Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆଁ କହୁଛି ପାତକୀ ! ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି ବିଛୁଆତି ଅବା କେତକୀ ?” ଅଭିମାନଭରା ହୃଦୟରେ ଜୀବଦ୍ଦଶାରେ କେବେ ଲେଖିଥିଲେ ସେ ଏଇପଦକ ! ଜୀବନର ଶେଷ ସମୟ ଯାଏଁ ଏଇ ଆଶାରେ ସେ ଜୀଇଁ ଥିଲେ,…

ଲେଖା: ନିରଞ୍ଜନ ସାହୁ ୧୮୯୯ ମସିହା ନଭେମ୍ବର ମାସ ଏକୋଇଶି ତାରିଖରେ ବାଲେଶ୍ଵର ଜିଲ୍ଲା ଅଗରପଡ଼ା ରାଜବାଟୀ ଉତ୍ସବ ମୁଖର ଓ ଚଳଚଂଚଳ ହୋଇଉଠିଲା । ଜନ୍ମ ନେଲେ ରାଜଗାଦୀ ପାଇଁ ଭବିଷ୍ୟତର ବଂଶଧର । କିନ୍ତୁ ରାଜ-ଐଶ୍ୱର୍ଯ୍ୟକୁ ପାଦରେ ଆଡ଼େଇ ଦେଇ ସେହି ଶିଶୁଟି ଯେ, ଦେଶ ପାଇଁ ନିଜକୁ ସମର୍ପଣ କରିଦେବ, ଏ…

ଲେଖା: ନିରଞ୍ଜନ ସାହୁ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ଦିଗରେ କୁଳବୃଦ୍ଧ ପଣ୍ଡିତ ହରିହର ମିଶ୍ର ନାମଟି ଓଡିଶାବାସୀଙ୍କ ହୃଦୟରେ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କର ବହୁମୁଖୀ ପ୍ରତିଭା ଓ ସ୍ବଦେଶପ୍ରୀତି ଓଡିଶାର ଜାତୀୟ ଜୀବନରେ ଏକ ଅମୂଲ୍ୟ ସମ୍ପଦ । ମହାନ ଦେଶପ୍ରେମୀ ପଣ୍ଡିତ ହରିହର ମିଶ୍ର ୨୪ ଫେବୃଆରୀ ୧୮୮୭…

ଲେଖା: ନିରଞ୍ଜନ ସାହୁ ଆଜିକୁ ୧୯୫ ବର୍ଷ ତଳର ଏକ କୋଠାର କାହାଣୀ। ଏହି କୋଠା ଆଜି ପର୍ଯ୍ୟନ୍ତ ବଡ଼କୋଠା ଭାବେ ପରିଚିତ ସମଗ୍ର ଓଡ଼ିଶାରେ । ସ୍ମୃତିରେ ଏବେ ରହିଥାଇପାରେ, ହେଲେ ସମଗ୍ର ଦେଶର ଏହା ଥିଲା ସେ ସମୟର ଏକ ପବିତ୍ର ତୀର୍ଥ । ଏହାର ଇତିହାସ ହୁଏତ ଏବେ ଆମ ଭଳି…

ଲେଖା: ଦେଵ ତ୍ରିପାଠୀ “ମାନସ ହଂସ ମୁଁ, ମାନସେ ଯିବି ଉଡ଼ି, ଭରମେ ଅବିରତ, ମୋ ଦୋଷେ ପଥ ହୁଡ଼ି ଛାଡ଼ିବି ଦୂରେ ଯିବି ପାରାବାରେ ଭାସିବି ଲଂଘି ହିମଗିରି ଯିବିଗୋ ବେଳ ଥାଉଁ l ଜୀବନ ପାତ୍ର ମୋ ଭରିଛ କେତେ ମତେ, ନ ଦେଲ କିଛି ବୋଲି କହିବି କି ହେ ଆଉ…

ଲେଖା: ନିରଞ୍ଜନ ସାହୁ “ଚକା ନୟନକୁ ପତିତ କେହି, ଡକାଇ ଖର ନିଶ୍ଵାସ ପକାଇ ଡକା ପକାଇ ଗରୁଡ଼ ପଛରେ, ବକାରି ! ମୋ ଆର୍ତ୍ତ ଶୁଣ ସତ୍ଵରେ ହେ ଡକ୍କା ବାଜୁଛି ମହିମା ହେ, ଠକାରି କରି କର୍ଣ୍ଣେ ଗିର ନ ଶୁଣ, କାହିଁକି ବିଚିତ୍ରକର୍ମା ହେ” । ସର୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ଗରୁଡ଼ ସ୍ତମ୍ଭ…

