Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଈଶ୍ୱରପ୍ରାପ୍ତିର ଲକ୍ଷ୍ୟ ଯଦି ଭକ୍ତି ହୁଏ, ଜ୍ଞାନ ହେଉଛି ତାହାର ଉପାୟ। ଭକ୍ତିର ଚରମ ସୋପାନରେ ପହଞ୍ଚିଲେ ଆଉ ଜ୍ଞାନର ଆବଶ୍ୟକ ନଥାଏ। ଭକ୍ତିର ଚରମ ସୋପାନରେ ଜୀବ କେବଳ କୃଷ୍ଣପ୍ରେମ ସୁଖ ସାଗରରେ ଭାସମାନ ଥାଏ . .
ଲେଖା: ଇଂ ବିଜୟ କେତନ ସାହୁ ~ ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ – ଏକ ଦୃଷ୍ଟିପାତ (Part 2) ~ ଓଡ଼ିଆ ଭାଗବତ ଯେ କେବଳ ତତ୍କାଳୀନ ଜନମାନସରେ ଆଦୃତ ଥିଲା ତାହା ନୁହେଁ, ସେହି ଭାଗବତର ଭକ୍ତିପୂର୍ଣ୍ଣ ପଦାବଳୀକୁ ଶ୍ରବଣ କରି ସ୍ୱୟଂ ମହାପ୍ରଭୁ ଶ୍ରୀଚୈତନ୍ୟ ହୋଇଥିଲେ ପ୍ରେମ-ବିଗଳିତ। କବିଙ୍କର…
ଲେଖା: ଇଂ ବିଜୟ କେତନ ସାହୁ ~ ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ – ଏକ ଦୃଷ୍ଟିପାତ (Part 1) ~ ଓଡିଶା ଜନଜୀବନର ପ୍ରାଣନ ସଙ୍ଗୀତ ଓଡ଼ିଆ ଭାଗବତ। ପ୍ରତିଟି ଓଡ଼ିଆର ପ୍ରାଣର ଆବେଗତା ଭରି ରହିଛି ଏଇ ଭାଗବତରେ। ଅତିବଡି ଜଗନ୍ନାଥ ଦାସଙ୍କର ଏଇ ଭାଗବତ କେବଳ ଏକ ପୌରାଣିକ…
ସୌରଭିତ ସୃଷ୍ଟି: ପ୍ରେମିକକବି ଡ. ମାୟାଧର ମାନସିଂହ ଆଜି ଯଦି ଗୋପବନ୍ଧୁ ଥାଆନ୍ତେ ? ଆଜି ସତ୍ୟସାଧକ ଦେବାତ୍ମା ଗୋପବନ୍ଧୁ ଥିଲେ, ହୁଏତ ଜଣେ ନକ୍ସଲ ଭାବେ ଆମେ ତାଙ୍କୁ ଦେଖୁଥାଆନ୍ତୁ, ଆଜି ସମାଜରେ ଗୋପବନ୍ଧୁ ନିଜର ମାନମହତ ହରେଇଥାଆନ୍ତେ । ଏବେ ଏହା ଆମ ମନରେ ଏକ ପ୍ରଶ୍ନବାଚୀ । ଏହି କ୍ରମରେ ଓଡ଼ିଆଭାଷା…
ସୌରଭିତ ସୃଷ୍ଟି: ପ୍ରେମିକକବି ଡ. ମାୟାଧର ମାନସିଂହ ମଣିଷ କୁଆଡେ ଦେଖିବାକୁ ଭଗବାନଙ୍କ ପରି, ସେଥିପାଇଁ ତ ତା’ର ଏତେ ଆସ୍ଫର୍ଦ୍ଧା । ସେଥିପାଇଁ ତ ସେ କରିପାରେ ଦେବତାଙ୍କ ବିଭାଗୀକରଣ, ଜାତି ଆଧାରରେ, ବର୍ଣ୍ଣ ଆଧାରରେ, କର୍ମ ଓ ଧର୍ମର ଦ୍ୱାହିରେ । ଦେବତାଙ୍କୁ ସେ ବାନ୍ଧିପାରେ ଚାରିକାନ୍ଥର ଚଉହଦୀ ଭିତରେ । ତେବେ…
ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର ଓଡ଼ିଆ ଜାତିର ସେ ଘଡିସନ୍ଧି ମୁହୂର୍ତ୍ତରେ ସୃଷ୍ଟି ହୋଇଥିଲା କେତେ କେତେ ଜାଗରଣର କବିତା, ଯାହା ଉତ୍କଳୀୟ ନବଜାଗରଣର ତୂର୍ଯ୍ୟନାଦ ଭଳି ପ୍ରତିଧ୍ୱନିତ ହେଉଛି ଏ ଯାବତ । ସ୍ବଭାଷା, ସାହିତ୍ୟ, କବିତା, ନାଟକ, ଉପନ୍ୟାସର ଆତ୍ମବିକାରେ ଏକ ଜାଗୃତିର ହିଲ୍ଲୋଳ ପ୍ରବାହିତ ହେଲା ଓଡ଼ିଶା ମାଟିରେ । ସେସବୁ…
ସୌରଭିତ ସୃଷ୍ଟି: ବିଛନ୍ଦ ଚରଣ ପଟ୍ଟନାୟକ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ବିଶ୍ଵର ବିସ୍ମୟ। ସେ ସୂକ୍ଷ୍ମ ନା ସ୍ଥୂଳ, ସାକାର ନା ନିରାକାର, ସଗୁଣ ନା ନିର୍ଗୁଣ, ବେଦାନ୍ତର୍ଗତ ନା ବେଦ ରହିତ ଏ ସବୁର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଅଲୌକିକ ବିଗ୍ରହ, ଅପରୂପ ପରିପ୍ରକାଶ ପାଖରେ ଯୁଗ ଯୁଗ ଧରି ମୁନିଋଷି, ଭକ୍ତ, ସାଧକ, ଭାବୁକ,…
ଉପସ୍ଥାପନା: ଦେଵ ତ୍ରିପାଠୀ ଗଭୀର ବୈଷ୍ଣବତତ୍ତ୍ଵ ସମ୍ବଳିତ ଗ୍ରନ୍ଥ ଆମରି ଓଡ଼ିଆ ଭାଗବତ । ସମାଜରେ ସଂହତି, ସମନ୍ୱୟ ରକ୍ଷାରେ ଏହାଠାରୁ ବଳି ବଡ଼ ସାଧନ ଅତୀତ କାଳରେ କିଛି ନ ଥିଲା । ବ୍ୟାସଦେବକୃତ ସଂସ୍କୃତ ବ୍ୟତୀତ ପୂର୍ବରୁ ଅର୍ଥାତ୍ ଷୋଡ଼ଶଶତାବ୍ଦୀ ପୂର୍ବରୁ, ଅନ୍ୟଭାଷାରେ ଭାଗବତ ନ ଥିଲା । ସଂସ୍କୃତ ଭାଷାର ଭାଗବତ…
ଲେଖା: ଶିଶିର ସାହୁ ମନୋଜ ଆମ ଲୋକସାହିତ୍ୟର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଆମ ଢଗଢମାଳି । “ଚାନ୍ଦରେ କଳଙ୍କ ସୂରୁଜ ଖୁଣଲୋ ଦରିଆ ପାଣିତ ଲୁଣିଆ କିଏ ଅକଳଙ୍କୀ ରହିଛି ଏଡେଲୋ ହୋଇକି ଅନ୍ଧାରକଣିଆ ।” ଚନ୍ଦ୍ର ଶୀତଳତା ପ୍ରଦାନ କରେ, କିନ୍ତୁ ତା’ ଦେହରେ ଦାଗ। ସୂର୍ଯ୍ୟ ବିନା ଜୀବଜଗତ ତିଷ୍ଠିବା ଅସମ୍ଭବ।…
ଲେଖା: ଶିଶିର ସାହୁ ମନୋଜ ଶ୍ରୀଵିଷ୍ଣୁଙ୍କର ଅଷ୍ଟମ ଅଵତାର ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା କରାଗଲା । ୧. ଶ୍ରୀକୃଷ୍ଣଙ୍କ ଶରୀରର ଵର୍ଣ୍ଣ କଳା ଥିଲା । ଅନେକଙ୍କ ମତରେ କୃଷ୍ଣ ଶ୍ଯାମଳଵର୍ଣ୍ଣ ଥିଲେ ତେଣୁ ସେ…