Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ନିରଞ୍ଜନ ସାହୁ ~ ଭଗବତୀ ଚରଣ ପାଣିଗ୍ରାହୀ ~ ୧୯୧୭ ମସିହା ପରେ ପରେ ଅର୍ଥାତ୍ ସୋଭିଏତ ଋଷର ଅକ୍ଟୋବର ବିପ୍ଳବର ପୃଷ୍ଠଭୂମି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟର ସୂତ୍ରପାତ ହୁଏ ସମଗ୍ର ବିଶ୍ଵରେ । ବିଶ୍ୱବାସୀଙ୍କ ମନରେ ସୃଷ୍ଟି କରାଏ ନୂତନ ପ୍ରତ୍ୟୟ, ଆଶା ଓ ଆଶ୍ଵାସନା । ମୁକ୍ତି, ସ୍ଵାଧୀନତା ଓ…
ଲେଖା: ଅମ୍ବିକା ପଟ୍ଟନାୟକ ~ ଶ୍ରୀ ବ୍ରହ୍ମାନନ୍ଦ ପଣ୍ଡା :ଅନାଲୋଚିତ ଗାଳ୍ପିକ/ରାଜନୀତିଜ୍ଞ ~ ଜ୍ୟୋତ୍ସ୍ନା ବିଧୌତ ଗଭୀର ଶାରଦୀୟ ରଜନୀ l ଅଭେଦ୍ୟ ଗୁରୁ ନିସ୍ତବ୍ଧତା l ସବିରାମ ମନ୍ଦ ସମୀରଣରେ ନିଶି ପୁଷ୍ପର ଆକୁଳ ପରିମଳ l ରାଜ ପ୍ରାସାଦ ସଂଲଗ୍ନ ପ୍ରମୋଦ ଉଦ୍ୟାନ l ପାରିଧିକ୍ଲାନ୍ତ ମହାରାଜା ଆରାମଦାୟକ ଏକ ବେତ୍ରାସନରେ ବିଜେ କରିଚନ୍ତି l…
ଲେଖା: ଦେଵ ତ୍ରିପାଠୀ ~ ଜାତୀୟକବି ବୀରକିଶୋର ଦାସ ~ ୧୯୨୧ ମସିହା । #କଟକ । ଲୋକଙ୍କ ମନରୁ ଲିଭିନି #ଜାଲିଆନାୱାଲାବାଗ ର ଅନିର୍ବଚନୀୟ କରାଳ ଯଜ୍ଞର ଦୃଶ୍ୟ ! କଟକଠାରୁ କେତେ ହଜାର କିଲୋମିଟର ଦୂରର ସେଇ ହୃଦୟଥରା ଦୃଶ୍ୟରେ ଓଡ଼ିଆଙ୍କ ହୃଦୟ ମଧ୍ୟ ହୋଇଥିଲା ବହୁଧା ବିଦୀର୍ଣ୍ଣ ! ସେଭଳି ସନ୍ଧିକ୍ଷଣରେ…
ଲେଖା: ଦେବରଞ୍ଜନ ସାମଲ ~ ଆଉ ଥରେ ଆସ ଓଡ଼ିଶାଭୂଇଁ ~ ହେ କବିବର ଆଉ ଥରେ ଆସ ଓଡ଼ିଶାଭୂଇଁ ତୁମ ମାତୃଭାଷା ହଜି ଗଲାଣି . . କବିବର ଆଉ ଥରେ ଆସ ଓଡ଼ିଶା ଭୂଇଁ।। ପରାଧୀନ ବେଳେ ଓଡ଼ିଆ ଭାଷା ବୋଲୁଥିଲେ ତୁମ ଓଡ଼ିଶା ବାସୀ . . ସ୍ବାଧୀନତା ପାଇ ନିଜ…
ଲେଖା: ଅମ୍ବିକା ପଟ୍ଟନାୟକ ~ ସାହିତ୍ୟିକ ଚନ୍ଦ୍ରଶେଖର ରଥ ~ “ନୀଳକଣ୍ଠ ତ୍ରିପାଠୀ ୟାପ ପଣ୍ଡିତ ! ମାତ୍ର କି ପଣ୍ଡିତ ସେ ? ସେଇଟା କଣ ଜାଣେ ?… କାହାକୁ ଭଲା ଜଣା ଅଛି?.. ଏ ପରା ଚକ୍ରକୂଟ ମାୟା l ପଣ୍ଡିତ ଅପଣ୍ଡିତ ସମସ୍ତେ ଅଠାକାଠି ର ଶୁଆ l ଅଳ୍ପ ବହୁତ ସମସ୍ତେ…
