Category ମହାମନିଷୀଗଣ

କବିଶେଖର ଚିନ୍ତାମଣି ମହାନ୍ତି 

ଲେଖା: ଅମ୍ରିତେଶ ଖଟୁଆ “ସୌଭାଗ୍ୟର ଏ କି ମହା ଶୁଭଦିନ,  ନାଚି ଉଠେ ପ୍ରାଣେ ପୁଲକ ନବୀନ। ଅଲକ୍ଷ୍ୟରେ କୋଟି ଆନନ୍ଦ-ହାବେଳି,  ମନ ମଧ୍ୟେ ପଶି ଯାଉଅଛି ଖେଳି।”  (ଘୁମୁସର କାବ୍ୟ ) ଦ୍ଵାଦଶ ସର୍ଗ ବିଶିଷ୍ଟ ବର୍ଣ୍ଣନାତ୍ମକ “ଘୁମୁସର କାବ୍ୟ”, କବିଶେଖରଙ୍କ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ଥିବା ଅନୁରକ୍ତିକୁ ଦର୍ଶାଇ ତାଙ୍କ ଜନ୍ମଭୂମିର ଚମତ୍କାର…

ବିର୍ସା ମୁଣ୍ଡା

ଲେଖା: ଦେଵ ତ୍ରିପାଠୀ ଆବୁଆ ରାଜା ଇତେ ଜାନା,  ମହାରାନୀ ରାଜ ଟୁଡୁ ଜାନା II ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୁର୍ବାଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଲବର ସ୍ଵର ଝଂକୃତ ହୋଇଥିଲା, ‘ଆବୁଆ ରାଜା ଇତେ ଜାନା, ମହାରାନୀ ରାଜ ଟୁଡୁ ଜାନା’ (ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର…

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ଲେଖା: ଦେଵ ତ୍ରିପାଠୀ ~ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ~ ଭଦ୍ରକ । ଜିଲ୍ଲା ସମ୍ମିଳନୀ । ତତ୍କାଳୀନ ନବଜାଗ୍ରତ ଉତ୍କଳର ଅପ୍ରତିଦ୍ଵନ୍ଦୀ ନେତା ସନ୍ଥମହାତ୍ମା ଭାରତମଣି ଗୋପବନ୍ଧୁ ସେ ସଭାରେ ଉପସ୍ଥିତ । ସଭାର ପ୍ରାରମ୍ଭରେ ଗାନ ହେଲା ଆବାହନୀ ସଙ୍ଗୀତ: “ଉଡାଇ ନିଶାଣ, ବଜାଇ ଭେରୀ ଜଗାଇ ବିପୁଳ ପୁଲକ କମ୍ପ, ମନ୍ତ୍ରପୂତ…

ସାମୁଏଲ ସାହୁ

ଲେଖା: ଦେବ ତ୍ରିପାଠୀ “ଘୃଣା, ବିଦ୍ୱେଷ, ଈର୍ଷା ଦେଇ ମୋତେ ସେଇ ଋଣ ପରିଶୋଧ କରିବାକୁ ପଡିଲା ଇନିସପେକ୍ଟର . . !” ବହୁଚର୍ଚ୍ଚିତ ଅଶାନ୍ତଗ୍ରହ ନାଟକର ନାୟକ ପିତୃପରିଚୟ ହୀନ ହେମନ୍ତ ଏପରି ଛାତିଥରା ସଂଳାପ ଅବା ‘ତିମିରତୀର୍ଥ’ରେ କୁମାର ସାହେଵ, ‘ଜନନୀ’ରେ ପାଗଳା ସୁବାସର ପାଗଳାମି ଅବା ‘ଡ଼ାକବଙ୍ଗଳା’ର ବିବେକ ଚରିତ୍ରର ହୃଦୟଛୁଆଁ…

ବୈକୁଣ୍ଠନାଥ ପୂଜାରୀ

ଲେଖା: ଦେଵ ତ୍ରିପାଠୀ ତୁମ ମାଟି ଦେହ ଗ୍ରାସିଛି ଶ୍ମଶାନ, ମାତ୍ର ଯଶୋଦେହେ ତୁମେ ଆୟୁଷ୍ମାନ ।” କେତେ ବଡ଼ କଥା କହିଛନ୍ତି କବିବର ! ଗଙ୍ଗଶିଉଳି ଫୁଲ । ସଞ୍ଜରେ ଫୁଟେ, ସକାଳକୁ ଝଡ଼ିଯାଏ । କିନ୍ତୁ ରୂପରେ, ରସରେ, ବାସରେ ବିହ୍ଵଳିତ କରେ ସଭିଙ୍କୁ ! ସେ ଫୁଲର କଳ୍ପନାରେ ବି ଅନୁଭୂତ…