ଲେଖା: ଦେଵ ତ୍ରିପାଠୀ ୧୯୪୨ ମସିହା ଅଗଷ୍ଟ ୧୫ ତାରିଖ । ରେଭେନ୍ସା ମହାବିଦ୍ୟାଳୟ, କଟକ । କଂଗ୍ରେସ ଅଧିବେଶନରେ ଭାରତଛାଡ଼ ପ୍ରସ୍ତାବ ଗୃହୀତ ହେଲା ଏବଂ ଗାନ୍ଧିଜୀ ବ୍ରିଟିଶମାନଙ୍କୁ ଭାରତ ଛାଡ଼ିବା ପାଇଁ ଡାକରା ଦେଇଥା’ନ୍ତି । ଦେଶକୁ ସ୍ବାଧୀନ କରିବା ପାଇଁ ‘କର ବା ମର’ ଆହ୍ୱାନରେ ପ୍ରମାଦ ଗଣିଲେ, ଦେଶର ବଡ଼…

ଲେଖା: ସନ୍ତୋଷ ପଟ୍ଟନାୟକ ୧୮୩୬ ମସିହାରେ ଘୁମୁସରର (ଗଞ୍ଜାମ) ରାଜା ଥିଲେ ଧନଞ୍ଜୟ ଭଞ୍ଜ ଏବଂ ତାଙ୍କର ପ୍ରଧାନ ସେନାପତି ଥିଲେ ଦୋହରା ବିଷୋୟୀ। ଧନଞ୍ଜୟ ଭଞ୍ଜ ଇଂରେଜମାନଙ୍କୁ ରାଜସ୍ୱ ପୈଠ ନ କରିବାରୁ ତାଙ୍କୁ ଗାଦିଚ୍ୟୁତ କରିଦିଆଗଲା, ସେତେବେଳେ ଇଂରେଜମାନଙ୍କ ବିରୋଧରେ ଏକ ବିପ୍ଳବ ଆରମ୍ଭ ହୋଇଥିଲା ଏବଂ ଏହାର ନେତୃତ୍ୱ ନେଇଥିଲେ ଦୋହରା…

ଲେଖା: ନିରଞ୍ଜନ ସାହୁ କଟକ ଜିଲ୍ଲାର ସତ୍ୟଭାମାପୁର ମଲ୍ଲବଂଶ ପରିବାର । ଏହାଥିଲା ଜାତୀୟଗୌରବ ମଧୁସୂଦନ ଦାସ, ପ୍ରଶାସକ-ସାହିତ୍ୟିକ ଗୋପାଳ ବଲ୍ଲଭ ଦାସ, ବିଶିଷ୍ଟ ସାହିତ୍ୟିକ ନାରାୟଣ ଚନ୍ଦ୍ର ଦାସ, ସର୍ବଜନାଦୃତ ମହିୟସୀ ମା’ ରମାଦେବୀଙ୍କ ଏନ୍ତୁଡ଼ିଶାଳ । ଓଡ଼ିଶା ତଥା ଭାରତବର୍ଷର ଏହି ବରେଣ୍ୟ ମହାପୁରୁଷ, ଦେଶସେବକ ମାନଙ୍କ ସହ ଯୋଡ଼ି ହୋଇଯାଇଥିଲେ ଆଉଜଣେ…

ଲେଖା: ନିରଞ୍ଜନ ସାହୁ ବୟସର ବ୍ୟବଧାନ ବେଶୀ ନୁହେଁ, ମାତ୍ର ସାତବର୍ଷ । ଦାସେ ଆପଣେଙ୍କ ଠାରୁ ମାତ୍ର ସାତବର୍ଷ ସାନ । ହେଲେ ଦାସେ ଆପଣେ ଥିଲେ ଗୁରୁତୁଲ୍ୟ, ଶ୍ରେଷ୍ଠ ଆଦର୍ଶ ତାଙ୍କ ପାଇଁ । “ତାଙ୍କୁ ଆଦର୍ଶ କରି ସିନା ଦେଶ ସେବା କରିବି, ହେଲେ ଚାଲିଚାଲି ଯିବା ଅପେକ୍ଷା ସାଇକେଲଟିଏ ବ୍ୟବହାର…