Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ~ ଚିତାଲାଗି ଅମାବାସ୍ୟା ~ କାଇଁ କେଉଁ ଯୁଗରୁ ମନୁଷ୍ୟ ବିରାଟ, ଭୟଙ୍କର, କ୍ଷତିକାରୀ ଓ ଉପକାରୀ ପଦାର୍ଥ ଅବା ଜୀବଜନ୍ତୁଙ୍କର ପୂଜା କରିଆସୁଛି । ଗୋରୁଗାଈ, ହାତୀ, ସାପ, ମାଛଶୁଖୁଆ, ବିଲେଇ, ଗେଣ୍ଡା ସଭିଙ୍କୁ ପୂଜା କରି ଶିଖିଛି । ଆଜି ଏସବୁକୁ ଆଧୁନିକ ଜନସମାଜ ସିନା ହସି ଉଡ଼ାଇଦିଏ,…

ଲେଖା: ଅରବିନ୍ଦ ମହାନ୍ତି ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ର ସହିତେ ଏକାମ୍ରକ୍ଷେତ୍ର, କନକପୁରର ଦେବୀ ଶାରଳାଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନଯାତ୍ରା ପାଳନ କରାଯାଏ । ଏହା ହେଉଛି ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଶ୍ରୀକ୍ଷେତ୍ରେ ଚନ୍ଦନ ଯାତ୍ରା ଏହା ଅକ୍ଷୟ…

ଲେଖା: ବିଶ୍ୱରଞ୍ଜନ ମହାପାତ୍ର ପୌଷମାସ ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ ପଡେ ତାହାକୁ ପୁତ୍ରଦା ଏକାଦଶୀ କୁହାଯାଏ । ପୁତ୍ରଦା ଏକାଦଶୀରେ ନାମମନ୍ତ୍ର ଜପ କରିବା ସହ ଶ୍ରୀହରିଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏକାଦଶୀ ତିଥିରେ ଦୀପଦାନ ସହ ସମସ୍ତ ଫଳ ପୂଜାକରିବା ବିଧାନ ରହିଛି । ଭଗବାନ୍ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ବ୍ରତର ମହତ୍ତ୍ୱକୁ…

ଲେଖା: ମିହିର ପଟ୍ଟନାୟକ ଓଡ଼ିଆ ଘରର ସବୁ ପର୍ବପର୍ବାଣୀ ଜଗନ୍ନାଥଙ୍କ ସହ ଯୋଡି ହୋଇରହିଛି। ଯାହା ଘରେ ଘରେ ପର୍ବ ହୋଇ ପାଳନ ହୁଏ ସେଇଟା ଟିକେ ନିଆରା ଢଙ୍ଗରେ ନୀତି ହୋଇ ମହାପ୍ରଭୁଙ୍କ ପାଖରେ ଲାଗି ହୁଏ। କିନ୍ତୁ ମାଣବସା ଗୋଟିଏ ଏମିତି ପର୍ବ ଯାହା ଶ୍ରୀମନ୍ଦିର ନୀତି ସହ କୌଣସି ସମ୍ପର୍କ ରଖେନାହିଁ।…

ଲେଖା: ଅରବିନ୍ଦ ମହାନ୍ତି ବାଟଓଷା ବା ଦାଣ୍ଡପହଁରା ଓଷା ପୌଷମାସ କୃଷ୍ଣ ଦ୍ୱିତୀୟା ତିଥିରେ ପାଳନ କରାଯାଏ । ଏହି ଓଷା ଯମରାଜାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ । ପ୍ରତ୍ୟେକ ମାଆମାନେ ନିଜ ପୁତ୍ରମାନେ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ଝାଡ଼ିଥାନ୍ତି ।…

ଲେଖା: ଦେଵ ତ୍ରିପାଠୀ ~ ମାଣିଆବନ୍ଧ ଶାଢ଼ୀ ~ ଇଏ କେଉଁ କାଳର କଥା ! ଏକଦା ନିର୍ବାଣ ପ୍ରାପ୍ତିପରେ ଭଗବାନ ବୁଦ୍ଧଙ୍କୁ ମଧୁପିଷ୍ଟକ ଆହାର ଯୋଗାଇଥିଲେ ବଲ୍ଲିକ ଓ ତପସ୍ୱୀ ନାମକ ଉତ୍କଳୀୟ ବଣିକଦ୍ଵୟ ! ସେମାନେ ଥିଲେ ପ୍ରଭୁଙ୍କ ପ୍ରଥମ ଶିଷ୍ୟ । ସାଧବ ବଣିକଙ୍କର ସେ କାଳରେ ମୁଖ୍ୟ ବିପଣନ ଥିଲା…

