Physical Address
Sai Samarpanam, Satya Vihar, Bhubaneswar
ସୌରଭିତ ସୃଷ୍ଟି: ଅଚ୍ୟୁତାନନ୍ଦ ଦାସ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଅମଳିନ କବିତା ଶରଣପଞ୍ଜର I ~ ଶରଣପଞ୍ଜର ~ ନମୋ ଜଗତ ଜୀବନ ମୁରାରୀ ନମୋ କମଳ କମ୍ବୁ ଚକ୍ରଧାରୀ ନମୋ ଭଗତ ଜନର ଗୋସାଇଁ ନମସ୍ତେ ନନ୍ଦନନ୍ଦନ କହ୍ନାଇ I ନମୋ ବାସୁଦେବ ନମ ଶଙ୍କର୍ଷଣ ନମୋ ପ୍ରଦ୍ମନ ନମ ନାରାୟଣ ନମୋ ବରାହ ବିଶ୍ବରୂପ ଧାରୀ…
ଲେଖା: ଅଧ୍ୟାପକ ଲଳିତ ମୋହନ ରାୟ ଇଂରେଜ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ନଛୋଡବନ୍ଧା ନୀତିକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀ ୧୯୪୨ ମସିହା ଅଗଷ୍ଟ ମାସ ୮ ତାରିଖରେ ‘କର ବା ମର’ ସ୍ଲୋଗାନ ଦେଇ ସ୍ଵାଧୀନତା ସଂଗ୍ରାମ ଚାଲୁ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ସାରା ଦେଶରେ ଏ କଥା ବିଦ୍ୟୁତ ବେଗରେ ବ୍ଯାପିଗଲା…
ଲେଖା: ଫ୍ରାନସିସ ଶତପଥୀ ଆମ ସମୟର ଉଦୀୟମାନ ଯୁବକବି ଫ୍ରାନସିସ ଶତପଥୀଙ୍କ ସୃଷ୍ଟିରେ ଉତ୍କଳ ଜନନୀଙ୍କ ଜୟଗାନ ‘ଉତ୍କଳ ଦିବସ’ କବିତା . . ~ ଉତ୍କଳ ଦିବସ ~ ଓଡ଼ିଆ ମୋ ଭାଷା ନୁହେଁ, ସିଏ ମୋ ସଂସ୍କାର; ଓଡ଼ିଶା ମୋ ରାଜ୍ୟ ନୁହେଁ, ମୋ’…
ସୌରଭିତ ସୃଷ୍ଟି: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବିଧାତାର ଅଭିସମ୍ପାତରେ ଦାରୁଣ ବ୍ୟାଧିଗ୍ରସ୍ତ କବିମଣିଷ ସିଏ! ତଥାପି ଓଡ଼ିଆ ଜାତୀୟ ସଙ୍ଗୀତର ପ୍ରାଣବନ୍ତ କବି। କାନ୍ତକୋମଳ ଲଳିତ ପଦାବଳୀରେ କବିତା ତାଙ୍କର ମଞ୍ଜୁଳ ଓ ହୃଦୟସ୍ପର୍ଶୀ। ସେ ‘ଜୀବନ ସଙ୍ଗୀତ‘ର କବି। ‘ବନ୍ଦେ ଉତ୍କଳ ଜନନୀ’ ଯୁଗ ଯୁଗକୁ ତାଙ୍କର କୀର୍ତ୍ତି। ସେ ଉତ୍କଳ ଖଣ୍ଡରେ ନମସ୍ୟ।…
ସୌରଭିତ ସୃଷ୍ଟି: ଚନ୍ଦନ ହଜୁରୀ (ଚାଖିଖୁଣ୍ଟିଆ) ସେ ଥିଲେ ସିପାହୀ ବିଦ୍ରୋହର ଅନ୍ୟତମ ରଥୀ। ଦେଶପ୍ରେମୀ। ପୁଣି ଶ୍ରୀଜଗନ୍ନାଥଙ୍କ ପରମ ସେବକ। ସେ ଚନ୍ଦନ ହଜୁରୀ, ସିପାହୀ ବିଦ୍ରୋହର ଚାଖି ଖୁଣ୍ଟିଆ। ପ୍ରାତଃ ସ୍ମରଣୀୟ ଅସାଧାରଣ ଓଡ଼ିଆ ବୀର । ସେବକ ଜଗନ୍ନାଥଙ୍କର ସିଏ। ସମର୍ପିତ ଭକ୍ତ, ଭଣିତା କରିଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ‘ଚକାନୟନକୁ ପତିତ…
