Physical Address
Sai Samarpanam, Satya Vihar, Bhubaneswar
ଲେଖା: ଅରବିନ୍ଦ ମହାନ୍ତି ~ ପର୍ଶୁରାମାଷ୍ଟମୀ ~ ଏହି ପର୍ଶୁରାମାଷ୍ଟମୀ ଦିନ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପର୍ଶୁରାମେଶ୍ଵର ଦେଉଳକୁ ବିଜେ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ମହାପ୍ରଭୁଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଯାତ୍ରା ଅଟେ। ପରଶୁରାମଙ୍କ ଇଶ୍ୱର ପର୍ଶୁରାମେଶ୍ଵର ନାମରେ ଶ୍ରୀ ସଦାଶିବ ଲିଙ୍ଗରାଜ ମହାପ୍ରଭୁ ଏଠାରେ ବିଜେ କରିଅଛନ୍ତି। ତ୍ରେତୟା ଯୁଗରେ…
ଲେଖା: ଅମ୍ବିକା ପଟ୍ଟନାୟକ ~ ସମ୍ବର ଦଶମୀ, ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା ~ ପୌଷ ଶୁକ୍ଳ ଦଶମୀ ସାଧାରଣତଃ ଓଡ଼ିଶାରେ ସମ୍ବର ଦଶମୀ ବା ଶାମ୍ବ ଦଶମୀ ହିସାବରେ ପାଳନ କରା ହୁଏ l ଦୁଇଟି ଉପାଖ୍ୟାନ ମିଳେ ଏବଂ ଦୁଇଟି ସୂର୍ଯ୍ୟ ପୂଜା, ଶ୍ରୀକୃଷ୍ଣ ଓ ନାରଦଙ୍କ ସହ ଜଡିତ l…
ଲେଖା: କୁମାରେଶ ନାୟକ ~ ମୟୂରଭଞ୍ଜ ମାଟିର ପ୍ରସିଦ୍ଧ ନୃତ୍ୟକଳା ଛଉ ନୃତ୍ୟ ~ ଛଉ ନୃତ୍ୟ ଏକ ପ୍ରସିଦ୍ଧ ପୂର୍ବ-ଭାରତୀୟ ନୃତ୍ୟକଳା। ଅନେକ ଏହାକୁ ସେମିକ୍ଲାସିକାଲ ନୃତ୍ୟ ପର୍ଯ୍ୟାୟ ଭୁକ୍ତ ଭାବରେ ବିବେଚନା କରୁଥିଲେ ମଧ୍ୟ ଛଉନୃତ୍ୟର ବିଭବକୁ ଅବଲୋକନ କଲେ ଏହାର ବିବିଧତା ଦୃଷ୍ଟିରୁ ଏହାର ସ୍ବତନ୍ତ୍ରତା ସ୍ବତଃ ବାରି ହୋଇପଡେ। ଛଉ…
By: Prem Sahoo Chhau Dance, also spelled as Chau or Chhau, is a semi classical Indian dance with martial, tribal and folk with origins in the eastern Indian states of Odisha. The Dance ranges from celebrating martial arts, acrobatics and…
By: Rusiraj Pattanayak ~ History of World Famous Mayurbhanj Chhau ~ The Mayurbhanj Chhau dance is primarily maskless and renowned for its ‘Taandava’ (vigorous) and ‘Laasya’ (soft) dance substance. This Chhau dance is essentially a ritual based dance of Siva…
ଲେଖା: ଶ୍ରୀଜଗନ୍ନାଥ ପୃଷ୍ଠା କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ବା ପଞ୍ଚୁକ ଭାବେ ପାଳନ କରାଯାଏ । ଏହା ମହା ପଞ୍ଚକ, ବକ ପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁପଞ୍ଚକ ଭାବେ ମଧ୍ୟ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି…
ଲେଖା: ବନ୍ଧନ ଦଳେଇ ଆମେ ଓଡ଼ିଆ ହେଉଛୁ “ବାର ମାସରେ ତେର ଯାତରା”, “ପୁନେଇଁ ପରବ”, “ଯାନିଯାତରା” ପାଳିବାର ଅନନ୍ୟ ସଂସ୍କୃତି ଓ ପରମ୍ପରାରେ ଭୂଷିତ। ଚୈତ୍ର ମାସର ଶେଷଦିନ ଚୈତ୍ର ପୂର୍ଣ୍ଣିମା । ଏହି ଚୈତ୍ର ମାସ ଯାକ ଶକ୍ତିପୀଠମାନ ଚଳଚଞ୍ଚଳ ହୋଇଉଠନ୍ତି। ପଣା, ପାଣି, ଝୁଣା, ଧୁପରେ ମହକି ଉଠେ ମନ୍ଦିର ପ୍ରକୋଷ୍ଠମାନ। ଲାଲିମନ୍ଦାର…
ଲେଖା: ଆଦିତ୍ୟ କୁମାର ନାୟକ ଓଡ଼ିଶାର ଅନାଲୋଚିତ ଲୋକନୃତ୍ୟ ଚାଙ୍ଗୁନୃତ୍ୟ । ପାହାଡ଼ି ଝରଣାର ମନମତାଣିଆ କୁଳୁକୁଳୁ ନାଦ ପରି ଆଦିବାସୀଙ୍କର ଜୀବନର ପ୍ରତିଟି ମୁହୂର୍ତ୍ତ ନୃତ୍ୟସଙ୍ଗୀତରେ ପରିପୂର୍ଣ୍ଣ । ନୃତ୍ୟ ଗୀତ ଆଦିବାସୀଙ୍କର ଜୀବନର ଏକ ଅବିଛେଦ୍ୟ ଅଙ୍ଗ । ଆଉ ସବୁଠୁ ବଡ଼ କଥା ହେଲା ଅନ୍ୟ ନର୍ତ୍ତକନର୍ତ୍ତକୀ ଅନ୍ୟର ମନରଞ୍ଜନ ପାଇଁ…
By: Dev Tripathy Saura Art – The Story of an Ancient Indian Tribe through Their Captivating Art. With simple forms and figures that come together to compose intricate narratives in very few colours, the captivating art of the Sauras, has…
ଲେଖା: ଶୁଭ୍ରଶିତ ସାହୁ #ଓଳକଣା_ମେଳଣ ଓ #ହରିହର_ଭେଟ କଥାରେ ଅଛି “ଓଳକଣା ମେଳଣ, ଆଳି ରାଜା ଝୁଲଣ ଅସୁରେଶ୍ୱର ରାମ ନବମୀ, ପୁରସ୍ତମ ଚନ୍ଦନ”ବିଭିନ୍ନ ସ୍ଥାନରେ ହେଉଥିବା ବିଭିନ୍ନ ଦୋଳ ମେଳଣ ମଧ୍ୟରୁ ଅବିଭକ୍ତ କଟକ ଜିଲ୍ଲା ତଥା କଟକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ମିଳନ ସ୍ଥଳରେ ହେଉଥିବା ଓଳକଣା ମେଳଣ ଏକ ସ୍ବତନ୍ତ୍ର ତଥା…