ଲେଖା: ଅରବିନ୍ଦ ମହାନ୍ତି ମହାପ୍ରଭୁ ଶ୍ରୀତ୍ରିଭୁବନେଶ୍ଵର ମହାପ୍ରଭୁଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଯମଦ୍ଵିତୀୟା ଯାତ୍ରା ଅନ୍ୟତମ ଅଟେ। କାର୍ତ୍ତିକ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁ ଏହି ଦିନ ପ୍ରଭୁ ଯମେଶ୍ବର ଓ ଭଉଣୀ କାମାକ୍ଷୀଙ୍କୁ ଭେଟ ବିଜେ ହୋଇଥାନ୍ତି। ~ ଶ୍ରୀଯମେଶ୍ବର ଦେଉଳ ~ ଜମ୍ବେଶ୍ୱର ପାଟଣା ସାହିରେ ଶ୍ରୀଯମେଶ୍ବରଙ୍କ…

ଲେଖା: ଅରବିନ୍ଦ ମହାନ୍ତି ବର୍ଷର ପ୍ରଥମ ମାସ ବୈଶାଖ। ଏହା ଗ୍ରୀଷ୍ମ ଋତୁର ପ୍ରାରମ୍ଭ ମାସ ଅଟେ। ଚୈତ୍ର ପୂର୍ଣ୍ଣିମା ପରଠାରୁ ଏହା ଆରମ୍ଭ ହୋଇଥାଏ ଓ ଶେଷ ହୁଏ ଚନ୍ଦନ ପୂର୍ଣ୍ଣିମା ବା ବୈଶାଖ ପୂର୍ଣ୍ଣିମାରେ। ସନାତନ ଧର୍ମରେ ପ୍ରଚଳିତ ଚାରି ଗୋଟି ପବିତ୍ର ମାସ (ଆଷାଢ, କାର୍ତ୍ତିକ, ମାଘ, ବୈଶାଖ) ମଧ୍ୟରୁ ମଧ୍ୟ…

ଲେଖା: ଦେଵ ତ୍ରିପାଠୀ ଚାନ୍ଦି ତାରକସିର କଳାକାରୀ ! ଷାଠିଏ ଦଶକର କଥା । ମହମ୍ମଦିଆ ବଜାରର ଗଳିରାସ୍ତାରେ ବୁଲୁଥିଲେ କେଇଜଣ ବିଦେଶୀ ପର୍ଯ୍ୟଟକ । ଆଶା, କିଛି ନୂଆ ଜିନିଷ ନେଇ ଦେଶକୁ ଫେରିଯିବେ । ସେମାନେ ଖୋଜୁଥାନ୍ତି ‘ରୋଜ୍’ (Rose) – ପ୍ରେମର ପ୍ରତୀକ ! କିନ୍ତୁ, ୟୁରୋପୀୟମାନଙ୍କ ପାଇଁ ରୋଜ୍ କି ଅପୂର୍ବ…
ଲେଖା: ଦେଵ ତ୍ରିପାଠୀ ଭାଇ ପାଇଁ ତପସ୍ୟା – ଭାଇଜିଉଁତିଆ ! ଚମ୍ପାବତୀ ନଗରୀର ମହାମନ୍ତ୍ରୀ ବୀରସେନ ଓ କମଳାଙ୍କ ପୁତ୍ର ମଦନସୁନ୍ଦର ଏକଦା ଘୋଡାଚଢି ଫେରୁଥିବା ସମୟେ ତୃଷାତୁର ହୋଇ ଜଳପାନ ଆଶାରେ ରାଜଉଦ୍ୟାନରେ ପହଞ୍ଚିଲେ । ଉଦ୍ୟାନସ୍ଥ ପୋଖରୀ କୂଳରେ ରାଜଜେମା ବସି ଫୁଲ ଗୁନ୍ଥୁଥିବା ରାଜଜେମା ଅରୁଣାଙ୍କୁ ଦେଖି ମନ୍ତ୍ରୀପୁଅଙ୍କ ମନେ…