Category ଆମ ଭାଷା ଓ ସାହିତ୍ୟ

ଡାଇନୋସର

ଲେଖା: ଶିଶିର ସାହୁ ମନୋଜ ଡାଇନୋସର କୋଟି କୋଟି ଵର୍ଷ ତଳେ ପୃଥିଵୀରୁ ଲୁପ୍ତ ହୋଇ ଯାଇଛନ୍ତି ଏଵଂ ଏଇମାତ୍ର କେତେ ଶହ ଵର୍ଷ  ତଳେ ସେମାନଙ୍କର ନାନା ଜୀଵାଶ୍ମ ମିଳିଅଛି । ଡାଇନୋସର ମାନଙ୍କ ସମୟକାଳକୁ ଜୁରାସିକ୍ ଯୁଗ କୁହାଯାଏ । ଏହା ପ୍ରାୟ ୧୯୯.୬ ରୁ ୧୪୫.୫ ନିୟୁତ ଵର୍ଷ ପୂର୍ଵର କାଳଖଣ୍ଡ…

ଉଷତ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାର “ଉଷତ ଵା ଉଷତ୍” ଏକ ନିଆରା ମୌଳିକ ଶବ୍ଦ । ବହୁ ପ୍ରାଚୀନକାଳରୁ ଏହି ଶବ୍ଦଟିର “କଥିତ ତଥା ସାହିତ୍ୟ ପ୍ରୟୋଗ” ହେଇ ଆସୁଛି ! କିନ୍ତୁ ସମୟ ସହିତ ଏ ଶବ୍ଦର ଵ୍ୟଵହାର ପୂର୍ବାଞ୍ଚଳର କଥିତ ଓଡ଼ିଆ ଶୈଳୀ ତଥା ମାନକ ଓଡ଼ିଆରେ ସ୍ଵଳ୍ପ ହେବାକୁ…

ଵର୍ଷ

ଲେଖା: ଶିଶିର ସାହୁ ମନୋଜ ଵର୍ଷ ଶବ୍ଦଟି ସାରା ଭାରତରେ ସାଧାରଣତଃ year ଅର୍ଥରେ ଵ୍ୟଵହୃତ ହୋଇଥାଏ, କିନ୍ତୁ ଏ ଶବ୍ଦର ଆହୁରି ଅନେକ ଅର୍ଥ ମଧ୍ୟ ରହିଛି । ଯଥା, ● ଵର୍ଷାଋତୁ; ଵର୍ଷାକାଳ ● ମେଘ ● ରେତଃପାତ ● ଦେଶ ● ପୃଥିବୀର ବିଭାଗ ଆମେ ଆମ ଦେଶକୁ ଗର୍ଵରେ ଭାରତଵର୍ଷ…

nice

ଲେଖା: ଶିଶିର ସାହୁ ମନୋଜ ଆଜି nice ଶବ୍ଦର ସାଧାରଣ ଅର୍ଥ  ୧. ଭଲ ୨. ସୁନ୍ଦର; ଶୋଭନ ୩. ସୁକ୍ଷ୍ମ;କ୍ଷୁଦ୍ର ୪. ମନୋହର; ମନୋରମ; ମନୋଜ୍ଞ ୫. ସଭ୍ୟ; ଵିନମ୍ର; ଶିଷ୍ଟ ୬. ସ୍ଵାଦିଷ୍ଟ ୭. ସ୍ଵଚ୍ଛ; ସଫାସୁତୁରା ୮. ଲଳିତ ଇତ୍ୟାଦି ହୋଇଥିଲେ ହେଁ ପ୍ରାୟ ୧୪ଶହ ଖ୍ରୀଷ୍ଟାବ୍ଦ ପୂର୍ଵେ ଏ ଶବ୍ଦର…

ଶବ୍ଦର ଅଶୁଦ୍ଧ ବ୍ୟବହାର

ଗବେଷଣା ଓ ଉପସ୍ଥାପନା:ଶିଶିର ସାହୁ ମନୋଜ ଓ ସନ୍ତୋଷ ପଟ୍ଟନାୟକ ୧. ଅଜାନତଃ => ଅଜ୍ଞାନତଃ ଶବ୍ଦର ଅଶୁଦ୍ଧ ବ୍ଯବହାର: ଅଜ୍ଞାନତଃ ସ୍ଥାନରେ ଭୁଲ କ୍ରମେ ଶିକ୍ଷିତମାନେ ଅଜାନତଃ ବ୍ଯବହାର କରିବାର ଦେଖାଯାଏ; ଏ ବ୍ଯବହାର ମଧ୍ଯ ବଙ୍ଗଳାରେ ଦେଖାଯାଏ । ୨. ଅଜ୍ଞାନୀ => ଅଜ୍ଞାନ ଶବ୍ଦର ଅଶୁଦ୍ଧ ବ୍ୟବହାର କେତେକ ଶବ୍ଦକୋଷରେ ‘ଅଜ୍ଞାନୀ’…