ସବ୍ୟସାଚୀ ମହାପାତ୍ର 

ଲେଖା: ଦେଵ ତ୍ରିପାଠୀ ଚଳିତ ଦଶନ୍ଧିରେ ଯଦି କୌଣସି ବୁଦ୍ଧିଜୀବି ମୌଳିକ ତଥା କ୍ଲାସିକ ଓଡ଼ିଆ ଚଳଚ୍ଚିତ୍ରମାନ ଦେଖିବାକୁ ଇଛା କରନ୍ତି ତେବେ ନଜରକୁ ଆସେ “ଶଳାବୁଢା”, “ଆଦିମବିଚାର” ପରି ବହୁ ସମ୍ମାନଜନକ ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର I ଉଭୟ ବ୍ୟବସାୟିକ ଓ ସମାନ୍ତରାଳ ଚଳଚ୍ଚିତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ମହାନ ଯଶସ୍ୱୀ ନିର୍ଦ୍ଦେଶକ କଳିଙ୍ଗରତ୍ନ ସବ୍ୟସାଚୀ ମହାପାତ୍ରଙ୍କ…

ରାଣୀ ଶୁକଦେଇ 

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆ ବୀରାଙ୍ଗନା ରାଣୀ ଶୁକଦେଇ ~ “ହେ ଉତ୍କଳ ! କହିପାରୁ ନାହିଁ, ରାଣୀ ଦୁର୍ଗାବତୀ, ଭୀମସିଂ ଗୃହିଣୀ ପଦ୍ମିନୀ, ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ପ୍ରଭୃତି ବୀରାଙ୍ଗନା ମାନଙ୍କର ଅଦ୍ଭୁତ ଚରିତ ତୁମ୍ଭ ମାନସରେ ଅଦ୍ଭୁତ ସାହସ ପ୍ରଦାନ କରେ ଏବଂ ମନରେ ସ୍ଥିର କରି ନିଶ୍ଚୟ ନାରୀ ଜାତିର…

ବିମ୍ବାଧର ବର୍ମା 

ଲେଖା: ନିରଞ୍ଜନ ସାହୁ ଅନନ୍ୟ ପ୍ରତିଭାର ଅଧିକାରୀ ସେ ମଣିଷ। ଦୂର ପାହାଡ଼, ଜହ୍ନରାତିର ରୂପେଲି କିରଣ, ପୋଖରୀ ଭିତରେ ଚନ୍ଦ୍ରର ପ୍ରତିଛବି,ସବୁଜ ବନାନୀ, ଅଗଣିତ ତାରାଫୁଲ, ମଣିଷର ଅନ୍ତର୍ବେଦନା, ଦାର୍ଶନିକ ତତ୍ତ୍ଵ, ଅବିକଳ ପ୍ରତିଛବି, ପ୍ରାକୃତିକ ଶୋଭା, କଳ୍ପନାପଟରେ କେତେ କଥାର ଜୀବନ୍ତ ଚିତ୍ରର ଚିତ୍ରକର ଶିଳ୍ପୀ ବିମ୍ବାଧର ବର୍ମା, ଯାହାଙ୍କ ଚିତ୍ର ମଉନ ନୁହେଁ ବରଂ…

କବି ବାଞ୍ଛାନିଧି ମହାନ୍ତି

ଲେଖା: ଦେଵ ତ୍ରିପାଠୀ “ଗାଅ ସ୍ୱାଧୀନ ଭାରତ, ସ୍ୱାଧୀନ ଭାରତ ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ  ଗାଏ ସାଗର ଭୂଜର ଅମ୍ବର ଚୁମ୍ବିତ  ଭାଲ ହିମାଚଳ ଗିରିବର କମ୍ପିତ ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ ।” ଯୁବକଟିଏ । ପ୍ରାଣରେ ପ୍ରାଚୁର୍ଯ୍ୟ, ଛାତିରେ ଉଦ୍ଦାମତା, ମନରେ ଜାତୀୟତାର ଫଲ୍ଗୁ, ନିର୍ଦ୍ଧାରିତ ତା’ର ଜୀବନର ଲକ୍ଷ୍ୟ: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ…

ଗୁରୁକୃଷ୍ଣ ଗୋସ୍ଵାମୀ

ଲେଖା: ଦେଵ ତ୍ରିପାଠୀ “ମୁଁ ଜାଣେ ମୋ ସପନ ଦିନେ ସତ ହୋଇବ, ମୋ ମନର ରୂପାଡ଼ାଳେ ସୁନାଫୁଲ ଫୁଟିବ ।” ସପନ ଦେଖିଥିଲା ସେଇ ୨୧ ବର୍ଷର ଯୁବକଟି, ରଙ୍ଗୀନ ଦୁନିଆଁରେ ପାଦ ଥାପିବା ପାଇଁ, ସେଇ ସପନ ହିଁ ତାକୁ ମୟୁରଭଞ୍ଜର ଅଖ୍ୟାତ ନୂଆଗାଁ ମାଟିରୁ ଟାଣି ଆଣିଥିଲା କଟକ ମାଟିକୁ !…