Category ଆମ ଭାଷା ଓ ସାହିତ୍ୟ

ଉଦବୋଧନୀ

ସୌରଭିତ ସୃଷ୍ଟି: ଭାରତମଣି ଗୋପବନ୍ଧୁ ଦାସ ପଣ୍ଡିତ ଗୋପବନ୍ଧୁଙ୍କ ରଚିତ ଏହି ‘ଉଦବୋଧନୀ’ କଵିତାଟି ୧୯୦୩ରେ ପ୍ରକାଶିତ ଶ୍ରୀନୀଳମଣି ଵିଦ୍ଯାରତ୍ନଙ୍କ ଦ୍ଵାରା ସଙ୍କଳିତ “ଜାତୀୟ ସଙ୍ଗୀତ” ପୁସ୍ତକରେ ସ୍ଥାନ ପାଇଥିଲା । ଏହି ପୁସ୍ତକରେ ଉତ୍କଳମଣିଙ୍କର ଦୁଇଗୋଟି ଜାତୀୟ ସଙ୍ଗୀତ ମଧ୍ୟରେ ଏହା ଥିଲା ଅନ୍ଯତମ।        ~ ଉଦବୋଧନୀ ~               ହେଲଣି ତ ଏତେ ସରି…

ଭାଇ

ସୌରଭିତ ସୃଷ୍ଟି: ପଣ୍ଡିତ ଗୋଦାବରୀଶ ମିଶ୍ର ପଣ୍ଡିତ ଶ୍ରୀ ଗୋଦାବରୀଶ ମିଶ୍ର, ସତ୍ୟଵାଦୀ ଵନଵିଦ୍ୟାଳୟର ଶିକ୍ଷକ ଥିଵା ସମୟରେ ଦୂର ଅଧିଵାସୀ ଏକ ଛାତ୍ରର ଅକାଳ ଵିୟୋଗରେ ଏହି କଵିତା ‘ଭାଇ’ ଲେଖାଯାଇଥିଲା । ମରଣେ ମୁଦି ସେ ନୟନଯୁଗଳ  ଅନ୍ତିମ ତଳପେ ଶୋଇଛି ଭାଇ  ସୋଦର ଵନିତା ତନୟ ସେନେହ ପରାଣୁ ନିଠୁରେ ଵିସୋରିଦେଇ…

ଆମ ଓଡ଼ିଆ ଭାଷା

ଲେଖା: ଅମ୍ବିକା ପଟ୍ଟନାୟକ ଆମ ମାତୃଭାଷା ଓଡ଼ିଆ ଭାରତର ଷଷ୍ଠ ଶାସ୍ତ୍ରୀୟ ଭାଷା l ପାଲି ପ୍ରାକୃତ ସୌରସେନୀ ମାଗଧୀ ଦେଇ ସଂସ୍କୃତ ଭାଷା ଅନୁଗାମିନୀ l ଅଶୋକ ଖାରବେଳଙ୍କ ଶିଳାଲିପି ଠାରୁ ଆରମ୍ଭ କରି ଚର୍ଯାପଦ ସାରଳା ଦାସ, ପଞ୍ଚସଖା, ଦୀନକୃଷ୍ଣ, ଉପେନ୍ଦ୍ର ଭଞ୍ଜ, ରାଧାନାଥଙ୍କ ଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦୀର୍ଘଯାତ୍ରା l…

ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ

ସୃଷ୍ଟି: ଜ୍ଞାନେନ୍ଦ୍ର କୁମାର ପଣ୍ଡା ବ୍ୟାସକବି ଫକୀରମୋହନଙ୍କ ଉପରେ ଆମ ସମୟର ଯୁବକବି ଜ୍ଞାନେନ୍ଦ୍ରଙ୍କର ଏକ ଅନନ୍ୟ ପ୍ରତିବେଦନ ଏଇ କବିତା ‘ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ’ ! ~ ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ ~ କେହି ଯଦି ସତରେ ବଞ୍ଚିଛ ତେବେ ଥରେ ଆସ ଦେଖିବ ସ୍ପଷ୍ଟ ଦିବାଲୋକର ଆକାଶ…

ଛବିଶି ଜାନୁଏରୀ

ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର ଜନ୍ମଭୂମି ସତତ କୀର୍ତ୍ତିଶାଳିନୀ ପୂତବିଭା ଧାରିଣୀ । ଜନ୍ମଭୂମିର ଗୁରୁଗାନରେ ଅବହିତ ଜାତୀୟ ସ୍ଵାତନ୍ତ୍ର୍ୟ ହିଁ ଆମ ମଧ୍ୟରେ ଜାତିର ମହାମନ୍ତ୍ର ଦିଏ । ଶସ୍ୟଳ ଏ ଦେଶମାତୃକା ଆଜି କେଉଁ ଏକ ବିତୃଷ୍ଣାର ସିନା ବିଜଡିତ, ହେଲେ ମଧ୍ୟ ଆମେ କହୁ କୌଣସି ଉଦବୁଦ୍ଧ ଜାତି ଉଦାସୀନ ନୁହେଁ…

