Physical Address
Sai Samarpanam, Satya Vihar, Bhubaneswar

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ ଲେଖୁଛେ କିମ୍ବା ନିଜକୁ ଓଡ଼ିଆ ବୋଲି କହି ଗର୍ବ ଅନୁଭବ କରୁଛେ, ତାହା ପଛରେ ଅନେକ ମହାନ ଓ ମହତ ପୁରୁଷଙ୍କର ନିଃସ୍ଵାର୍ଥପର ସେବା ମନୋବୃତ୍ତି ଓ ବଳିଦାନ ଲୁଚି ରହିଛି ! ସେଭଳି…

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଭାରତୀୟ ସାହିତ୍ୟରେ ରେନେନ୍ସା ବା ଅଭ୍ୟୁଦୟ ଯୁଗର ପଦଧ୍ଵନି ଶୁଣାଗଲାଣି। ଯାହା ଫଳରେ ଲୋକଂକ ଜୀବନ ଧାରାରେ ଆଭିମୁଖ୍ୟ ପରିବର୍ତ୍ତନ ସହ ନୂତନ ସମ୍ଭାବନା ସୃଷ୍ଟି ଓ ପ୍ରାଣ ପ୍ରବାହ ଗୁଂଜରିତ ହେବାକୁ…

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ “ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ ନିସଂଗତା ପ୍ରତ୍ୟେକ ଜୀବନରେ ଆସେ — ଏହା ପ୍ରାୟ ସାର୍ବଜନୀନ । ତେବେ ପିତୃ-ମାତୃ-ଭ୍ରାତୃହୀନ ଏକ ନିସଂଗ ତରୁଣକୁ ଯେଉଁମାନେ ସଖ୍ୟ ଦାନ କରି ତାକୁ ଅନୁଗୃହୀତ କଲେ, ତାଙ୍କର ମହିମ୍ନ ସ୍ତବ ଗାଇବା…

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ “ଗୋଟିଏ କଥା ମନରେ ଉଠେ, ଯେଉଁ ଦେଶ ଓ ସମାଜରେ ମୂର୍ଖ ପୂଜାପାନ୍ତି ଓ ପଣ୍ଡିତେ ଉପାସେ ମରନ୍ତି, ଯେଉଁଠି ଉପର ପାହାଚର ଲୋକ ତଳ ପାହାଚର ଲୋକକୁ ଉଠେଇନେବା ପରିବର୍ତ୍ତେ ଗୋଇଠା ମାରି ଚାପିଦେବାରେ କୃତକୃତ୍ୟ ବୋଧ କରନ୍ତି, ଯେଉଁଠି…

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ କମ୍ପି ଉଠୁଛି କଟକ ନଗର ଶୁଭୁଅଛି କୋଳାହଳ, ଆସେ ପଟୁଆର ଗଜ ବାଜୀ ଶତ ଆସୁଛି ସୈନ୍ୟ ଦଳ । ଛତ୍ରି ତରାସ ଊର୍ଦ୍ଧ୍ୱେ ଦିଶୁଛି ବାଜୁଛି ସଘନେ ବାଜା, ହସ୍ତୀ ଆରୋହି ଆସେ ମର୍କତ ଉତ୍କଳ ଦେଶ ରାଜା ।…

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ ଜୀବନ ଅବହେଳା ଓ ଅବସାଦ ଜନିତ ବ୍ୟର୍ଥତାରେ ପାଣ୍ଡୁର । ନଅଙ୍କ ଦୁର୍ଭିକ୍ଷର ଚପେଟାଘାତ ଫଳରେ ଅର୍ଦ୍ଧାଧିକ ଓଡ଼ିଶା ଶ୍ମଶାନିତ । ଶତାବ୍ଦୀର ଶେଷାଂଶରେ ଓଡ଼ିଆ ଜାତି ମୋହନିଦ୍ରାରୁ ଉତ୍ଥିତ, ଆତ୍ମଚେତନା ଉଦବୁଦ୍ଧ, ଆତ୍ମଗଠନରେ…

~ ବୈଷ୍ଣବ ଚରଣ ମହାନ୍ତି ~ ଉପସ୍ଥାପନା: ଦେଵ ତ୍ରିପାଠୀ ଅତି ସାଧାରଣ ଲୋକଙ୍କ ସମାଜ ଭିତରେ ମଝିରେ ମଝିରେ ଅସାଧାରଣ ଲୋକ ଜନ୍ମଗ୍ରହଣ କରନ୍ତି ! ଆଉ ସେମାନେ ସାଜନ୍ତି ମାନବଜାତିର ପଥପ୍ରଦର୍ଶକ ! ଦିଅନ୍ତି ବିପୁଳଶକ୍ତି, ନୂତନ ଜୀବନ ଏବଂ ଦିବ୍ୟ ଆଲୋକ । ସେମାନଙ୍କ ବିନା କ୍ଷୁଦ୍ର ମାନବର ଏ ଜଡ଼ସମାଜ…

~ ମାତୃଭାଷା ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେ ମାଆକୁ ଚିହ୍ନି ନାହିଁ ଯେ ଗାଁ କୁ ଚିହ୍ନି ନାହିଁ ଯେ ନିଜ ଭାଷା ଜାଣେ ନାହିଁ ତାହାର ବା ନିଜର ଠିକଣା କାହିଁ । ଏମିତି ଜଣେ ବୁଢୀ ମାଆ ଥରେ କହିଲେ । ପ୍ରଥମ ପ୍ରଶ୍ନ ଥିଲା “ତୋର ପିଲାମାନେ ମାତୃଭାଷା ଶିଖିଛନ୍ତି ନା ?…

~ ଶରତ ~ ସୌରଭିତ ସୃଷ୍ଟି : ପଲ୍ଲୀକବି ନନ୍ଦକିଶୋର ବଳ ଭାଦ୍ରବ ମାସର ପ୍ରଥମ ରବିବାର । ପୂରି ଉଠିଥିଲା ପୁରପଲ୍ଲୀର ପୁଲକିତ ପାଟ ଅଗଣା । ସକାଳ ସିନ୍ଦୂରା ନ ଫାଟୁଣୁ ଆକାଶରେ ପବନ ପହୁଡା ତାଳଗଛ ଟପି ଦିଶିଥିଲା ଭସା ମେଘ । ଝିପିଝିପି ଅଗଣନ ଟୋପାରେ ତିନ୍ତିଥିବା ନିଶବ୍ଦ ପୃଥିବୀରେ…

~ ଉଦବୋଧନ ~ ଲେଖା: ଅମୃତେଶ ଖଟୁଆ ସ୍ଵଭାବକବି ଗଙ୍ଗାଧର ମେହେର ନିଜ ମଧ୍ୟରେ ଜଣେ ଐଶୀପ୍ରେରଣାର ସ୍ଵତଃ ନିଃସୃତ ହୋଇଥିବା ଉତ୍ସ ସଦୃଶ ଅନିବାର ଓଡ଼ିଆ ସାହିତ୍ୟର ବିଭୋର ସାଗରରେ ଅବଗାହନ କରି ସେ ସଂଗ୍ରହ କରି ଆମ୍ଭମାନଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ଅସଂଖ୍ୟ ଚରିତ୍ରମାନଙ୍କ ରୂପରେ ଆମ ଜାତୀୟ ଐଶ୍ଵର୍ଯ୍ୟ । ସର୍ବଦା…