ସୌରଭିତ ସୃଷ୍ଟି: କବି ନିତ୍ୟାନନ୍ଦ ଦାସ ଯୁଗେ ଯୁଗେ ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଜଣାଣ ବହୁ କବିଙ୍କର ଲେଖନୀ ଚଳଚଞ୍ଚଳ କରିଛି। ଜୟଦେବ, ସାରଳା ଦାସଙ୍କ ଠାରୁ ଆରମ୍ଭ କରି ଏ ଯାବତ କେତେ ଯେ ଭଣିତା ହୋଇଛି, ତା’ର ହିସାବ ଦେବା କଷ୍ଟସାଧ୍ୟ। ପ୍ରାଚୀନ କବି ମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ଦାସ ଏହି କ୍ଷେତ୍ରରେ…
ସୌରଭିତ ସୃଷ୍ଟି: ସ୍ଵଭାବକବି ଗଙ୍ଗାଧର ମେହେର ଖ୍ରୀ.ଅ. ୧୮୯୬ ସାଲ ଜାନୁଆରୀ ପହିଲାରୁ ସମ୍ବଲପୁର ଅଞ୍ଚଳର କଚେରୀ ମାନଙ୍କରୁ ଓଡ଼ିଆ ଭାଷାର ଉଛେଦ କରାଯାଇ ହିନ୍ଦୀ ଭାଷା ପ୍ରଚଳନ କରାଯାଇଥିଲେ ମଧ୍ୟ ଏହି ସମ୍ବାଦ ତା’ର ବହୁପୂର୍ବରୁ ସାଧାରଣରେ ପ୍ରଚାରିତ ହୋଇ ଘୋର ଅସନ୍ତୋଷ ସଷ୍ଟି କରିଥିଲେ। ‘ଉତ୍କଳ ଦୀପିକା‘ ଓ ‘ସମ୍ବଲପୁର ହିତୈଷିଣୀ‘ ପତ୍ରିକାଦ୍ଵୟ…
ଲେଖା: ଶିଶିର ସାହୁ ମନୋଜ କିଛି ବୁଦ୍ଧିଜୀବୀ ଫେସବୁକ୍ ମାଧ୍ୟମରେ ପ୍ରଚାର କରୁଛନ୍ତି ଯେ ଓଡ଼ିଆ ଭାଷାଟା ନିତାନ୍ତ ଅଵୈଜ୍ଞାନିକ ଭାଷା କାରଣ ଓଡ଼ିଆ ଭାଷାରେ fire crackersକୁ ବାଣ କୁହନ୍ତି କିନ୍ତୁ ଭାରତର ହିନ୍ଦୀ ଭଳି ତଥାକଥିତ ମହାନ ମହାନ ଭାଷାରେ ବାଣର ଅର୍ଥଟା ତୀର ଵା ଶର ଅଟେ । ଆମେ ଫଟକା…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଆନୁମାନିକ ଖ୍ରୀଷ୍ଟଜନ୍ମର ଚାରିଶହ ଵର୍ଷ ପୂର୍ବେ ରଚିତ ଭରତମୁନୀଙ୍କ କର୍ତ୍ତୁକ ନାଟ୍ୟଶାସ୍ତ୍ରରେ ଉଡ୍ର ଵିଭାଷାର ଉଲ୍ଲେଖ ମିଳେ ଯାହାକୁ ଓଡ଼ିଆ ଭାଷାର ପ୍ରାଚୀନରୂପ ବୋଲି ମାନାଯାଏ । ଭରତମୁନୀଙ୍କ ସମୟରେ ମୁଖ୍ୟତଃ ସାତୋଟି ଆଞ୍ଚଳିକ ଭାଷା ଥିଲା ତେଣୁ ସେ ତାଙ୍କ ନାଟ୍ୟଶାସ୍ତ୍ରରେ ଲେଖିଛନ୍ତି, “ମାଗଧ୍ୟାବନ୍ତିକା ପ୍ରାଚ୍ୟ…
ସୌରଭିତ ସୃଷ୍ଟି: କବିସୂର୍ଯ୍ୟ ବଳଦେବ ରଥ ରାଗ ‘ଆଷାଢ଼ ଶୁକ୍ଳ’ ତଥା ‘ଆଦ୍ୟଯମକ’ ଅଳଙ୍କାରରେ ସୌରଭିତ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କବିତା ଜଗତେ କେବଳ . . ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ । କଟିଳ କରି ସ୍କନ୍ଧ ରୋମରାଜି, ଶିଖରୀ ଦରୀରେ ମରୁ ଗରଜି କୁଟିଳ କରି ଭ୍ରୁକୁଟିକୁ…