ଲେଖା: ଗୋକୁଳାନନ୍ଦ ସାହୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ନିଳକଣ୍ଠପୁର । ବ୍ରାହ୍ମଣୀ ନଦୀକୂଳରେ ଥିବା ଛୋଟ ଗାଁଟିଏ । ସେହି ଗାଁରେ ଗୋଟିଏ ଗରିବ ପରିବାରରେ ଜନ୍ମ ହୋଇଥିଲେ ଭାରତର ସର୍ବକନିଷ୍ଠ କିଶୋର ବିପ୍ଳବୀ “ବାଜି ରାଉତ“। ଈଂରେଜ ଅମଳର କଥା । ବାଜିଙ୍କ ଜନ୍ମ ପରେ ତାଙ୍କ ବାପା ଅସୁସ୍ଥ ଅବସ୍ଥାରେ ଆରପାରିକୁ…
ଲେଖା: ସିଂହାରୀ ଆଲୋକ ଖୁଣ୍ଟିଆ ~ ସ୍ମୃତିରେ ପଣ୍ଡିତ ଗୋପବନ୍ଧୁ ଦାସ ~ “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାନ୍ତୁ ପିଠିରେ, ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଢ଼ ପୁରୁ ତହିଁ ପଡି ମୋ ମାଂସ ହାଡ଼ !” (ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ) ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ…
ଲେଖା: ଅମ୍ବିକା ପଟ୍ଟନାୟକ ~ ଦିଗପହଣ୍ଡିର ଡ୍ରଇଂମାଷ୍ଟ୍ରେ: ଡ. ଦିନନାଥ ପାଠୀ ~ ସେ ଥିଲେ ଏକାଧାରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରକର, ଲେଖକ, ଗବେଷକ, ଅଧ୍ୟାପକ, ସଂଗଠକ, ସମ୍ପାଦକ, କଳା ଐତିହାସିକ, ଅନୁଷ୍ଠାନ ନିର୍ମାତା, କବି ଏବଂ ସର୍ବୋପରି ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଏକ ନିଷ୍ଠାପର ଆତ୍ମା l ତଥାପି…
ଲେଖା: ଶିଶିର ସାହୁ ମନୋଜ ସଂଗ୍ରାମୀକଵି ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ! ଓଡ଼ିଶାରେ ଏମିତି ଅନେକ କଵି ଲେଖକ ଓ ସ୍ଵାଧୀନତା ସଂଗ୍ରାମୀ ଜନ୍ମ ଲଭିଛନ୍ତି ଯାହାଙ୍କ ଵିଷୟରେ ଵର୍ତ୍ତମାନର ଯୁଵପିଢି଼ ଜାଣିଵା ତ ଦୂରେ ଥାଉ ତାଙ୍କ ନାମ ସୁଦ୍ଧା ଜାଣି ନଥାନ୍ତି । ଏକଵିଂଶ ଶତାବ୍ଦୀରେ ଓଡ଼ିଶାର ଯୁଵପିଢି଼ କ୍ରମଶଃ ହିନ୍ଦୀ ଓ…
ଲେଖା: ଅମ୍ବିକା ପଟ୍ଟନାୟକ ଅବିସ୍ମରଣୀୟ ବ୍ୟକ୍ତିତ୍ୱ : ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ! “ନାମରେ ପ୍ରୟାସ ନାହିଁ, ଅର୍ଥରେ ପିପାସା ନାହିଁ, ନିନ୍ଦାସ୍ତୁତି ପ୍ରତି ଭୃକ୍ଷେପ ନାହିଁ l ଅନନ୍ୟ ଚିତ୍ତରେ କେବଳ ସାହିତ୍ୟ ନିମନ୍ତେ ସାହିତ୍ୟର ଅନୁଶୀଳନ ନନ୍ଦ ମହାଶୟଙ୍କ ବ୍ରତ l ଏହି କବି ମୂଳଗ୍ରନ୍ଥର ଅନୁବାଦ କରିନାହାନ୍ତି କିମ୍ବା ଅବିକଳାନୁକରଣରେ ମଧ୍ୟ…