Category ଆମ ଭାଷା ଓ ସାହିତ୍ୟ

ଓଡି଼ଆ ପର୍ଯ୍ୟଟନ ସାହିତ୍ୟ

ଉପସ୍ଥାପନା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷବେଳକୁ ଭାରତରେ ନବଯୁଗର ପ୍ରବର୍ତ୍ତନ ହେଲା କହିଲେ ଅତ୍ୟୁକ୍ତି ହେବନାହିଁ । ଶିକ୍ଷାର ପ୍ରସାର, ଗମନାଗମନର ସୁବିଧା, ଡାକବ୍ୟବସ୍ଥାର ଉନ୍ନତି, ମୁଦ୍ରଣଯନ୍ତ୍ରର ସ୍ଥାପନ ହେତୁ ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ମାନସିକ ନୈକଟ୍ୟ ସ୍ଥାପିତ ହେଲା । ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ସଞ୍ଚାରିତ ହେବା ସହ ଜାତିଗତ ବନ୍ଧନ,…

ଉତ୍କଳସାହିତ୍ୟର ଉନ୍ନତି

ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ପ୍ରଥମ ଭାଗ ଓଡ଼ିଶାରେ ରେନେସାଁ କାଳର ଏକ ଉଲ୍ଲେଖନୀୟ ସମୟ । ଭାଷା ଭିତ୍ତିରେ ରାଜ୍ୟ ଗଠନର ଆବଶ୍ୟକତା ଯେତିକି ଥିଲା, ସେତିକି ଥିଲା ଭାଷାକୁ ଭାରତୀୟ ସାହିତ୍ୟରେ ଉପଯୁକ୍ତ ମାନ୍ୟତା ଦେବା ପାଇଁ ସାଂସ୍କୃତିକ ଆନ୍ଦୋଳନ । ନଅଙ୍କ ଦୁର୍ଭିକ୍ଷ ପରେ ଆରମ୍ଭ ହୋଇଥିବା ଜାଗରଣ ଆହୁରି…

ଓଡ଼ିଆ ଭାଗବତ

ଲେଖା: ନିରଞ୍ଜନ ସାହୁ ମହର୍ଷି ବ୍ୟାସଦେବକୃତ ଶ୍ରୀମଦଭାଗବତ ସଂସ୍କୃତ ବାଙମୟ ମଧ୍ୟରେ ଏକ ପରମୋତ୍କୃଷ୍ଟ ପରିଣତି । ଏହାର ଆଧ୍ୟତ୍ମିକ ଓ କାବ୍ୟିକ ମୂଲ୍ୟବୋଧ ତଥା ଏଥିରେ ବର୍ଣ୍ଣିତ ସାଧନାଭକ୍ତି, ଜ୍ଞାନ, ବୈରାଗ୍ୟ, ସମାଜ ଗଠନ ପ୍ରଣାଳୀ ପ୍ରଭୃତି ସମଗ୍ର ବିଶ୍ବ ପାଇଁ ଅତ୍ୟନ୍ତ ଉପାଦେୟ । ମାନବର ପରମ କଲ୍ୟାଣ ନିମନ୍ତେ କୃଷ୍ଣଦ୍ଵୈପାୟନ ବ୍ୟାସଦେବ…

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା ପାଇଁ ସେ ଅଧୀର ଭାବରେ ଘୋର ବନ ମଧ୍ୟରେ ତାଙ୍କ ସନ୍ଧାନ କରି ଚାଲିଛନ୍ତି। ଏହି ସମୟରେ ଜନୈକା ସଖୀ ଶ୍ରୀରାଧାଙ୍କୁ ଏକ ଅଭିନବ ଦୃଶ୍ୟ ଦେଖିବାକୁ ବୃନ୍ଦାବନର ଅଭ୍ୟନ୍ତରକୁ ଡାକି ନେଇଯାଇଛି ଓ…