ବଧୀ

ଲେଖା: ଶିଶିର ସାହୁ ମନୋଜ ଗଡଜାତ ଅଞ୍ଚଳରେ ପାଣ୍ଡୋଇ ଵା ଚପଲର Y ଆକାର ଵିଶିଷ୍ଟ ଫିତାକୁ ବଧୀ କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବଧି, ବଦ୍ଧି ଓ ବଧୀ ଆଦି ଶବ୍ଦ ସହିତ ଏହାର ସମ୍ପର୍କ ଥାଇପାରେ । ଭାଷାକୋଷରେ ଦେଶଜ ବଧି ଶବ୍ଦକୁ ଶାସ୍ତ୍ରୀୟ ବଦ୍ଧି ଓ ବନ୍ଧନୀ ସହିତ ସମଧୃତ ଦର୍ଶାଯାଇଛି…

ମୁକାଵିଲା

ଲେଖା: ଶିଶିର ସାହୁ ମନୋଜ ମୁକାଵିଲା ଶବ୍ଦଟି ଅଧୁନା ଵିଶେଷତଃ competition ଅର୍ଥରେ ଵ୍ୟଵହାର ହେଉଛି । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଥିଵା ଅର୍ଥ ହେଲା: ୧● ସମ୍ମୁଖବର୍ତ୍ତିତା; ଉପସ୍ଥିତ【Presence】 ୨● ପ୍ରତ୍ଯକ୍ଷ କରିବା; ମୁଆଜା【Confronting】 ୩● ତୁଳନା【Comparison; comparing】 (ହିନ୍ଦୀଭାଷୀ ଦୁଇ ଵା ତହୁଁ ଅଧିକ ଦ୍ରଵ୍ୟ ଵା ଜୀଵ ମଧ୍ୟରେ ତୁଳନା…

ଠିକ୍ ଓ ଠିକ

ଲେଖା: ଶିଶିର ସାହୁ ମନୋଜ ଠିକ୍ ଓ ଠିକ ଉଭୟ ଦେଶଜ ଶବ୍ଦ ଏବଂ ଏ ଉଭୟର ଵ୍ୟଵହାର ଓଡ଼ିଆ ତଥା ହିନ୍ଦୀ ଆଦି ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ରହିଛି ! ଓଡ଼ିଆ ଭାଷାରେ ମୌଳିକ ଅକାରାନ୍ତ ଉଚ୍ଚାରଣ ଵିଧି ଥିବାରୁ ଠିକ୍ ଓ ଠିକ ଏ ଉଭୟ ଶବ୍ଦ ସହଜରେ ବାରି…

ପ୍ଲାଷ୍ଟିକ

ଲେଖା: ଶିଶିର ସାହୁ ମନୋଜ ପୃଥିଵୀର ଯେକୌଣସି ଭାଷାରେ ଏମିତି କୌଣସି ଶବ୍ଦ ନାହିଁ ଯାହାର ପ୍ରତିଶବ୍ଦ ଭାରତୀୟ ମାନକ ଶାସ୍ତ୍ରୀୟ ଭାଷା, ଆମର ସ୍ଵାଭାଵିକ ରାଷ୍ଟ୍ରଭାଷା ସଂସ୍କୃତରେ ସୃଷ୍ଟି ହୋଇପାରୁନଥିଵ । ଵିଶ୍ଵରେ ଭାଷା ସମୃଦ୍ଧି ଆମ ଭଳିଆ ଆଉ କାହାର ହୋଇନାହିଁ ।ତେଵେ ଆମପାଖରେ କ’ଣ ପ୍ଲାଷ୍ଟିକ ଭଳି ଆଧୁନିକ କୃତ୍ରିମ ଦ୍ରଵ୍ଯର…

ଅହିଅ

ଲେଖା: ଶିଶିର ସାହୁ ମନୋଜ ‛ଅହିଅ’ ଶବ୍ଦଟି ଓଡ଼ିଶାରେ ‛ସଧଵା’ ଶବ୍ଦର ଏକ ପ୍ରତିଶବ୍ଦ ଭାଵେ ଵ୍ଯଵହୃତ ହୋଇଥାଏ । ଏ ଓଡ଼ିଆ ଶବ୍ଦଟି ସଂସ୍କୃତର ‛ଅଭିଵାଦ୍ଯ’ ସହିତ ସମଦ୍ଧୃତ ହୋଇଥାଇପାରେ । ‛ଅଭିଵାଦ୍ଯ’ର ଅର୍ଥ ସଧବା ଯୋଗୁଁ ବନ୍ଦନୀୟା । ଏ ଶବ୍ଦର ପ୍ରାକୃତ ସମଦ୍ଧୃତ ରୂପ ହେଉଛି ‛ଅହିବାଦ୍’ ଓ ‛ଅହିବଦ୍’ ।…