Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ରଚନା: ତରୁଣ ରଥ ୧ *** ୨୦ ଅଛି, ୨୧ ଅଛି, ବାଇଶି.. କ’ଣ ଏଇନେ ଆସୁଛ, ଭଲ ଜିନିଷ କ’ଣ ସବୁ ଆଣିଥିବ, ‘ଭାଇ ମୋ ପାଇଁ ଜାଗାଟେ ରଖିଥା’ ଲୁଙ୍ଗିଟା ପାଲଟି ଆସୁଛି’। ଭାଇ ଆସିଲା ବେଳେ ପାନ ଚାରିଟା ଆଣିବ। ବରଗଛ ଚାନ୍ଦିନୀରେ ଜମି ଉଠିଛି ତାସ୍…
ଲେଖା: ଅକ୍ଷୟ ଓଝା ସକାଳ ଆଠଟା ବାଜିଲେ ଗାଈଆଳ ଗାଁ ଦାଣ୍ଡରେ ଆବଜ ଲଗାଏ ଗାଈପାଳି ଦିଅ । ବାସ୍ ! ଖୁଣ୍ଟରେ ବନ୍ଧା ହୋଇଥିବା ଗାଈ ମାନେ ଉଠି ଛିଡ଼ା ହେଇପଡ଼ନ୍ତି । ହମ୍ବାରଡ଼ି ଛାଡ଼ନ୍ତି । ସମସ୍ତେ ନିଜ ନିଜ ଗାଈ ଖୋଲି ଦିଅନ୍ତି । ଏକ ଝୁଣ୍ଡରେ ଗାଈ ମାନେ ବାହାରି…
ଲେଖା: ଅକ୍ଷୟ ଓଝା ଆମ ପିଲାବେଳେ ଆମ ଅଞ୍ଚଳର ବ୍ରାହ୍ମଣୀ ନଦୀରେ ପୋଲ ନଥିଲା । ଆମେ ଘାଟ ପାର ହୋଇ ଆମ ପାଖ ବଜାର ପଟ୍ଟାମୁଣ୍ଡାଇ ଯାଇଥିଲୁ । ଛୋଟ ବେଳେ ପାଦରେ ଚାଲି ଚାଲି ଯାଇଥିଲୁ କାହାରି ସହିତ । ଛୋଟ ପିଲା ବୋଲି ଏକୁଟିଆ ଯିବା ମନା ଥିଲା। ଘରଠୁ ତିନି…
ଲେଖା: ଅକ୍ଷୟ ଓଝା ପ୍ରତ୍ୟକ୍ଷ ଦେବୀ ଆମ ଗାଁ ଠାକୁରାଣୀ । ଗାଁରେ ବିପତ୍ତି ପଡ଼ିଲେ ସମସ୍ତେ ଧାଇଁ ଯାଉଥିଲେ । ଅଧିଆ ପଡି ଯାଉଥିଲେ ମା’ଙ୍କ ଦରବାରରେ । ମା’ ଶାନ୍ତ ହେଉଥିଲେ । ତାପରେ ଗାଁରୁ ହଇଜା, ଝାଡାବାନ୍ତି ରୋଗବୈରାଗ ଦୂର ହେଇଯାଉଥିଲା ବୋଲି ଆମ ଜେଜେ ବାପା ପିଲାଦିନେ ଆମକୁ କହୁଥିଲେ…
ଲେଖା: ଅକ୍ଷୟ ଓଝା ପ୍ରକୃତି କୋଳରେ ବସି ଥିବା ପଲ୍ଲୀ ଅଞ୍ଚଳରେ କିଛି ଦୂରତା ବ୍ୟବଧାନରେ ଗାଆଁଟିଏ ପରେ ଗାଆଁ । ସାଇକେଲରେ କିମ୍ବା ପାଦ ଚଲା ରାସ୍ତାରେ ଯାଇ ପରିଜନ ମାନଙ୍କୁ ମିଳିବା ଓ ବନ୍ଧୁ କର୍ତ୍ତବ୍ୟ ପୁରା କରିବା ଏକ ଅଭିନ୍ନ ଅଙ୍ଗ ହେଇଥାଏ ଗ୍ରାମ୍ୟ ଜୀବନରେ । ଆମ ଗାଆଁରୁ…
