Physical Address
Sai Samarpanam, Satya Vihar, Bhubaneswar

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ ଖେଳିବେ ଅବିର ପ୍ରାଣସଖି ରାଧିକା ସହ, ପୁର ପରିକ୍ରମା କରି ଭକ୍ତମାନଙ୍କୁ ଦର୍ଶନ ଦେବେ। କୀର୍ତ୍ତନ ହେବ, ନାଚିବେ ଭକ୍ତବୃନ୍ଦ। ସ୍ବଜାତି ଗୋପାଳ ଭାଇମାନଙ୍କ କାନ୍ଧରେ ବିମାନରେ ବସି ଘରକୁ ଘର ଯାଇ ଭୋଗ…

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ କଳା-ଚାତୁରୀ ଦ୍ଵାରା ଋଦ୍ଧିମନ୍ତ। ଆଜନ୍ମ-ମୃତ୍ୟୁ, ଏହି ସବୁ ପରମ୍ପରା ଓ ସଂସ୍କୃତି ଆମ ଦୈନନ୍ଦିନ ଚଳଣି ସହ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡ଼ିତ। ନିତାନ୍ତ ଅର୍ବାଚୀନ କାଳରୁ ଅଦ୍ୟାବଧି ଏହି ସବୁ ସାମାଜିକ ତଥା…

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ ଗଞ୍ଜାମ)ର ବିଶିପଡ଼ା । ୧୮୩୨ ମସିହାରେ ବିଷୋୟୀପଡ଼ାର ସମ୍ଭାବ୍ୟ ଅପଭ୍ରଂଶରୁ ସୃଷ୍ଟି ହୋଇଥିବା ଏହି ଗ୍ରାମର ବିଶୋୟୀମାନଙ୍କ ବିଦ୍ରୋହରେ ଅତିଷ୍ଠ ବ୍ରିଟିଶ ସରକାର ଦିନେ ମୁଣ୍ଡ ନୁଆଇଁଥିଲା ଏହାର ଦାୟାଦ ସଂଗ୍ରାମୀ ନବଘନ କହଁର,…

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି । ଏହି ପର୍ବରେ ଅନେକ ପ୍ରକାରର ରଙ୍ଗକୁ ନେଇ ଜାତି, ଧର୍ମ, ସବୁ ଭୁଲି ଆମେ ସମସ୍ତେ ଏହି ପର୍ବକୁ ପାଳନ କରିଥାଉ, ସମସ୍ତ ଶତ୍ରୁତାକୁ ଭୁଲି ଭାଇଚାରର ସମ୍ପର୍କ ଆମେ ସୃଷ୍ଟି କରିଥାଉ…

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଲିଖିତ ଉତ୍କଳ ଇତିହାସ ପୃଷ୍ଠା ୪୩ର ଲେଖାନୁସାରେ ଯଯାତି କେଶରୀ (୧) (ଖ୍ରୀ:-୫୫୨-୫୯୮) ପିତା ଜନ୍ମେଜୟଙ୍କ ଭଳି ଯଯାତି ମଧ୍ୟ ପବିତ୍ର ବୈତରଣୀ ନଦୀ କୂଳରେ ଏକ ଯଜ୍ଞ କରାଇବା ପାଈଁ…

~ ଶାମ୍ବ ଦଶମୀ ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର ହେଉଛି ପବିତ୍ର ଶାମ୍ବ ଦଶମୀ l ଅତି ପ୍ରାଚୀନ ସମୟରୁ ପୁଣ୍ୟଭୂମି ଉତ୍କଳ ଭୂଖଣ୍ଡ ପଞ୍ଚଦେବ ଉପାସନାର କ୍ଷେତ୍ର ରୂପେ ମହିମାମଣ୍ଡିତ l ପୁରାଣପ୍ରସିଦ୍ଧ ମୈତ୍ରେୟ ବନ ଭଗବାନ ସୂର୍ଯ୍ୟନାରାୟଣଙ୍କ ପ୍ରିୟସ୍ଥାନ ଥିଲା l…

~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ ସମୟରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ l ଅଞ୍ଚଳ ଭିତ୍ତିରେ ଉକ୍ତ ପର୍ବପର୍ବାଣୀ ସ୍ଥାନୀୟ ଲୋକାଚାର ପରମ୍ପରାକୁ ନେଇ ସମୃଦ୍ଧ l ସେପରି ଏକ ଅନନ୍ୟ ପରମ୍ପରା ହେଉଛି ଭାଦ୍ରବ ମାସ ଖୁଦୁରୁକୁଣୀ ସମୟରେ…

~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~ ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍ କୁରମେ ଦେବ ସର୍ବ କାର୍ଯ୍ୟେଷୁ ସର୍ବଦା।। ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ଭାଦ୍ରବ ଶୁକ୍ଳ ଚତୁର୍ଥୀଦିନ ଗଣେଶ ପୂଜା କରାଯାଇଥାଏ। ଏହିଦିନ ଶ୍ରୀମନ୍ଦିରର ବଟଗଣେଶଙ୍କ ମନ୍ଦିରରେ ବିନାୟକ ଚତୁର୍ଥୀ ମହାବ୍ରତ ପାଳନକରାଯାଏ। ଏହିଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ…

~ ଅସୁରେଶ୍ୱରର ଦଧିବାମନ ଓ ଦାଣ୍ଡଯାତ୍ରା ~ ଲେଖା: ଶ୍ରୀକାନ୍ତ ସିଂହ ଅସୁରେଶ୍ଵର ରାମ ନବମୀ କହିଲେ ଦାଣ୍ଡଯାତ୍ରାକୁ ହିଁ ବୁଝାଇଥାଏ l ଏହି ଦାଣ୍ଡଯାତ୍ରା ପଛରେ ଉଭୟ ପୌରାଣିକ ଆଖ୍ୟାନ ଓ ଦୈବୀ ପରମ୍ପରା ରହିଛି l କୁହାଯାଏ, ଶ୍ରୀରଘୁନାଥଙ୍କ ନବଦିନାତ୍ମକ ଯାତ୍ରାକୁ ସୁକ୍ଷ୍ମରେ ଦର୍ଶନ କରିବା ପାଇଁ ଶ୍ରୀଦଧିବାମନ ନିଜ ମନ୍ଦିର ପ୍ରାଙ୍ଗଣରେ…

~ ଓଡ଼ିଶାର ଚିତ୍ରକଳା ~ ଲେଖା: ଅମୃତେଶ ଖଟୁଆ ସମଗ୍ର ସୃଷ୍ଟି ହିଁ ଗୋଟିଏ #ଚିତ୍ର । #ସୂର୍ଯ୍ୟୋଦୟ, #ସୂର୍ଯ୍ୟାସ୍ତ, #ଉତ୍ତାଳ #ସମୁଦ୍ର, #ବେଗବାନ #ପବନ, #ସ୍ରୋତସ୍ବିନୀ ନଦୀଠୁ ଆରମ୍ଭ କରି ଫୁଲ ଓ ଫଳ ଯାଏଁ ଆଦୂର୍ବାଦ୍ରୁମ ଶ୍ୟାମାୟିତ ସବୁଜ ପୃଥିବୀ । ସବୁ କିଛି ହିଁ ସୃଷ୍ଟି-ନିହିତ ଅଭିବ୍ୟକ୍ତି ଶକ୍ତିର ଏକ ଏକ…