Category ମହାମନିଷୀଗଣ

ଓଡ଼ିଶାର ମଦର ଟେରେସା ପାର୍ବତୀ ଗିରି (Dr. Parbati Giri)

ଲେଖା: ଶିବାଶିଷ ମହାପାତ୍ର ତତ୍କାଳୀନ ସମ୍ବଲପୁର ଜିଲ୍ଲାର ଏକ ଅନାମଧେୟ ଗ୍ରାମରେ ଜନ୍ମଗ୍ରହଣ କରି ପାଲଟି ଯାଇଛନ୍ତି ମଦର ଟେରେସାଙ୍କ ଭଳି ଜଣେ ସମାଜସେବୀକା । ୧୯ ଜାନୁଆରୀ ୧୯୨୬ ମସିହାରେ ତତ୍କାଳୀନ ସମ୍ବଲପୁର ଜିଲ୍ଲା ତଥା ବର୍ତ୍ତମାନର ବରଗଡ଼ ଜିଲ୍ଲାର ବିଜେପୁର ନିକଟସ୍ଥ ସମଲାଇପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀମତୀ ପାର୍ବତୀ ଗିରି…

ସିକନ୍ଦର ଆଲାମ

~ ସିକନ୍ଦର ଆଲାମ ~ ଲେଖା: ଅମୃତେଶ ଖଟୁଆ “ଏ ବନ ଝରଣା ନାଚି ନାଚି ଯାଅନା ଏ ମୋର ମଇନା ଧରା ଦିଅନା।” ‘ମନ ଆକାଶ’ (୧୯୭୪) ଚଳଚ୍ଚିତ୍ରରେ ପ୍ରଥମ କରି କଣ୍ଠଦାନ କରିଥିଲେ ସେତେବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା। ଏହି ଲୋକପ୍ରିୟ ତଥା ଚିରସବୁଜ ଗୀତ ଆଜି ବି ସମସ୍ତଙ୍କ ପାଇଁ…

ଓଡ଼ିଆ ସାହିତ୍ୟର ଜ୍ଞାନସିଦ୍ଧ ଭୀଷ୍ମ ପିତାମହ ସେନାପତି ଫକିରମୋହନ

ପତ୍ର ପାଇବା ଓ ଉତ୍ତର ଦେବାରେ ଦି' ପଇସା ଖର୍ଚ୍ଚ, କିନ୍ତୁ ସେଇ ଦି' ପଇସାର ମୂଲ୍ୟ ବୋଧହୁଏ ଗୋଦାବରୀଶଙ୍କ ପାଇଁ  ଥିଲା ଦୁଇ ଲକ୍ଷ ଟଙ୍କାରୁ ଅଧିକ i କାରଣ ଫକୀରମୋହନକ ପରି ମହାସିନ୍ଧୁଙ୍କ ସଙ୍ଗେ ତାଙ୍କ ଜୀବନର କ୍ଷୁଦ୍ର ପାଣିଟୋପାଟିକୁ ନେଇ ମିଶାଇ ପାରିଥିଲା ସେଇ ପତ୍ର . .

ଭିକାରୀ ଚରଣ ପଟ୍ଟନାୟକ

ଲେଖା: ନିରଞ୍ଜନ ସାହୁ “ବାବୁ ଭିକାରୀ ଚରଣ, ବହି ଖଣ୍ଡିକ ପାଇଲି। ରୋଗ ଶଯ୍ୟାରେ ଏକା ନିଃଶ୍ବାସରେ ଶେଷ କଲି। ସମାଜକୁ ଦଶ ନଖରେ ବିଦାରି ପକେଇଛୁ ।”     ଏହା ଥିଲା ବ୍ୟାସକବି ଫକୀରମୋହନଙ୍କ ମନ୍ତବ୍ୟ, ‘ସଂସାର ଚିତ୍ର‘ ନାଟକ ପଢ଼ିବା ପରେ। ତେବେ କିଏ ଏହି ଭିକାରୀ ଚରଣ ? ପୁତ୍ର କନ୍ୟା…

ଆଧୁନିକ ଓଡ଼ିଆ ଉପନ୍ୟାସର ଜନକ କାହ୍ନୁଚରଣ ମହାନ୍ତି (Kanhucharan Mohanty)

ଲେଖା: ଦେଵ ତ୍ରିପାଠୀ ଆଧୁନିକ ଓଡ଼ିଆ ଉପନ୍ୟାସର ଜନକ ତଥା ମହାନ ସାହିତ୍ୟିକ କାହ୍ନୁଚରଣ ମହାନ୍ତି ।  ସାହିତ୍ୟ ସାଧନା ପ୍ରତି ମନ ବଳାଇଲା ସମୟରେ କାହ୍ନୁଚରଣଙ୍କ ଧାରଣା ଥିଲା ଯେ, ସଂସ୍କୃତରେ କବିତା ଲେଖି ହିଁ ସେ ଯଥାର୍ଥ କବି ହୋଇପାରିବେ, ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା ମାଉସୀ,…

ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନସୁନ୍ଦର ଦେବ ଗୋସାଇଁ (Mohan Sundar Deba Goswami)

ଲେଖା: ଦେଵ ତ୍ରିପାଠୀ ମହାନ କବି, ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ସଂଗୀତ ନିର୍ଦ୍ଦେଶକ ତଥା ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନସୁନ୍ଦର ଦେବ ଗୋସାଇଁ (ଲୋକମୁଖରେ ମୋହନ ଗୋସାଇଁ ଭାବରେ ପରିଚିତ)ଙ୍କ ଜନ୍ମତିଥିରେ (୧୮୯୨ ମସିହା ଅଗଷ୍ଟ ୮/ପ୍ରକାରାନ୍ତରେ ଅଗଷ୍ଟ ୭) ଅନ୍ତରଙ୍ଗ କଳିଙ୍ଗ ତାଙ୍କର ସ୍ମୃତିଚାରଣ କରୁଛି I ପୁରୀରେ ଜନ୍ମଗ୍ରହଣ କରିଥିବା ଏହି…

ଦାସିଆ ଅଜା

~ ଦାସିଆ ଅଜା ~ ଲେଖା: ଅମୃତେଶ ଖଟୁଆ “କେହି ନ ଜାଣିବେ କେହି ନ ଦେଖିବେ ନ କାନ୍ଦିବେ ଥରେ କେହି, ଚାଲିଯିବି ଏକା ଏତିକି ମାଗୁଣି ତୁମ୍ଭ ନାମ ଗାଇ ଗାଇ।” (ଦାସିଆ ଅଜା) ସମଗ୍ର ଓଡ଼ିଆ ମାଟିରେ ସେ ଥିଲେ ଦଶ ପଇସାର ରଜା, ଦାସିଆ ଅଜା । ନୂଆଗାଁର ତତ୍କାଳୀନ…

ଉତ୍କଳମଣିଙ୍କ ଦେହାବସାନ

~ ଉତ୍କଳମଣିଙ୍କ ଦେହାବସାନ ~ ଲେଖା: ଅମୃତେଶ ଖଟୁଆ ୧୯୨୮, ଏପ୍ରିଲ ୨୨ ତାରିଖ ! ‘ଲୋକସେବକ ମଣ୍ଡଳ‘ ବାର୍ଷିକ ଅଧିବେଶନ ପାଇଁ ସମସ୍ତେ ପହଞ୍ଚିଲେ। ତିନି ଦିନିଆ ଅଧିବେଶନ ଶେକୁ ୨୫ ତାରିଖରେ ସରିଲା। ଉତ୍କଳମଣି ନିର୍ବାଚିତ ହୋଇଲେ ‘ଲୋକସେବକ ମଣ୍ଡଳ’ର ଉପସଭାପତି ରୂପେ ନିର୍ବାଚିତ ହୋଇଲେ। କୌଣସି ଓଡ଼ିଆ ଏହିପରି ଏକ ବଡ଼…

ଅଭିମନ୍ୟୁ ସାମନ୍ତସିଂହାର

ଲେଖା: ନିରଞ୍ଜନ ସାହୁ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର, ମହାଭାଗ ଆଜ୍ଞା,  ସାଷ୍ଟାଙ୍ଗ ଦଣ୍ଡବତ ପ୍ରଣାମ। କୋଟିଏ ନୁହେଁ କେତେ କୋଟି। କାହାକୁ କେମିତି ଏମିତି ଭାବ ଲାଗିବ କେଜାଣି। ଆମ ମନକୁ ତ ଧସେଇ ପଶିଛି, ଏକୁ ଏଡେ଼ଇବାକୁ ଆମର ଜୁ ନାହିଁ। କେମିତି ଏମିତି ଏ ଭାବ ନ ଆସିବ ଯେ ?…

ରମାଦେବୀ

ଲେଖା: ନିରଞ୍ଜନ ସାହୁ ଓଡ଼ିଶା ପ୍ରଦେଶର ‘କସ୍ତୁରବା ଗାନ୍ଧୀ ଟ୍ରଷ୍ଟ ଫଣ୍ଡ’ର କାର୍ଯ୍ୟ ପରିଚାଳନା ଦାୟିତ୍ଵ ନ୍ୟସ୍ତ ହେଲା ରମାଦେବୀଙ୍କ ଉପରେ ୧୯୪୫ ମସିହାରେ । ସାତ ବର୍ଷ ମଧ୍ୟରେ ରାଜ୍ୟରେ ଏହି କେନ୍ଦ୍ର ଦ୍ବାରା ଆଠଟି ମାତୃମଙ୍ଗଳ ଓ ନ’ଟି ଗ୍ରାମସେବା କେନ୍ଦ୍ର, କେତୋଟି ଲୁଗାବୁଣା କେନ୍ଦ୍ର ସ୍ଥାପନ ହେଲା ରମାଦେବୀଙ୍କ ତତ୍ତ୍ଵାବଧାନରେ ।…