ନିଶବଦ ଶାରଦ ପ୍ରାତେ

~ ନିଶବଦ ଶାରଦ ପ୍ରାତେ ~ ସୌରଭିତ ସୃଷ୍ଟି: ବୈକୁଣ୍ଠନାଥ ପଟ୍ଟନାୟକ ସବୁଜଯୁଗର ଅନ୍ୟତମ କୃଚ୍ଛ୍ର ସାଧକ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଏକ କବିତା ଉପସ୍ଥାପନା ସହିତ ଅନେକ ସହୃଦୟ ପ୍ରଣିପାତ। ~ ନିଶବଦ ଶାରଦ ପ୍ରାତେ ~ ନିଶବଦ ଶାରଦ ପ୍ରାତେ ଅତିଥି କେ ଗଲାରେ ଗାଇ। ରଖି ତୋର ଅନଳ ଖେଳା ଫେରି ଥରେ ଚାହିଁଲୁ…

ବିରହିଣୀ

~ ବିରହିଣୀ ~ ସୌରଭିତ ସୃଷ୍ଟି: ବୈକୁଣ୍ଠନାଥ ପଟ୍ଟନାୟକ ସବୁଜଯୁଗର ଅନ୍ୟତମ କୃଚ୍ଛ୍ର ସାଧକ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ‘ବିରହିଣୀ’ କବିତା ଉପସ୍ଥାପନା ସହିତ ଅନେକ ସହୃଦୟ ପ୍ରଣିପାତ। ~ ବିରହିଣୀ ~ ବରଷା ଆଜି ନଭେ ବ୍ୟଥିତ ହିଆ ସମ ପରାଣେ ମମ ଆହା ବାଧିଲା ପଉଷେ ଏ ପବନ ଅବଶ ଦେହ ମନ  ସହିତେ…

କବି ଶରଣ ଦାସ

ଲେଖା: ନିରଞ୍ଜନ ସାହୁ ପ୍ରସ୍ଫୁଟିତ ହେଲେ ବଣମଲ୍ଲୀ ଭାବେ । ବାସ ଚହଟାଇଲେ ଏବଂ ଝଡି଼ଗଲେ କବି ଶରଣ ଦାସ ! ଋତୁରାଜ ବସନ୍ତଙ୍କ ଆଗମନ । ଶ୍ରୀମନ୍ଦିରରୁ ପ୍ରଭୁ ମଦନଗୋପାଳ ଫାଲଗୁନ ଶୁକ୍ଲ ଏକାଦଶୀ ରାତ୍ରିରେ ଫଗୁ ଖେଳିବା ପାଇଁ ବାହାରିଛନ୍ତି, ଚାଚେରୀ ଭ୍ରମଣରେ । ପୃଥିବୀ ବୈକୁଣ୍ଠରେ ଆରମ୍ଭ ହୋଇଯାଇଛି ଶ୍ରୀକୃଷ୍ଣ ରୂପରେ…

ମୁଁ କି କେବେ ଦୀନହୀନ ?

ସୌରଭିତ ସୃଷ୍ଟି: ଛନ୍ଦକବି ରାଧାମୋହନ ଗଡ଼ନାୟକ ଆମ୍ଭେମାନେ ଉଚ୍ଚ ଵିଦ୍ୟାଳୟରେ ପଢି଼ଲାଵେଳେ ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କ “ମାଟି” କଵିତାଟି ସାହିତ୍ୟ ବହିରେ ପଢା଼ଯାଉଥିଲା । ଆମ ଅନଗୁଳ ମାଟିର ସେହି କଵିଙ୍କର ଏକ ଲୋକପ୍ରିୟ କଵିତା . .  ~ ମୁଁ କି କେବେ ଦୀନହୀନ ? ~               (୧) ଯେ ଦେଶର ପ୍ରଭୁ…

ଆଞ୍ଚଳିକ ବୋଲୀ

ଲେଖା: ଶିଶିର ସାହୁ ମନୋଜ ଲକ୍ଷ ଲକ୍ଷ ବ୍ଯକ୍ତି ବୋଲୀର ସମାହାରରେ ଆଞ୍ଚଳିକ ବୋଲୀ ଆଦିର ଗଠନ ଏବଂ ଅନେକାନେକ ଆଞ୍ଚଳିକ ବୋଲୀ ଏକତ୍ରିତ ହୋଇ ଏକ ଉପଭାଷା ବା ଭାଖା ଶୈଳୀ ସୃଷ୍ଟି ହୋଇଥାଏ ପୁଣି କେତେଗୋଟି ଭାଖାଶୈଳୀର ମାନକୀକରଣରୁ ଏକ ମାନକ ଭାଷା ପ୍ରକଟ ହୋଇଥାଏ । ଆମ ଦେଶର ନାରୀମାନେ ଶଶୁର…