Physical Address
Sai Samarpanam, Satya Vihar, Bhubaneswar

ଲେଖା: ସୁଚେତା ପ୍ରଧାନ ଅନେକ ଦିନ ତଳର କଥା। ଜଗନ୍ନାଥଙ୍କ ସେବକ ବଡପଣ୍ଡା ଠାକୁରଙ୍କର ବଡ ସେବକ। ନୈଷ୍ଠିକ ବ୍ରାହ୍ମଣ ସେ। ତାଙ୍କ ଚଳୁରେ ଜଗନ୍ନାଥ ଦେଖାଯାଆନ୍ତି। ତେବେ ଯାଇ ଭୋଗ ଲାଗେ। ଦିନ ଗଡି ଚାଲେ। ବଡ ପଣ୍ଡାଏ କ୍ରମେ ବୟସ ଭାରରେ ନଇଁ ପଡିଲେ। ବଡ ଦେଉଳକୁ ଯିବା ଆସିବା କଷ୍ଟକର ହେଲା।…

ଲେଖା: ଦେଵ ତ୍ରିପାଠୀ ~ ଦିବ୍ୟନୀତି ୧ ~ ~ ମଙ୍ଗଳ ଆରତୀ ~ ସେବକମାନେ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିବା ପରେ ଦିଅଁ ଶୟନ କରିଥିବା ଖଟଶେଯ ଇତ୍ୟାଦିକୁ ‘ଖଟଶେଯ ମେକାପ’ ସେବକ ଶେଯଘରକୁ ନେଇଯା’ନ୍ତି । ଦିଅଁମାନଙ୍କର ଶଯ୍ୟାତ୍ୟାଗ ପରେ ହୁଏ ମଙ୍ଗଳ ଆଳତି । ମଙ୍ଗଳ ଆଳତିରେ ତିନୋଟି ରୂପାଥାଳିରେ କର୍ପୁର,…

ଲେଖା: ମିହିର ପଟ୍ଟନାୟକ କାର୍ତ୍ତିକ ପଞ୍ଚୁକର ୨ୟ ଦିନକୁ କୁହାଯାଏ ଗରୁଡ଼ ଉତ୍ଥାପନ ଦ୍ୱାଦଶୀ। ପୂର୍ବଦିନ ଭଗବାନ ବିଷ୍ଣୁ ନିଦରୁ ଉଠିଲା ପରି ପରଦିନ ଗରୁଡ଼ ଉତ୍ଥାପନ ନୀତି ଶ୍ରୀମନ୍ଦିରରେ ପାଳିତ ହୋଇଥାଏ। ୪ମାସ ଧରି ଶୋଇଥିବା ଗରୁଡ ମଧ୍ୟ ନିଦ୍ରାରୁ ଉଠିଥାନ୍ତି। ବୁଝିପାରୁଛନ୍ତି ତ ! ଯେମିତି ଦିଅଁ, ସେମିତି ସେବକ। ଏହି ଭାବକୁ ଶ୍ରୀ…