Category ମହାମନିଷୀଗଣ

ଗଜପତି ପ୍ରତାପରୁଦ୍ର ଦେବ

ଲେଖା: ଅମ୍ବିକା ପଟ୍ଟନାୟକ ~ ଅକାରଣେ ନିନ୍ଦିତ ଗଜପତି ପ୍ରତାପରୁଦ୍ର ଦେବ ~ 1479ର କଥା l ପରମହଂସନାଥ ମହାଦେବଙ୍କ ଦର୍ଶନ ନିମିତ୍ତ ଓଡ଼ିଶା ଗଜପତି ପୁରୁଷୋତ୍ତମ ଦେବ ଆସନ୍ନ ପ୍ରସବା ପଦ୍ମାବତୀ ପାଟ ମହାଦେଈଙ୍କ ସହ ଯାଉଛନ୍ତି l ମନ୍ଦିର ନିକଟରେ ପାଟମହାଦେଈଙ୍କ ପ୍ରସବ ବେଦନା l ପୁତ୍ରବଧୂତୁଲ୍ୟା ପାଟମହାଦେଈଙ୍କ ଉଲଗ୍ନ ଶରୀର ଦେଖିବେ…

ନରୋତ୍ତମ ସୁଢ଼ଳଦେବ

ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ  ~ ନରୋତ୍ତମ ସୁଢ଼ଳଦେବ ~ ସୁଢ଼ଳ ଗ୍ରନ୍ଥାବଳୀର ଏକ ଭୂମିକା ଲେଖିଦେବା ପାଇଁ ଅନୁରୁଦ୍ଧ ହୋଇ ମୁଁ ବାମଣ୍ଡାର ବର୍ତ୍ତମାନ ରାଜା ଶ୍ରୀ ଭାନୁଗଙ୍ଗ ଦେବଙ୍କ ନିକଟରେ କୃତଜ୍ଞ ଅନୁଭବ କରୁଛି। କାରଣ ସର୍ ସୁଢ଼ଳଦେବଙ୍କ ପରି ଅଲୌକିକ ପ୍ରତିଭାବନ୍ତ ନରୋତ୍ତମଙ୍କ ଜୀବନୀ ଓ ଚରିତ୍ର ଆଲୋଚନା କଲେ…

କୃପାମୟ ଦେବ

ଲେଖା: ଅମ୍ବିକା ପଟ୍ଟନାୟକ   ~ ପ୍ରତିଭା ବିନୋଦ କୃପାମୟ ଦେବ ଗଜପତି ~ ବୃହତ ଖେମଣ୍ଡି ପତି ଦେବ କୃପାମୟ ସତେ ସତେ ନୃପ ତୁମେ ଅଟ କୃପାମୟ l ଦାନ ଧର୍ମ ଦେଶୋନ୍ନତି ସାହିତ୍ୟ ସେବାରେ ନିଯୁକ୍ତ ସତତ ତୁମେ ସାଧୁ ବ୍ୟବହାରରେ l କବି ପଣ୍ଡିତଙ୍କ ତୁମେ ମହତ ଆଶ୍ରୟ ଏ…

ଖୋକାଭାଇ

ଲେଖା: ଫ୍ରାନସିସ ଶତପଥୀ ~ ଖୋକାଭାଇ ~ ଭବିଷ୍ୟତରେ ଯଦି ନିରୁତା କଟିକିଆଙ୍କୁ ନେଇ ସଂକଳନଟିଏ ହୁଏ, କିମ୍ବା ନବାଙ୍କୁରିତ କଟକର ଇତିହାସ କେବେ ଲେଖାଯାଏ ତେବେ ଖୋକାଭାଇଙ୍କ ନାଁ ତ ପ୍ରଥମେ ରହିବ ହିଁ ରହିବ। ସଙ୍ଗୀତର ମୁର୍ଚ୍ଛନା ଠାରୁ ଆରମ୍ଭ କରି ସାହିତ୍ୟର ସର୍ଜନା ସବୁଠିଁ ନିଜର ଯାଦୁକରୀ ଦେଖାଇଛନ୍ତି ତଥା ନିଜର…

ଭୀମଭୋଇ ଓ ଗୋପବନ୍ଧୁ

~ ଭୀମଭୋଇ ଓ ଗୋପବନ୍ଧୁ: ଦୁଇ କବିମନୀଷୀଙ୍କ ଦୃଷ୍ଟି ଓ ଦର୍ଶନ ~ ଲେଖା: ଅଧ୍ୟାପକ ବିଶ୍ଵରଞ୍ଜନ ଓଡ଼ିଶାର ମାଟିରେ ଏଭଳି ଦୁଇ କବି ମନୀଷୀଙ୍କର ଆବିର୍ଭାବ ଘଟିଥିଲା, ଯେଉଁମାନଙ୍କର ବ୍ୟକ୍ତି ଜୀବନ ଉତ୍ତରିତ ହୋଇଥିଲା ବିଶ୍ଵଜୀବନକୁ । ଏହି ଦୁଇ ମହାତ୍ମା ନିଜର ଦୃଷ୍ଟି ଓ ସୃଷ୍ଟି ମାଧ୍ୟମରେ ମାନବିକତାର ଯେଉଁ ମହାମନ୍ତ୍ର ଗାନ କରିଥିଲେ,…