ଲେଖା: ଅମ୍ବିକା ପଟ୍ଟନାୟକ ~ ବଉଳ: ବିଲୁପ୍ତି ପଥେ ବନ୍ଧୁତ୍ୱର ଅନନ୍ୟ ପରମ୍ପରା ~ “ଆ ବଉଳ ବୋହୁବୋହୁକା ଖେଳ ଖେଳିବା ମିଛି ମିଛିକା ବାଡ଼ୁଅ ସୁତା ସଜ କରିବା l *** *** *** *** *** ତୋ କୁଲେଇ ମୋ କୁଲେଇ ପେଡ଼ିରେ ସାଇତି ଦେବା…
ଲେଖା: ଅକ୍ଷୟ ଓଝା ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ରୂପେ ବିବେଚନା କରାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା…
ଲେଖା: ଅକ୍ଷୟ ଓଝା ଗାଁର ଲମ୍ବି ଯାଇଥିବା ଅସରନ୍ତି ସଡ଼କଟା । ଆଜି ଚାଲିଲେ କାହିଁକି ଖୁସିରେ ଛାତି କୁଂଢେମୋଟ ହେଇ ଯାଏ । ସୁଲୁସୁଲିଆ ହାଲୁକା ଶୀତୁଆ ପବନ, ପବନରେ ଗଛଳତାର ଫୁଲ ଫଳର ସୁଗନ୍ଧ । ଧାନକଟା ସରିଯିବାର ଦୃଶ୍ୟ । ଫୁଙ୍ଗୁଳା ବିଲରେ ପୁଳାଏ ପୁଳାଏ ଗାଈ ଗୋଠ । ବଡବନ୍ଧ…
ଲେଖା: ଅକ୍ଷୟ ଓଝା ଗାଆଁର ଏକ ଶେଷ ମୁଣ୍ଡରେ ଦଣ୍ଡାୟମାନ ଏହି ପୁରୁଣା ବରଗଛ ରୁକୁଣି ପଡିଆ ଗୋଚର ଭୂଇଁର ମଧ୍ୟ ଭାଗରେ । ଖରା ବେଳେ ଗାଈମାନେ ବିଶ୍ରାମ କରନ୍ତି ଏହି ବିଶାଳ ବୃକ୍ଷ ଛାୟାରେ । କେହି କେବେ କ୍ଷେତରୁ ଫେରୁଥିବା କୃଷକ କିମ୍ବା କୃଷକ ପରିବାର ଏହି ବୃକ୍ଷ ଛାୟାରେ ବିଶ୍ରାମ…
ଲେଖା: ଅକ୍ଷୟ ଓଝା ସେତେବେଳେ କେବଳ ସମଜାତିରେ ବିବାହ କରି ବନ୍ଧୁତା ଗଢିବାକୁ ହିଁ ସମ୍ପର୍କ କୁହାଯାଉ ନ ଥିଲା ଗ୍ରାମ୍ୟ ସମାଜରେ । ଆଉ ଏକ ପ୍ରଗାଢ ସମ୍ପର୍କର ବନ୍ଧୁତ୍ୱ ଥିଲା ସେ ସମୟରେ । ସମାଜରେ ଧର୍ମ ସମ୍ପର୍କ । ହୃଦୟରେ ହୃଦୟକୁ ମିଳୁଥିବା ସମ୍ପର୍କ । ପାରିବାରିକ ସମ୍ପର୍କ। ସୂର୍ଯ୍ୟବନ୍ଧୁ ।…