ବଟକୃଷ୍ଣ ନାୟକ

ଲେଖା: ମନୋଜ କୁମାର ବେହେରା ~ ମନେପଡେ: ବାରିପଦାର ସେଇ ଓଡିଆ ଚଳଚ୍ଚିତ୍ର ନିର୍ମାତା ସ୍ଵର୍ଗତ ବଟକୃଷ୍ଣ ନାୟକ~ ସନ ୧୯୮୨ ମସିହା। ଓଡିଆ ଚଳଚ୍ଚିତ୍ର ଜଗତର ସଫଳ ନିର୍ମାତା ସ୍ଵର୍ଗତ ବଟକୃଷ୍ଣ ନାୟକ ବିତରକଙ୍କୁ ପ୍ରଯୋଜକ ସାଜି ନିଜସ୍ଵ ଚଳଚ୍ଚିତ୍ର, ନିର୍ମାଣ ସଂସ୍ଥା ‘ଜୟଶ୍ରୀ ପ୍ରଡ଼କ୍ସନ‘ ବ୍ୟାନରରେ ଓଡ଼ିଆ ଚଳଚ୍ଚିତ୍ର ‘ଫୁଲଚନ୍ଦନ’ର ନିର୍ମାଣ କରିଥିଲେ…

ନିଜାମ୍

~ ଓଡ଼ିଆ ଚଳଚ୍ଚିତ୍ର ଜଗତର ଗୀତିମୟ ବ୍ୟକ୍ତିତ୍ଵ – ନିଜାମ୍ ~ ଲେଖା: ଅମୃତେଶ ଖଟୁଆ “ସିକ୍ୟୁଏନ୍ସ ଥିଲା ହିରୋଇନ୍ ଆସିନି । ହିରୋଇନ୍ ଅପେକ୍ଷା କରିଛି, ବିରହରେ ସେ ଏହି ଗୀତଟି ଗାଇବ । ସଂଗୀତକାର ଜଲାଲ୍ ଆଦାନୀ ମୋତେ ଅନେକ ସ୍ଵର ଶୁଣାଇଥିଲେ । ମୋତେ ସେ ସ୍ଵର ସବୁ ଭଲ ଲାଗି…

ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ

~ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ~ ଲେଖା:  ଅମୃତେଶ ଖଟୁଆ ଜଣେ ଅଜସ୍ରସ୍ରାବୀ ସଦାଧ୍ୟାୟୀ ପ୍ରାବନ୍ଧିକ ଓ ସାହିତ୍ୟିକ ରୂପେ ତାଙ୍କର ସର୍ଜନଶୀଳତା ଅପରିମିତ। ସ୍ଵାଧୀନୋତ୍ତର ଓଡିଶାରେ ଓଡିଶାର ସଂସ୍କୃତି ଓ ଇତିହାସ ସମେତ ଜଗନ୍ନାଥ ତତ୍ତ୍ଵ, ଜୀବନୀ ସାହିତ୍ୟରେ ସୁପ୍ରଚୁର କୃତୀତ୍ଵ ଛାଡି ଯାଇଥିଲେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ। ଏକାଧାରରେ ସେ ଥିଲେ ଜଣେ…

ସାରଦା ପ୍ରସନ୍ନ ନାୟକ

~ ସାରଦା ପ୍ରସନ୍ନ ନାୟକ ~ ଲେଖା: ଅମୃତେଶ ଖଟୁଆ “ସଞ୍ଜ ସକାଳେ ତୁମ ଛବି ଖୋଜେ ନୀରଭିଜା ନୟନରେ, ଜଗତର ନାଥ ଆହେ ଜଗନ୍ନାଥ ଆକୁଳ ଅନ୍ତରେ ଖୋଜେ . .” “ମନେ ଭରି ଅଭିମାନ ଯାଏ ଛାଡି ବୃନ୍ଦାବନ ରୁଷିଛି ରାଇ ପରାଣ ଝୁରେ ପାଷାଣ . .” “ଆଉ ଚାନ୍ଦ ଲାଗି…

ପ୍ରଫୁଲ୍ଲ ଦାସ

~ ମାଟିର ମଲାଟ ତଳେ ସାଧନା: ପ୍ରଫୁଲ୍ଲ ଦାସ ~ ଲେଖା: ଅମୃତେଶ ଖଟୁଆ “ସେମାନଙ୍କ (ହରିଜନ) ସହ ନିଜେ ନବକୃଷ୍ଣ ତାଳପତ୍ର ଟୋପର ମୁଣ୍ଡରେ ଦେଇ ପାଇକଛା ଭିଡି କୋଡି ଧରି ମାଟି ହାଣିଲେ ଓ ମାଳତୀ ମଧ୍ୟ ଶାଢି କାନିକୁ ଅଣ୍ଟାରେ ଭିଡି ତାଙ୍କ ପଛେ ପଛେ ଘାସ ବାଛି ଚାଲନ୍ତି ।…